Browsing Category

ଜୀବନ ଚର୍ଯ୍ୟା

ଗର୍ଭବତୀ ମହିଳାଙ୍କ ପାଇଁ ତମ୍ବା ପାତ୍ରରେ ପାଣି ପିଇବା କେତେ ଲାଭଦାୟକ, ଜାଣନ୍ତୁ

ତମ୍ବା ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆୟୁର୍ବେଦ ମଧ୍ୟ ଏହା ନିଶ୍ଚିତ କରିସାରିଛି । ଏହାଦ୍ୱାରା ବାତ, ପିତ ଏବଂ କଫ ପରି ସମସ୍ୟା ହୋଇନଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସକାଳେ ଏହାକୁ ପିଇବା ଦ୍ୱାରା ଶରୀରରେ ବିଷାକ୍ତ…

ଘରେ ଏହି ସବୁ ଫଟୋ ଲଗାଇଲେ ବଢ଼ିଥାଏ ସୁଖ ସମୃଦ୍ଧି

ନିଜର ଏକ ଘର ହେବା ପ୍ରତ୍ୟେକ ମନୁଷ୍ୟର ସ୍ବପ୍ନ । ଯେପରିକି ଏହା ସୌନ୍ଦର୍ଯ୍ୟ ଏବଂ ଖୁସିରେ ପରିପୂର୍ଣ୍ଣ ରହେ ସଭିଏଁ ଏହା ଚାହିଁଥାନ୍ତି । ଏଥି ସହିତ, ଲୋକମାନେ ଏହାକୁ ସଜାଇବା ପାଇଁ ବିଭିନ୍ନ ଫଟୋ ମଧ୍ୟ ଲଗାଇଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ, ଏହି ଫଟୋଗୁଡ଼ିକ ଆମ ଉପରେ ଗଭୀର ପ୍ରଭାବ…

ସକାଳେ ଜଳଖିଆ ଖାଇବାକୁ ଭୁଲି ଯାଉଛନ୍ତି କି ? ତେବେ ଜାଣନ୍ତୁ ଏହା ଆପଣଙ୍କ ଶରୀରକୁ କିଭଳି ପ୍ରଭାବିତ କରିଥାଏ

ଶରୀରରେ ଶକ୍ତିସ୍ତର ବଜାୟ ରହିବା ପାଇଁ ଏବଂ ସମସ୍ତ କ୍ରିୟା ଠିକ୍ ଭାବେ ସଞ୍ଚାଳିତ ହେବା ପାଇଁ ଅଧିକାଂଶ ଲୋକ ଦିନକୁ ୨-୩ଥର ଖାଇଥାଆନ୍ତି। କିନ୍ତୁ ସବୁଠାରୁ ଜରୁରୀ ହେଉଛି ସକାଳର ଜଳଖିଆ କାରଣ ରାତ୍ର ଭୋଜନରେ ମିଳିଥିବା ଶକ୍ତି ଏବଂ ପୋଷକ ତତ୍ତ୍ବ ଶରୀରର ସମସ୍ତ କ୍ରିୟାରେ ଖର୍ଚ୍ଚ…

ଶନିବାର ଦିନ ଏହିସବୁ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ, ନଚେତ ଶନିଦେବ କରିପାରନ୍ତି କୋପ

ଶନିବାର ଶନିଦେବଙ୍କ ଦିନ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି | ଏହି ଦିନ ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ କଳା ରାଶି, ସୋରିଷ ତେଲ କିମ୍ବା ରାଶି ତେଲ ଆଦି ମନ୍ଦିରରେ ଅର୍ପଣ କରାଯାଇଥାଏ | ହିନ୍ଦୁମାନେ ଶନି ଭଗବାନଙ୍କୁ ନ୍ୟାୟର ଭଗବାନ ବୋଲି ବିଶ୍ୱାସ କରନ୍ତି | କୁହାଯାଏ ଯେ,…

ଆପଣ ଶରୀରରେ ଏହି ସମସ୍ତ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସତର୍କ, ଦେଖା ଦେଇପାରେ ଷ୍ଟ୍ରୋକ ବିପଦ

ଗବେଷକମାନେ ଏବେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୂତ୍ର ଓ ଶ୍ୱସନ ତନ୍ତ୍ର ସଂକ୍ରମିତ ହୋଇଥିବ, ତାଙ୍କ ପକ୍ଷରେ ଷ୍ଟ୍ରୋକର ଆଶଙ୍କା ୨ଗୁଣା ବଢିଯାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ରୋଗୀ ଯଦି ବାରମ୍ୱାର ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବଂ…

ସକାଳେ ଖାଲି ପାଦରେ କିଛି ସମୟ ପାଇଁ ଚାଲନ୍ତୁ, ସାରା ଜୀବନ ରହିବେ ରୋଗମୁକ୍ତ : ଜାଣନ୍ତୁ କିପରି

ଏହି କଥା ତ ସମସ୍ତେ ଜାଣିଛନ୍ତି ଯେ ମର୍ଣ୍ଣିଙ୍ଗ୍ ଓ୍ବାକ୍ କରିବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣିଥିବେ ଯେ ସବୁଜ ଘାସରେ କାଲି ପାଦରେ ଚାଲିଲେ ଉଭୟ ଶାରିରୀକ ଏବଂ ମାନସିକ ଚିନ୍ତାକୁ ଦୂର କରିଥାଏ। ଚାଲିବାର ଫାଇଦା ତ ସମସ୍ତେ ଜାଣିଛନ୍ତି ଯେ ଏହା…

କରୋନାରୁ ଶୀଘ୍ର ସୁସ୍ଥ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପିଅନ୍ତୁ ଏହି ଜୁସ

ଗତ ବର୍ଷ ଠାରୁ କରୋନା ଦ୍ରୁତ ଗତିରେ ବଢୁଛି। ପ୍ରତିଦିନ, ଲକ୍ଷ ଲକ୍ଷ ସଂଖ୍ୟାରେ, ଲୋକମାନେ ଏଥିରେ ସଂକ୍ରମିତ ହେଉଛନ୍ତି । ତେଣୁ ଏଥିରୁ ବଞ୍ଚିବା ପାଇଁ ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ବିଶେଷଜ୍ଞମାନେ ଇମ୍ୟୁନିଟି ବୁଷ୍ଟ ଜିନିଷ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି । ବାସ୍ତବରେ, ଇମ୍ୟୁନିଟି…

କରୋନାରୁ ସୁସ୍ଥ ହେବା ପରେ ଏହି ଲକ୍ଷଣଗୁଡ଼ିକ ପ୍ରତି ରୁହନ୍ତୁ ସାବଧାନ, ହୋଇପାରେ ବ୍ଲାକ ଫଙ୍ଗସର ବିପଦ

ଯଦି ଆପଣ କରୋନା ଦ୍ବାରା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି, ଏହାର ଅର୍ଥ ନୁହେଁ ଯେ ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ, କାରଣ କରୋନାର ଅନେକ ରୋଗୀ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ମଧ୍ୟ ଦେଖୁଛନ୍ତି। ଏହି ସଂକ୍ରମଣ ଲୋକଙ୍କ ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି, କାରଣ ଏହି ସଂକ୍ରମଣ ହେତୁ…

ଧନ ବୃଦ୍ଧି ଏବଂ ଭାଗ୍ୟ ପରିବର୍ତ୍ତନରେ ବେଶ ସହାୟକ ହୋଇଥାଏ ଋପା, ଜାଣନ୍ତୁ ଏହାକୁ ରଖିବାର ଲାଭ ସଂପର୍କରେ

ଶାସ୍ତ୍ର ଅନୁସାରେ ସାଧାରଣତଃ ରୂପାର ମୁଦି ପିନ୍ଧିବା ଦ୍ୱାରା ଅନେକ ସଫଳତା ପ୍ରାପ୍ତି ହୋଇଥାଏ। କେବଳ ରୂପାର ମୁଦି ନୁହେଁ ରୂପାର ପାତ୍ର ବ୍ୟବହାର କରିବା ଦ୍ୱାରା ମଧ୍ୟ ଅନେକ ଲାଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୂପାର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଥାଏ । ଏହା ଆମ…

ଏଭଳି ଘରେ ରୁହନ୍ତି ନାହିଁ ମା ଲକ୍ଷ୍ମୀ, ଲୋକେ ହୋଇଯାଆନ୍ତି କାଙ୍ଗାଳ ! ଜାଣନ୍ତୁ ମାଙ୍କୁ ପ୍ରସନ୍ନ କରିବାର ଉପାୟ

ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଯାହା ଉପରେ କୃପା କରନ୍ତି ସେ ଧନ ଧାନ୍ୟରେ ସମଗ୍ର ଜୀବନ ସୁଖରେ ଅତିବାହିତ କରେ । ଆଉ ଯାହା ଉପରେ କୋପ କରନ୍ତୁ ତା ଜୀବନ ନିର୍ଦ୍ଧନ ହୋଇ ଅତି କଷ୍ଟରେ କଟିଥାଏ । ତେବେ ଲକ୍ଷ୍ମୀ ଅସନ୍ତୁଷ୍ଟ ହେବାର କାରଣ ଅଛି ଆଉ ତାଙ୍କୁ ପ୍ରସନ୍ନ କରିବାର ମଧ୍ୟ ଉପାୟ ଅଛି…