Browsing Category

ଜୀବନ ଚର୍ଯ୍ୟା

ଆପଣଙ୍କ ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ ଏହି ପରିବା, ଡାଏଟରେ ନିଶ୍ଚିତ କରନ୍ତୁ ସାମିଲ

ବର୍ତ୍ତମାନ, ପରିବେଶ ଯେଉଁ ଭଳି ଅଛି ଖରାପ ଖାଦ୍ୟ ପାନୀୟରେ ଅନିୟମିତ ହେତୁ ଲୋକଙ୍କ ଶରୀର ରୋଗର ସୃଷ୍ଟି ହେଉଛି । ସବୁ ରୋଗ ଠାରୁ ଗୋଟିଏ ରୋଗ ହେଉଛି ମଧୁମେହ। ମଧୁମେହ ରୋଗ ହେଉଛି ଏକ ମେଟାବୋଲିକ୍ ଯେଉଁଥିରେ ଅଗ୍ନାଶୟ ହର୍ମୋନ୍ ଇନସୁଲିନ୍‌ ଉତ୍ପାଦନକୁ ହ୍ରାସ କରିଥାଏ ।ଶରୀରରେ ଇନସୁଲିନର…

ଭୁଲରେ ମଧ୍ୟ ଚିକେନ ସହିତ ଏଗୁଡ଼ିକୁ ଖାଆନ୍ତୁ ନାହିଁ, ହୋଇପାରନ୍ତି ଏହି ଗମ୍ଭୀର ରୋଗର ସମ୍ମୁଖୀନ

ଅନେକ ସମୟରେ ଆମେ ଚିକେନ ସହ ଏପରି ଖାଦ୍ୟ ଖାଇନେଇଥାଉ ଯାହା ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ଆମକୁ ଗମ୍ଭୀର ବେମାରୀ ମଧ୍ୟ ଦେଇଥାଏ । ଅନେକ ବାରଣ ସତ୍ତେ୍ୱ ମଧ୍ୟ ଲୋକମାନେ ଏହାକୁ ଅଣଦେଖା କରିବାର ଦେଖାଯାଏ । ଅସଲ କଥା ହେଉଛି ଚିକେନ ସହ କେତେକ ଖାଦ୍ୟ ଦ୍ରବ୍ୟ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟକୁ…

ସମସ୍ତ ଯୋଗାସନର ରାଜା ହୋଇଥାଏ ଏହି ଆସନ, ମସ୍ତିଷ୍କକୁ ମଜବୁତ କରିବା ସହିତ ଦେଇଥାଏ ଅନେକ ଜବରଦସ୍ତ ଫାଇଦା, ଜାଣନ୍ତୁ…

ଆଜି ଆମେ ଆପଣଙ୍କ ପାଇଁ ହେଡଷ୍ଟାଣ୍ଡ ବା ଶୀର୍ଷାସନର ଫାଇଦାଗୁଡ଼ିକ ନେଇଆସିଛୁ | ଏହାର ନିୟମିତ ଅଭ୍ୟାସ ସହିତ, ଆପଣ ଅନେକ ରୋଗରୁ ଦୂରରେ ରହିପାରିବେ | ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ରହିବାକୁ ଚାହାଁନ୍ତି, ତେବେ ଶୀର୍ଷାସନ ହେଉଛି ଉପଯୁକ୍ତ | ପେଟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା…

World Egg Day: ସମସ୍ତ ରୋଗରୁ ସୁରକ୍ଷିତ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଅଣ୍ଡା, ଆମେରିକୀୟ ହାର୍ଟ ଆସୋସିଏସନର…

ଲୋକଙ୍କୁ ଅଣ୍ଡାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୮ ଅକ୍ଟୋବରରେ ବିଶ୍ୱ ଅଣ୍ଡା ଦିବସ ବା ୱାର୍ଲଡ ଏଗ ଡେ ପାଳନ କରାଯାଏ | ହୃଦ୍ ରୋଗଠାରୁ ଆରମ୍ଭ କରି ଶରୀରର ସାମଗ୍ରିକ ଫିଟନେସ୍ ପର୍ଯ୍ୟନ୍ତ, ସୁସ୍ଥ ଆଖି ଏବଂ ମାଂସପେଶୀକୁ ବଜାୟ ରଖିବାରେ ଅଣ୍ଡା ଖାଇବା…

ଥାଇରଏଡ୍ ସମସ୍ୟା ଥିଲେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ନଚେତ ଅଧିକ ଗମ୍ଭୀର ହୋଇପାରେ ସମସ୍ୟା

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ପୁରୁଷମାନଙ୍କ ତୁଳନାରେ…

ଆଖିତଳ କଳା ପଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିର ଯୁବ ପିଢ଼ି କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି। ଫେସବୁକ, ହ୍ୱାଟ୍ସଆପ୍ ଓ ଟ୍ୱିଟରରେ ରାତି ବିତିଯାଉଛି। ଆଉ ଏବେ ମହାମାରୀ କାରଣରୁ ୱାର୍କ ଫ୍ରମ୍‌ ହୋମ ସୁବିଧା ମିଳୁଥିବାରୁ ସବୁବେଳେ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ସ୍କ୍ରିନ୍ ସାମ୍ନାରେ ବସିବାକୁ ପଡ଼ୁଛି।…

ଫୁସଫୁସକୁ ମଜବୁତ ରଖିବା ପାଇଁ କରନ୍ତୁ କପାଳଭାତି

ଆଜିର ସମୟରେ ଯୋଗର ଆବଶ୍ୟକତା ଆମ ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ବିଭିନ୍ନ ଆସନଗୁଡ଼ିକ କରିବା ଦ୍ୱାରା ଶରୀର ଠିକ ରହିବା ସହିତ ଅଧୀକ ଚାପରୁ…

ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏହି ଫଳ, ଓଜନ କମାଇବା ଠାରୁ ଆରମ୍ଭ କରି ଦେଇଥାଏ ଏହିସବୁ ଫାଇଦା

ମୌସୁମୀ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ। ଏହାକୁ ପିୟର୍ସ ମଧ୍ୟ କୁହାଯାଏ। ନାସପାତି ଖାଇବା ଦ୍ୱାରା ଶରୀର ଅନେକ ଲାଭ ହୋଇଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, କେ, ମିନେରାଲ୍ସ, ପୋଟାସିୟମ୍, ଫେନୋଲିକ୍ ଯୌଗିକ, ଫୋଲେଟ୍, ଫାଇବର,…

ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଶି ଅନୁଯାୟୀ କରନ୍ତୁ ନବରାତ୍ରୀ ପୂଜା

ମା’ଙ୍କର ନବରୂପ – “ଓଁ ପ୍ରଥମଂ ଶୈଲପୁତ୍ରୀଚ ଦ୍ୱିତୀୟଂ ବ୍ରହ୍ମଚାରିଣୀ ତୃତୀୟଂ ଚନ୍ଦ୍ର ଘଂଟେତି କୁଷ୍‌ମାଣ୍ଡେତି ଚତୁର୍ଥକମ୍‌, ପଂଚମଂ ସ୍କନ୍ଦମାତେତି, ଷଷଂ୍‌ କାତ୍ୟାୟନୀତି ଚ! ସପ୍ତମଂ କାଳରାତ୍ରୀତି ମହାଗୌରୀତି ଚାଷ୍ଟମମ୍‌ । । ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତିତାଃ’’…

କୁକୁର କାମୁଡିଲେ କେମିତି କରିବେ ଘରୋଇ ଉପଚାର, ଜାଣନ୍ତୁ

ବର୍ତ୍ତମାନ ବୁଲା କୁକୁରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ଲୋକ ଅନେକ ସମୟରେ କୁକୁର କାମୁଡ଼ାର ଶିକାର ହେଉଛନ୍ତି । କୁକୁର କାମୁଡ଼ିଲେ ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥାରେ ଭୟଙ୍କର ପରିବର୍ତ୍ତନ ହୋଇଥାଏ । ଜଳାନ୍ତକ ରୋଗ ପରି ମାରାତ୍ମକ ରୋଗ ଓ ପାଗଳାମି ଆଦି ଦେଖା ଦେଇ ବ୍ୟକ୍ତିର…