Browsing Category
ପ୍ରଯୁକ୍ତି
ଗାହକଙ୍କ ସୁବିଧା ପାଇଁ ଏୟାରଟେଲ୍ର ମଲ୍ଟି-ଚ୍ୟାନେଲ ମାର୍କେଟିଙ୍ଗ ଅଭିଯାନ
ଭୁବନେଶ୍ୱର: ବର୍ତମାନର ସମୟ, ଟେଲିକମ ସେବା ଏବଂ ଭରସାଯୋଗ୍ୟ ସଂଯୋଗତାକୁ ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନର ମୂଳରେ ନେଇ ସ୍ଥାପନ କରିଛି । ତେଣୁ ଏହି ପରିପ୍ରେକ୍ଷୀରେ ଭାରତର ବୃହତମ ଟେଲିକମ ସଂସ୍ଥା ଭାରତୀ ଏୟାରଟେଲ (“ଏୟାରଟେଲ”) ଗ୍ରାହକମାନଙ୍କୁ ଶ୍ରେଷ୍ଠବର୍ଗର ସେବା ଯୋଗାଇଦେବାରେ ଏହାର…
ଭାରତରେ ନୂତନ ନୋକିଆ ୫୩୧୦ର ଶୁଭାରମ୍ଭ
ଭୁବନେଶ୍ୱର: ନୋକିଆ ଫୋନ୍ର ଘର କୁହାଯାଉଥିବା ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଆଜି ଭାରତରେ ନୂଆ ନୋକିଆ ୫୩୧୦ର ଶୁଭାରମ୍ଭ କରାଯାଇଛି । ମୂଳ ନୋକିଆ ୫୩୧୦ ଏକ୍ସପ୍ରେସ୍ ମ୍ୟୁଜିକ୍କୁ ପୁନଃଚିତ୍ରଣ କରି ନୂଆ ନୋକିଆ ୫୩୧୦ରେ ଏକ ଏମ୍ପି୩ ପ୍ଲେୟର, ଏଫ୍ଏମ୍ ରେଡିଓ (ଯାହାକୁ ଉଭୟ ୱାୟାର୍ଡ ଓ…
ସମସ୍ତ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ ଉପକରଣ ଉପରେ ୱାରେଂଟି ବଢ଼ାଇଲା ସାମସଙ୍ଗ
ଭୁବନେଶ୍ୱର: ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଭାବେ ଗ୍ରହଣକରି ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଏହାର ସମସ୍ତ ଉତ୍ପାଦ ପୋର୍ଟଫୋଲିଓ ଗୁଡ଼ିକ ଉପରେ ଷ୍ଟାଣ୍ଡାର୍ଡ ୱାରେଂଟିକୁ ଚଳିତ ଜୁନ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୦ ଏବଂ ମେ ୩୧ ମଧ୍ୟରେ ୱାରେଂଟି ଶେଷ ହୋଇଯାଇଥିବା…
ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ମାଗଣାରେ ଏକ ବର୍ଷ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍
ଜିଓ ଫାଇବର୍ ଉପଭୋକ୍ତା ଏବେ ଏକ ବର୍ଷ ପାଇଁ ଆମାଜନ୍ ପ୍ରାଇମ୍ ସଦସ୍ୟତା ମାଗଣାରେ ପାଇପାରିବେ । ଜିଓ ଫାଇବରର ଗୋଲ୍ଡ, ଡାଇମଣ୍ଡ୍, ପ୍ଲାଟିନମ୍ ଓ ଟାଇଟାନିଅମ ପ୍ଲାନ୍ରେ ଥିବା ଉପଭୋକ୍ତାମାନେ ଏବେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୯୯୯ ଟଙ୍କା ମୂଲ୍ୟର ଆମାଜନ୍ ପ୍ରାଇମ୍ ବାର୍ଷିକ…
AJIO.com ପକ୍ଷରୁ ପ୍ରମୁଖ ବ୍ରାଣ୍ଡ୍ରେ ଆକର୍ଷଣୀୟ ଡିସ୍କାଉଣ୍ଟ ସହ ବିଗ୍ ବୋଲ୍ଡ ସେଲ ଆରମ୍ଭ
ଭୁବନେଶ୍ୱର/ ମୁମ୍ବାଇ : ଭାରତର ଅଗ୍ରଣୀ ଅନଲାଇନ ଫ୍ୟାସନ ଇ-ରିଟେଲର AJIO.com ପକ୍ଷରୁ ଲୋକପ୍ରିୟ ବ୍ରାଣ୍ଡ୍ଗୁଡିକର ପୋଷାକ ଓ ଫ୍ୟାସନ ସାମଗ୍ରୀ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ସହିତ ଆଜିଠାରୁ ଜୁନ ୧୫ ଯାଏଁ ବିଗ୍ ବୋଲ୍ଡ ସେଲ୍ ଆରମ୍ଭ ହୋଇଛି ।
ଦୁଇହଜାରରୁ ଉର୍ଦ୍ଧ୍ୱ ଲୋକପ୍ରିୟ…
ଗ୍ରାହକଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇବା ପାଇଁ ଏୟାରଟେଲ୍ ରିଟେଲ ଷ୍ଟୋର ବର୍ତମାନ ହାତ ପାହାନ୍ତାରେ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ ଅପରେଟର୍ ସଂସ୍ଥା, ଏୟାରଟେଲ ଏହାର ରିଟେଲ ଷ୍ଟୋରଗୁଡ଼ିକୁ ଅଧିକାଂଶ ଅଂଚଳରେ ଖୋଲିଥିବାର ପ୍ରକାଶ କରିଛି ଏବଂ ଗ୍ରାହକଙ୍କ ଘରପାହାନ୍ତାରେ ସିମ୍ କାର୍ଡର ଡେଲିଭରୀ କିମ୍ବା ବ୍ରଡବ୍ୟାଣ୍ଡ ଓ ଡିଟିଏଚର ଇଷ୍ଟଲେସନ ପାଇଁ ଏହା ଏକ ‘କନ୍ସିଅର୍ଜ ସର୍ଭିସ’ ବା ଦ୍ୱାର…
ସାମ୍ସଙ୍ଗର ସ୍ୱତନ୍ତ୍ର ଷ୍ଟୋର୍କୁ ‘ସୁରକ୍ଷା’ ପ୍ରମାଣପତ୍ର
ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ, ସାମ୍ସଙ୍ଗ ପକ୍ଷରୁ ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହାର ସମସ୍ତ ସାମ୍ସଙ୍ଗର ସ୍ୱତନ୍ତ୍ର ଷ୍ଟୋର୍ଗୁଡିକ ‘ସୁରକ୍ଷା’ ପ୍ରମାଣିତ ହୋଇଛନ୍ତି । ଏହି ସୁରକ୍ଷା ପ୍ରମାଣପତ୍ର ଗ୍ରାହକମାନେ ସାମ୍ସଙ୍ଗର…
ସୋନି ଇଣ୍ଡିଆ ପକ୍ଷରୁ ଉନ୍ନତମାନର ଇନ୍ କାର୍ ମିଡିଆ ରିସିଭର୍ର ଶୁଭାରମ୍ଭ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଡ୍ରାଇଭିଙ୍ଗ ଅଭିଜ୍ଞତାକୁ ବୃଦ୍ଧି କରି ଏକ ସୁରକ୍ଷିତ ଓ ସ୍ମାର୍ଟର ରୋଡ ଅନୁଭୂତି ପ୍ରଦାନ କରିବା ପାଇଁ ଇନ୍-କାର୍ ମିଡିଆ ରିସିଭର୍ସର ଏକ ନୂତନ ଶୃଙ୍ଖଳାର ଶୁଭାରମ୍ଭ କରାଯାଇଛି । ୱେବଲିଙ୍କ ଟିଏମ୧ କାଷ୍ଟ ଦ୍ୱାରା ସ୍ମାର୍ଟଫୋନ ମିରରିଙ୍ଗ ସହିତ ଏହାର…
ସାମ୍ସଙ୍ଗ୍ ପକ୍ଷରୁ ଭାରତରେ ଗ୍ୟାଲାକ୍ସି ଏ୫୧ର ନୂତନ ସଂସ୍କରଣର ଶୁଭାରମ୍ଭ
ଭୁବନେଶ୍ୱର: ସାମ୍ସଙ୍ଗ ପକ୍ଷରୁ ଭାରତରେ ଏହାର ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏ୫୧ର ନୂତନ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଗ୍ୟାଲାକ୍ସି ଏ୫୧ ଏବେ ୮/୧୨୮ ଜିବି ଭାରିଆଂଟ୍ ମାତ୍ର ୨୭,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ । ଗ୍ୟାଲାକ୍ସି ଏ୫୧ର ଇଂଟର୍ନାଲ ଷ୍ଟୋରେଜ୍…
ସୋନି ଇଣ୍ଡିଆ ପକ୍ଷରୁ ଏହାର ସ୍ମାଟ ବ୍ରାଭିଆ ଟିଭି ସିରିଜର ଶୁଭାରମ୍ଭ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ୪କେ ଅଲଟ୍ରା ଏଚଡି ଡିସପ୍ଲେ ଯୁକ୍ତ ଏହାର ସମସ୍ତ ନୂତନ ବ୍ରାଭିଆ ଏକ୍ସ୮୦୦୦ଏଚ ଏବଂ ଏକ୍ସ୭୫୦୦ଏଚ ଟେଲିଭିଜନ ସିରିଜର ଘୋଷଣା କରାଯାଇଛି । ଏହି ଆଗାମୀ ପିଢ଼ିର ଟେଲିଭିଜନଗୁଡ଼ିକରେ ବ୍ୟକ୍ତିଗତ ଏବଂ ବାସ୍ତବିକ ଜୀବନକୁ ଦେଖିବାର ଅନୁଭୂତିକୁ ପରିଭାଷିତ…