Browsing Category
ବାଣିଜ୍ୟ
ବଜାରରେ ପୂରଣ ହେଉନି ଚାହିଦା, ମହଙ୍ଗା ହେଲା ଆଇସକ୍ରିମ: ୧୦ରୁ ୧୫% ବଢ଼ାଇଲା ଦର
ମହଙ୍ଗା ହୋଇଛି ଆଇସକ୍ରିମ । ଅଧିକାଂଶ କମ୍ପାନି ଆଇସକ୍ରିମ ଦର ୧୦ରୁ ୧୫% ବଢ଼ାଇ ଦେଇଥିବା ଜଣାପଡିଛି । ଏବେ ଚାହିଦା ରହିଥିବା ବେଳେ ବଜାରକୁ ଆବଶ୍ୟକତା ମୁତାବକ ଆଇସକ୍ରିମ ଆସିପାରୁନାହିଁ । ଫଳରେ ୨୦୧୯ ତୁଳନାରେ ଗରମ ଯୋଗୁ ଆଇସକ୍ରିମ ବିକ୍ରି ପ୍ରାୟ ୪୫% ବଢ଼ିଛି । କମ୍ପାନିଗୁଡିକ ଉତ୍ପାଦନ…
ପେଟ୍ରୋଲ ପରେ ଏବେ ୪୦ ଟଙ୍କା କମିଲା ସୋରିଷ ତେଲ, ବାଦାମ ଓ ସୋୟାବିନ ତେଲ ଦାମ୍ ମଧ୍ୟ ଖସିଲା
ମହଙ୍ଗା ମାଡରୁ ଏବେ ସାଧାରଣ ଲୋକଙ୍କୁ ମିଳିଛି କିଛି ଆଶ୍ବସ୍ଥି। ଦୁଇ ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି୍ରେ କାଟ୍ କରାଯିବା ପରେ ଏବେ ଆଉ ଏକ ଆଶ୍ବସ୍ଥିର ଖବର। ଏକ୍ସାଇଜ ଡ୍ୟୁଟି କମ୍ କରାଯିବା ଦ୍ବାରା ପେଟ୍ରୋଲର ରେଟ୍ ୯.୫ ଟଙ୍କା ପ୍ରତି ଲିଟର କମ୍…
ଟାଟା ମୋଟର୍ସ ପକ୍ଷରୁ ନୂଆ ନେକ୍ସନ୍ ଇଭି ମ୍ୟାକ୍ସର ଶୁଭାରମ୍ଭ
ଭୁବନେଶ୍ୱର: ଟାଟା ମୋଟର୍ସ ପକ୍ଷରୁ ପର୍ସନାଲ ମୋବିଲିଟି ସେଗ୍ମେଂଟ୍ରେ ଭାରତର ବେଷ୍ଟ ସେଲିଙ୍ଗ୍ ଇିଭିର ଏକ ସମ୍ପ୍ରସାରଣ, ନୂଆ ନେକ୍ସନ ଇଭି ମ୍ୟାକ୍ସକୁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱର, କଟକ, ପୁରୀ ଓ ବ୍ରହ୍ମପୁର (ଡିଓନ୍ ଅଟୋମୋଟିଭ୍ସ)ରେ ଡିଲରସିପ୍ଗୁଡିକରେ ଉପଲବ୍ଧ…
ଭୁବନେଶ୍ୱରରେ ଗୋସାଇ ଫର୍ଣ୍ଣିଚର୍ ର ନୂଆ ଷ୍ଟୋର୍ ଉନ୍ମୋଚିତ
ଭୁବନେଶ୍ୱର, ୨୦ ମେ’ ୨୦୨୨: ଏକ ଅଗ୍ରଣୀ ଫର୍ଣ୍ଣିଚର ସଲ୍ୟୁଶନ୍ସ ବ୍ରାଣ୍ଡ, ଗୋସାଇ ଫର୍ଣ୍ଣିଚର୍ ପକ୍ଷରୁ ଭୁବନେଶ୍ୱରରେ ଏହାର ନୂତନ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋର୍ ଶୁଦ୍ଧ ଶିଶୁ କାଠରୁ ନିର୍ମିତ ଏହାର ଅଭିନବ ଓ ସ୍ୱତନ୍ତ୍ର ଫର୍ଣ୍ଣିଚର ଡିଜାଇନ୍ଗୁଡିକ ମାଧ୍ୟମରେ ଲୋକମାନଙ୍କୁ…
କମିବ ଖାଇବା ତେଲ ଦର
ଆଗାମୀ ଦିନରେ ଭାରତରେ ଖାଇବା ତେଲ ଦର କମିପାରେ । କାରଣ ବିଶ୍ୱର ସର୍ବବୃହତ୍ ପାମ୍ ଅଏଲ୍ ରପ୍ତାନିକାରୀ ଇଣ୍ଡୋନେସିଆ ରପ୍ତାନି କଟକଣା ହଟାଇବାକୁ ଯାଉଛି । ମେ’ ୨୩ରେ ଏହା ପାମ୍ ଅଏଲ୍ ଉପରେ ଲଗାଇଥିବା କଟକଣାକୁ ଉଚ୍ଛେଦ କରିବ । ରାଷ୍ଟ୍ରପତି ଜୋକୋ ୱିଡୋଡୋ ଗୁରୁବାର ଏହି ଘୋଷଣା…
ଓରିଏଂଟ୍ ଇଲେକ୍ଟ୍ରିକ ପକ୍ଷରୁ ଡିଲର୍ ମିଟ୍ ଆୟୋଜିତ
ଭୁବନେଶ୍ୱର: ଅଗ୍ରଣୀ ଓରିଏଂଟ୍ ଇଲେକ୍ଟ୍ରିକ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ନିଜର ପଙ୍ଖା ବ୍ୟବସାୟ ପାଇଁ ଏକ ଡିଲର୍ ମିଟ୍ର ଆୟୋଜନ କରିଥିଲା । ଏହି ବୈଠକରେ ପ୍ରାୟ ୨୦୦ ଡିଲର୍ ଓ ରିଟେଲର୍ ଯୋଗ ଦେଇଥିଲେ । ଏହି ଅବସରରେ କମ୍ପାନୀର ଏମ୍ଡି ଓ ସିଇଓ ରାକେଶ ଖାନ୍ନା ଓ କାର୍ଯ୍ୟକାରୀ…
ଓଡ଼ିଶା ବ୍ୟବସାୟ ଜଗତର ଆଇକନ୍ମାନଙ୍କୁ ଉତ୍କଳ ଟାଇକୁନ୍ସ ଆୱାର୍ଡ୍ସ ପ୍ରଦାନ
ଭୁବନେଶ୍ୱର:ଉତ୍କଳ ଅପଡେଟ୍ସ ଆଣ୍ଡ୍ ଆଡିକ୍ସନ ଫେସନ୍ ମ୍ୟାନେଜମେଂଟ୍ ପକ୍ଷରୁ ଆଜି ୱେଲକମ୍ ହୋଟେଲ୍ ବାଏ ଆଇଟିସିରେ ଆୟୋଜନ କରାଯାଇଥିବା ଇପାରି ସଦାଶିବ ଜୁଏଲାରି ପ୍ରାୟୋଜିତ ଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ରେ ଓଡ଼ିଶାର ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି ।…
ଓଡ଼ିଶାର ଏହିସବୁ ପ୍ରମୁଖ ସହରରେ ପହଞ୍ଚିଲା ଜିଓଫାଇବର
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଧାରା ଜାରି ରଖି ଦେଶର ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସେବା ଯୋଗାଣକାରୀ “ଜିଓଫାଇବର’ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏହାର ସେବା ଆରମ୍ଭ କରିଛି । ରାଜ୍ୟରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ନିଜର ନେତୃତ୍ୱକୁ!-->…
ଜିଓଗେମ୍ସ ଏହାର ଗେମିଂ ପ୍ଲାଟଫର୍ମରେ ଚଳିତ ଗ୍ରୀଷ୍ଣ ଋତୁରେ “ଛୋଟା ଭିମ୍’କୁ ସ୍ୱାଗତ କରିବାକୁ ପ୍ରସ୍ତୁତ
ଭୁବନେଶ୍ୱର: ଚଳିତ ଗ୍ରୀଷ୍ଣ ଋତୁରେ ଛୋଟା ଭିମ୍ ଜିଓଗେମ୍ସରେ ଉପଲବ୍ଧ ହେବ । ଜିଓଗେମ୍ସ ପ୍ଲାଟଫର୍ମରେ ଛୋଟା ଭିମ୍ ଗେମ୍ସର ଶୁଭାରମ୍ଭ କରି ଗ୍ରୀଷ୍ଣ ଅବକାସକୁ କୌତୁକପୂର୍ଣ୍ଣ କରିବା ଲାଗି ଜିଓଗେମ୍ସ ଓ ଗ୍ରିନ୍ ଗୋଲ୍ଡ ଆନିମେସନ ପ୍ରାଇଭେଟ୍ ଲିମିଟେଡ୍ ପରସ୍ପର ସହ ସହଯୋଗିତା ସ୍ଥାପନ!-->…