Browsing Category
ଜୀବନ ଚର୍ଯ୍ୟା
ଜାଣନ୍ତି କି ଭାରତୀୟ ରିତି-ନିତୀ ଏବଂ ନିୟମ ପଛରେ କଣ ରହିଛି ବୈଜ୍ଞାନିକ ତଥ୍ୟ
ଭାରତ ଏକ ପ୍ରାଚୀନ ଦେଶ । ଭାରତର ପ୍ରତ୍ୟେକ ରାଜ୍ୟର ବିଭିନ୍ନ ପ୍ରକାରର ରିତି ନିତି ଏବଂ ନିତି ନିୟମ ରହିଛି । ବିଭିନ୍ନ ପୂଜା ପର୍ବାଣି ସହିତ ବିଭିନ୍ନ ନିୟମ ଭାରତୀୟଙ୍କୁ ବାନ୍ଧି ରଖିଛି । ଭାରତରେ ବହୁ ଲୋକେ ଏହାର ବୈଜ୍ଞାନିକ ଜାଣିନାହାଁନ୍ତି କିମ୍ବା ଜାଣିବାକୁ ଚେଷ୍ଟା କରିନାହାଁନ୍ତି…
ଡାଏଟିଂ କରିବା ସମୟରେ ଆପଣଙ୍କୁ କ୍ରେଭିଂ ହେଉଥିଲେ ଜାଣନ୍ତୁ କରିବେ କଣ
ଓଜନ ହ୍ରାସ କରିବା ସମୟରେ ଡାଏଟରେ ଆମ୍ଭେମାନେ ସାଧାରଣତଃ ନିମ୍ନ କ୍ୟାଲୋରୀର ଖାଦ୍ୟ ଖାଇଥାଉ । କିନ୍ତୁ ନିମ୍ନ କ୍ୟାଲୋରୀ ଖାଇବା ଦ୍ୱାରା ମଝିରେ ମଝିରେ ଭୋକ ଲାଗିଥାଏ ଏବଂ ଆମ୍ଭେମାନେ ଏଣୁ ତେଣୁ ଖାଦ୍ୟ ଖାଇଥାଉ । ସେହି ସମୟରେ ଯାହା ଖାଦ୍ୟ ଖାଇଥାଉ କେବଳ ସ୍ୱାସ୍ଥ୍ୟକର ହୋଇନଥାଏ ବରଂ…
ପାଦରେ ଏଭଳି ଲକ୍ଷଣ ଦେଖାଗଲେ କରନ୍ତୁନାହିଁ ଅଣଦେଖା, ହୋଇପାରେ ଉଚ୍ଚ କୋଲେଷ୍ଟ୍ରଲର ସଙ୍କେତ
ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ଗୋଡରେ ମଧ୍ୟ ଦେଖାଯାଏ । ଯଦି ଆପଣ ଠିକ୍ ସମୟରେ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗକୁ ଯାଇ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଏହି ଲକ୍ଷଣଗୁଡିକୁ ଅଣଦେଖା କରନ୍ତୁନାହିଁ । ନଚେତ ଆପଣ ହୃଦଘାତର ଶିକାର ହେବା ସହ ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।…
ଘରେ ସ୍ଥାପିତ ତୁଳସୀ ଅନେକ ସୂଚନା ଦେଇଥାଏ, ଏହି ପରିବର୍ତ୍ତନଗୁଡ଼ିକୁ କରନ୍ତୁ ନାହିଁ ଅଣଦେଖା
ହିନ୍ଦୁ ଧର୍ମରେ ତୁଳସୀ ଉଦ୍ଭିଦର ମହତ୍ବ ରହିଛି | ଏହାକୁ ଏକ ଦେବୀଙ୍କ ମାନ୍ୟତା ଦିଆଯାଇଛି | ଧାର୍ମିକ ବିଶ୍ୱାସ ଅନୁଯାୟୀ ତୁଲସୀ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟନ୍ତି। ଯେଉଁମାନଙ୍କ ଘରେ ତୁଳସୀ ଗଛ ଅଛି | ସେ ପ୍ରତିଦିନ ଏହାକୁ ପୂଜା କରନ୍ତି | ସକାଳ ଏବଂ ସନ୍ଧ୍ୟାରେ ପାଣି…
ବିଶ୍ୱ ତମାଖୁହୀନ ଦିବସରେ ଜାଣନ୍ତୁକଣ ରହିଛି ଧୂମ୍ରପାନର ପ୍ରଭାବ
ମେ ୩୧ ତାରିଖକୁ ବିଶ୍ୱ ତମାଖୁହୀନ ଦିବସଭାବେ ପାଳନ କରାଯାଇଥାଏ । ବିଶ୍ୱକୁ ତମାଖୁ ମୁକ୍ତ କରିବା ପାଇଁ ଏହି ବିଦସ ଏକ ପ୍ରକାରର ସଚେତନତା ପ୍ରୟାସ ଅଟେ । ଧୂମ୍ରପାନ କରିବା ଦ୍ୱାରା କେବଳ ଧୂମ୍ରପାନ କାରୀନୁହେଁ ବରଂ ସମ୍ପୂର୍ଣ୍ଣ ସମାଜ ଏବଂ ପରିବେଶ ଉପରେ ପ୍ରଭାବ ପଡିଥାଏ । ପ୍ରାୟତଃ ଜଣେ…
ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ପାଇଁ ଖାଲି ପେଟରେ ପିଅନ୍ତୁ ଅଁଳା ଜୁସ
ଭାରତରେ ଉପଲବ୍ଧ ହେଉଥିବା ଫଳ ମଧ୍ୟରେ ଅଁଳା ଅନ୍ୟତମ । ଏହାର ବହୁ େଓøଷଧିୟ ଗୁଣ ରହିବା ସହିତ ଏହି ବିଭିନ୍ନ ପ୍ରକାର ପୂଜା ପର୍ବାଣିରେ ବ୍ୟବହୃତ ହୁଏ । ଏହା ଭିଟାମିନ ସି , ଆଣ୍ଟି-ବ୍ୟାକ୍ଟେରିଆର ଉତ୍ତମ ସ୍ରୋତ । ଅଁଳା ହଜମ କ୍ରିୟାରେ ସାହାଯ୍ୟ କରିବା ସହିତ ସୁସ୍ଥ ଏବଂ ଚମକଦାର ତ୍ୱଚା…
ଖେଚୁଡି ଖାଇବାକୁ ଭଲ ପାଉଥିଲେ ଜାଣନ୍ତୁ କଣ ରହିଛି ଏହାର ହିତକାରୀ ଗୁଣ
ଚାଉଳ, ଡାଲି ଏବଂ ପରିବା ଦ୍ୱାରା ପ୍ରସ୍ତୁତ ହେଉଥିବା ଖେଚୁଡି ଖାଇବା ପାଇଁ ଯେପରି ସ୍ୱାଦିଷ୍ଟ ହୋଇଥାଏ ସେହିପରି ପ୍ରସ୍ତୁତ କରିବାରେ ମଧ୍ୟ ଖୁବ ସହଜ । ଆୟୁର୍ବେଦ ଡାଏଟରେ ଖେଡୁଚିର ଏକ ପ୍ରାଧ୍ୟାନ୍ୟତା ରହିଛି । ଖେଚୁଡି ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ, ଭିଟାମିନ ସିବ,ବି କମ୍ପ୍ଲେକ୍ସ ଏବଂ…
ଖରାଦିନେ ନିଜ ନିୟମିତ ଆହାରରେ ସାମିଲ କରନ୍ତୁ ସାଲାଡ୍, ମିଳିବ ଏହି ସମସ୍ତ ଫାଇଦା
ସକାଳୁ ଉଠିଲେ ସାଧାରଣତଃ ଆମେ ହାଲୁକା ଖାଦ୍ୟ ଖାଇଥାଉ। କାହିଁକି କି ନା ଦିନରେ ଯେମିତିକି ସୁସ୍ଥ ଲାଗିବ। ସେଥି ପାଇଁ ପରାମର୍ଶ କରାଯାଏ ଜୁସ୍ ସହ କିଛି ଫଳ ଖାଇବାକୁ। ହେଲେ ସାଧାରଣତଃ ଲୋକମାନେ ମଧ୍ୟାହ୍ନ ଭୋଜନରେ ପନିପରିବା ସହ ରୁଟି ଏବଂ ଭାତ ଖାଇଥାନ୍ତି। କିନ୍ତୁ ଜାଣିଛନ୍ତି ସବୁ ଖାଇକି…
ଯୋଗ କରିବା ପୂର୍ବରୁ ଏବଂ ପରେ କେଉଁ କେଉଁ କାର୍ଯ୍ୟ ପ୍ରତି ଧ୍ୟାନ ଦେବେ ମନେରଖନ୍ତୁ
ଯୋଗ ଶରୀର ପାଇଁ ଖୁବ ଉପକାରୀ ଅଟେ । କିନ୍ତୁ ସଠିକ ଭାବେ ସଠିକ ପ୍ରକିୟାରେ ଯୋଗ ନକଲେ ତାହାର ବହୁ ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଯୋଗ କରିବା ପୂର୍ବରୁ ଏବଂ ପରେ କେଉଁ ବିଶେଷ ଦିଗ ପ୍ରତି ଧ୍ୟାନ ଦେବେ ।
୧. ମାନସିକ ଏବଂ ଶାରିରୀକ ଶାନ୍ତି ପାଇଁ ଯୋଗ କରିବା ପୂର୍ବରୁ ଘର…
କିଛି ଖାଦ୍ୟ ଆପଣ ବିନା କୌଣସି ଚିନ୍ତାରେ ଖାଆନ୍ତୁ ଯାହା ଆପଣଙ୍କ ଓଜନ ବୃଦ୍ଧି କରାଇନଥାଏ
ପ୍ରାୟତଃ ୯୦ପ୍ରତିଶତ ଭାରତୀୟଙ୍କ ରୁଚି ଖାଦ୍ୟ ଖାଇବା କିନ୍ତୁ ବର୍ତ୍ତମାନର ଓଜନ ବୃଦ୍ଧି ସମସ୍ୟାକୁ ନେଇ ଡାଏଟିଂ ଏବଂ ବହୁ ଖାଦ୍ୟପେୟର ବର୍ଜନ ସମସ୍ତଙ୍କୁ ନିଜ ପ୍ରିୟ ଖାଦ୍ୟ ଠାରୁ ଦୂରେଇ ରଖିଥାଏ । ତେଣୁ ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯାହା ଆପଣ ନିଶ୍ଚିନ୍ତରେ ଖାଇପାରିବେ ଯାହା ଆପଣଙ୍କ…