Browsing Category
ଜୀବନ ଚର୍ଯ୍ୟା
କେଉଁ ସବୁ ଖାଦ୍ୟ ଆପଣଙ୍କ ହୃଦଘାତର ଆଶଙ୍କା ବଢାଇଥାଏ, ଆସନ୍ତୁ ଜାଣିବା
ଆମ ମଧ୍ୟରୁ ଅଧିକାଂଶ ଏହା ଜାଣିଥାଉ ଯେ, ଧୂମପାନ, ଅତ୍ୟଧିକ ମଦ୍ୟପାନ ଓ ଶାରୀରିକ ପରିଶ୍ରମ ନକରିବା କାରଣରୁ ହୃଦଘାତର ଆଶଙ୍କା ବଢିଦେଇଥାଏ । କିନ୍ତୁ ନ୍ୟୁୟର୍କସ୍ଥିତ ମଣ୍ଟେପୋର୍ଟ ମେଡିକାଲ ସେଣ୍ଟର ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ, ଯେଉଁମାନେ ତ୍ରୁଟିପୂର୍ଣ୍ଣ…
ସ୍ୱାସ୍ଥ୍ୟ ପାଇଁ ଉପକାରୀ କେତେ ପଇଡ ପାଣି, ଆସନ୍ତୁ ଜାଣିବା
ପଇଡ ପାଣି ସାଧାରଣ ପାନୀୟ ହେଲେ ମଧ୍ୟ ଏହାର ବହୁ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ରହିଛି । ଏହା ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ଉପଶମ ପ୍ରଦାନ କରିଥାଏ । ଏହା ଓଜନ କମ କରିବା, ହଜମ କ୍ରିୟା ବୃଦ୍ଧି, କଲେରାରୁ ମୁକ୍ତି, କୋଲେଷ୍ଟ୍ରୋଲ ସ୍ତର ଇତ୍ୟାଦି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ…
ଆମେରିକା ସେଂଟରରୁ କରୋନାର ପ୍ରାରମ୍ଭିକ ଡାଟା ଡିଲିଟ କରାଇଥିଲା ଡ୍ରାଗନ , ପୁଣି ହାସଲ କଲେ ବିଶେଷଜ୍ଞ
ଚୀନରୁ ବାହାରି ହୋଇ ସାରା ବିଶ୍ୱରେ ଦେଢ ବର୍ଷ ହେବ ସୃଷ୍ଟି କରିଚାଲିଛି ଆତଙ୍କ । ତେବେ ଏହାର ଉତ୍ପତି ନେଇ ଏବେ ବି କିଛି ସ୍ପଷ୍ଟ ହୋଇପାରିନି । ତେବେ ଚୀନ ଉପରେ ତଥ୍ୟ ଲୁଚାଇଥିବା ଆରୋପ ବି ଲଗାଯାଇଥିଲା । ହେଲେ ଏହି ଆରୋପ ଏବେ ସତ୍ୟ ପ୍ରମାଣିତ ହୋଇଛି ।
ନିକଟରେ ଏକ ରିପୋର୍ଟରୁ…
ଖାଇବା ସହ ମୁହଁରେ ଲଗାନ୍ତୁ ଗାଜରରେ ପ୍ରସ୍ତୁତ ଏହି ଫେସପ୍ୟାକ୍, ମିଳିବ ଅନେକ ଫାଇଦା
ଗାଜରରେ ଭିଟାମିନ୍ ଏ ବ୍ୟତୀତ ଅନ୍ୟ ଭିଟାମିନ୍ ଏବଂ ଖଣିଜ ଲବଣ ରହିଥାଏ ଯାହା ଦ୍ବାରା ତ୍ବଚାରେ କୈାଣସି କ୍ଷତି ହୁଏନାହିଁ। ଏହା ସୂର୍ଯ୍ୟକିରଣ ଦ୍ବାରା ପ୍ରଭାବିତ ହୋଇଥିବା ତ୍ବଚାକୁ ସଜାଡ଼ିଥାଏ। ଏହା ଆପଣଙ୍କ ଫାଟିଯାଇଥିବା ତ୍ବଚାକୁ ମୁଲାୟମ କରିଥାଏ। ଗାଜରରୁ ପ୍ରସ୍ତୁତ ହୋଇଥିବା…
ଆପଣଙ୍କୁ କାଙ୍ଗାଳ କରିପାରେ ଘରେ ରଖାଯାଇଥିବା ଏହି ୭ଟି ଜିନିଷ, ଏହାକୁ ତୁରନ୍ତ ବାହାର କରନ୍ତୁ
ଘରର ସାଜସଜ୍ଜା ପାଇଁ, ଆମେ ଆମ ଘରେ ସାଜସଜ୍ଜା ସାମଗ୍ରୀ ରଖୁ | ଆମ ଘରକୁ ସଫା ରଖିବା ପାଇଁ, ଆମେ ପ୍ରତିଦିନ ସୁଇପ୍ ଏବଂ ମପ୍ କରିଥାଉ | କିନ୍ତୁ ଏସବୁ ବ୍ୟତୀତ ଘରର ସୁଖ ଏବଂ ଶାନ୍ତି ପାଇଁ ବାସ୍ତୁ ନିୟମର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହାର କାରଣ ହେଉଛି ବାସ୍ତୁ ଶାସ୍ତ୍ର…
ଶିଶୁଙ୍କ ପାଇଁ କିପରି ବାଛିବେ ସଠିକ ଟୁଥପେଷ୍ଟ , ଜାଣନ୍ତୁ ଉପାୟ
ଯେତେବେଳେ ଶିଶୁଙ୍କର ଦାନ୍ତ ଉଠିଯାଏ ଏବଂ ତାହା ଟିକେ ବଡ ହୋଇଯାଏ ସେତେବେଳେ ଆପଣ ତାର ଦାନ୍ତ ଘଷାନ୍ତି । ମାତ୍ର ଦେଖାଯାଏ ଅଧିକାଂଶ ଲୋକ ଶିଶୁଙ୍କୁ ସେହି ଟୁଥ୍ପେଷ୍ଟରେ ଦାନ୍ତ ଘଷାନ୍ତି ଯେଉଁଥିରେ ଘରର ଅନ୍ୟ ସଦସ୍ୟମାନେ ଦାନ୍ତ ଘଷିଥାନ୍ତି । ମାତ୍ର ଏଭଳି କରିବା କ୍ଷତିକାରକ ହୋଇଥାଏ ।…
ମୟୁର ପୁଚ୍ଛ ସହିତ ଏହି ଜିନିଷକୁ ଏକାଠି ରଖଦିଅନ୍ତୁ, ଦୂର ହୋଇଯାଏ ଆର୍ଥିକ ସମସ୍ୟା
ଦୁନିଆରେ ସମସ୍ତେ ଧନୀ ହେବା ପାଇଁ ଚାହାନ୍ତି | ଏହା ଏକ ସ୍ବଭାବିକ କଥା | ଧନୀ ହେବା ପାଇଁ କିଏ କିଏ ଅତ୍ୟଧିକ ପରିଶ୍ରମ କରିଥାନ୍ତି ତ କିଛି ଲୋକ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି | ତେବେ ମଣିଷ ଧନୀ ହେବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରିଥାଏ ସେଥିରୁ କିଛି ସୁଫଳ ମିଳିଥାଏ ତ ଆଉ…
ଲୁଣ ଅନେକ ପ୍ରକାରର , କିନ୍ତୁ କେଉଁ ପ୍ରକାର ଲୁଣ ଆପଣଙ୍କ ପାଇଁ ଲାଭଦାୟକ ଜାଣନ୍ତୁ
ଲୁଣ ବିନା ଖାଦ୍ୟର ସ୍ବାଦକୁ କଳ୍ପନା ମଧ୍ୟ କରାଯାଇପାରିବନାହିଁ। କେତେକ ଲୋକ କମ୍ ଲୁଣ ଖାଇବା ପସନ୍ଦ କରୁଥିବାବେଳେ କେତେକ ଲୁଣ ଅଧିକ ଲୁଣ ଖାଇଥାନ୍ତି। ଲୁଣ ସୋଡିୟମର ଏକ ଭଲ ଉତ୍ସ ଭାବେ କାମ କରିଥାଏ। ସୋଡିୟମ୍ ଖାଦ୍ୟକୁ ଭଲଭାବେ ପାଚନ କରିବା ସହ ଆମ ହଜମ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ…
ରକ୍ତଚାପ ଏବଂ ଶୁଖିଲା କାଶକୁ ଦୂର କରେ ହେଙ୍ଗୁ, ଜାଣନ୍ତୁ ଏହାର ଉପକାରିତା
ଓଡିଶାରେ ହେଙ୍ଗୁର ବହୁ ଆଦର ରହିଛି । ପୁରୀର ବାଡିଆ ଡାଲେମାରେ ହେଙ୍ଗୁର ବହୁଳ ବ୍ୟବହାର କରାଯାଏ । ଏହା ବ୍ୟତୀତ ଅଦା ହେଙ୍ଗୁ ଖେଚେଡିର ସ୍ୱାଦ ନିଆରା ଭାରତୀୟ ଭୋଜନରେ ବିଭିନ୍ନ ପ୍ରକାରର ମସଲାର ବ୍ୟବହାର ହୋଇଥାଏ ।
ଆଉ ଏହି ମସଲା କେବଳ ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ…
ମନକୁ ଶାନ୍ତ କରିଥାଏ କର୍ପୁର : ଆହୁରି ରହିଛି ଅନେକ ଫାଇଦା
ହିନ୍ଦୁ ପରମ୍ପରାରେ କର୍ପୁରର ଧାର୍ମିକ ମହତ୍ତ୍ବ ରହିଛି। ଏହା ପୂଜା ପଦ୍ଧତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଶୀତଦିନେ ପୁରୁଣା ପୋଷାକକୁ ପୋକ ଦାଉରୁ ରକ୍ଷାକରିବା ପାଇଁ କର୍ପୁରର ପ୍ରୟୋଗ କରାଯାଏ। ଏସବୁ ବ୍ୟତୀତ କର୍ପୁରର ଆହୁରି ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀର ଏବଂ ମନ ଦୁଇଟିକୁ ସୁସ୍ଥ…