Browsing Category

ଜୀବନ ଚର୍ଯ୍ୟା

ଘରେ ମନିପ୍ଲାଣ୍ଟ ଲଗାଇବା ସମୟରେ ଏହି ନିୟମଗୁଡ଼ିକର କରନ୍ତୁ ପାଳନ, ଖୋଲିଯିବ ଆପଣଙ୍କ ଭାଗ୍ୟ

ଲୋକମାନେ ଘରକୁ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ବ୍ୟବସ୍ଥା କରନ୍ତି | କୌଣସି ପ୍ରକାରର ବାସ୍ତୁ ତ୍ରୁଟିରୁ ରକ୍ଷା ପାଇବା ପାଇଁ, ସେମାନେ ନିଜ ଘର ଭିତରେ ସ୍ୱତନ୍ତ୍ର ପ୍ରକାରର ଗଛ ଏବଂ ଉଦ୍ଭିଦ ଲଗାନ୍ତି | ବାସ୍ତୁ ଶାସ୍ତ୍ରରେ ଏକ ସ୍ୱତନ୍ତ୍ର ଉଦ୍ଭିଦ ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ଆପଣଙ୍କ…

ଅନେକ ଚମତ୍କାରୀ ଗୁଣରେ ଭରପୁର ହୋଇଥାଏ ଘିକୁଆଁରି, ଏଭଳି ଉପାୟରେ କରନ୍ତୁ ବ୍ୟବହାର

ଘିଁକୁଆରୀ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ତ୍ବଚାରେ ଲଗାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ। ଏହା ଆପଣଙ୍କ ପେଟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଘିଁକୁଆରୀର କେତେକ ଔଷଧୀୟ ଗୁଣ…

ଆପଣଙ୍କ ଶରୀର ପାଇଁ ବେଶ ଲାଭକାରୀ ହୋଇଥାଏ ବ୍ରାଉନ ସୁଗାର, ରହିଥାଏ ଅନେକ ଚମତ୍କାରୀ ଫାଇଦା

ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସର୍ବଦା ଖାଦ୍ୟରେ ଚିନି କମ୍ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଚିନି ଖାଇବା ଦ୍ୱାରା ମସ୍ତିଷ୍କରେ ରାସାୟନିକ ପ୍ରତିକ୍ରିୟା ହେତୁ ସେରୋଟୋନିନ୍ ଡିସାର୍ଜ ହୋଇଥାଏ, ଯାହା ସ୍ୱଭାବରେ ଚିଡାପଣ ଏବଂ ଉଦାସୀନତା ବଢାଇଥାଏ । ଏଥି ସହିତ, ଚିନିର…

ଗୋଟିଏ ମାସ ପର୍ଯ୍ୟନ୍ତ ନିୟମିତ ଅଣ୍ଡା ଖାଇଲେ ଆପଣଙ୍କ ଶରୀରରେ ହୋଇଥାଏ ଏହି ପରିବର୍ତ୍ତନ

ଅଣ୍ଡା ଶରୀର ଏବଂ ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ। ତେଣୁ ପ୍ରତି ଦିନ ଅଣ୍ଡା ଖାଇବା କରିବା ଉଚିତ। ଜଣେ ସାଧାରଣ ବ୍ୟକ୍ତିଙ୍କ ଛଡା ପହିଲବାନ ଏବଂ ବଡିବିଲଡରମାନେ ଶରୀରକୁ ଶକ୍ତିଶାଳୀ ଓ ମଜବୁତ କରିବାକୁ ମଧ୍ୟ ଅଣ୍ଡା ଖାଆନ୍ତି। ଅନେକ ଲୋକ ସକାଳେ ସିଝା ଅଣ୍ଡା ଖାଆନ୍ତି । କିନ୍ତୁ ଗୋଟେ ମାସ…

ବ୍ଲଡ୍ ସୁଗାର ଲେଭଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏହିସବୁ ଖାଦ୍ୟ, ଦୈନିକ ଆହାରରେ ନିଶ୍ଚିତ କରନ୍ତୁ ସାମିଲ

ଡାଏବେଟିସ ରୋଗୀଙ୍କ ପାଇଁ ଏହା ଜାଣିବା ବହୁତ କଷ୍ଟ ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ କେଉଁ ଖାଦ୍ୟ ପେୟ ସବୁଠାରୁ ଉତ୍ତମ ବିକଳ୍ପ। ଯେତେବେଳେ ଜଣେ ଡାଏବେଟିସରେ ପୀଡିତ ହୁଏ ତାଙ୍କ ଶରୀର ପର୍ଯ୍ୟାପ୍ତ ଇନ୍ସୁଲିନ ଉତ୍ପାଦନ କରିପାରିନଥାଏ କିମ୍ବା ଇନ୍ସୁଲିନର ସଠିକ ଉପଯୋଗ କରିପାରିନଥାଏ। ସେଥିପାଇଁ…

ଲଗାତାର ଆଖି ଡେଇଁବା ଶୁଭ ଅଶୁଭ ବଦଳରେ ଆପଣଙ୍କ ଶରୀର ବିଷୟରେ ଦେଇଥାଏ ଏହିସବୁ ସଙ୍କେତ

ଆଖି ଫଡ ଫଡ ହେବା ବା ଡେଇଁବା ଅନେକ ଲୋଲଙ୍କ ପାଇଁ ଶୁଭ, ଅଶୁଭର ସଂକେତ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ପ୍ରକୃତରେ ଆଖି ଡେଇଁବା ମାଂସପେଶୀ ସହ ସଂପର୍କିତ। ଆଖି ଡେଇଁବା ଆଖିର ମାଂସପେଶୀ ଉପରେ ନିର୍ଭର କରେ। ଏହା ଦ୍ୱାରା ସ୍ୱାସ୍ଥ ବିଷୟରେ ମଧ୍ୟ ଅନେକ କଥା ଜଣା ପଡିଥାଏ। ଆଖି ଡେଇଁବା କେବେ…

ଗରମ ପାଣି କିମ୍ବା କ୍ଷୀରରେ ମହୁ ମିଶାଇ ପିଇବା ହୋଇଥାଏ ହାନିକାରକ, ଜାଣନ୍ତୁ କାହିଁକି

ମହୁ ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ। ତଣ୍ଟି ଖରାପ , ଗଳାବ୍ୟଥାକୁ ଦୂର କରିବା ସହ ଏହା ତ୍ବଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଆମେ ଶୁଣି ଆସିଛୁ ଯେ ମହୁ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ବ୍ୟବହାର ହେବା ସହ ଏହାର ମିଠା ସ୍ବାଦ…

ରୋଷେଇ ଘରେ ଥିବା ଏହିସବୁ ମସଲା ବଦଳାଇଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିଭଳି

ମସଲା ପାଇଁ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏହା ଖାଦ୍ୟ ଏବଂ ଔଷଧ ତିଆରିରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁରେ ଏହି ମସଲାର ବିଶେଷ ମହତ୍ତ୍ୱ ରହିଛି? ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ…

ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ହାର୍ଟ ଓ ବ୍ରେନ ପାଇଁ ବେଶ ଉପକାରୀ ହୋଇଥାଏ ନଡ଼ିଆ ତେଲ

ସାଧାରଣତଃ ମହିଳାମାନେ କେଶ ପାଇଁ ନଡିଆ ତେଲ ବ୍ୟବହାର କରିଥାନ୍ତି, କିନ୍ତୁ ଏହା କେବଳ କେଶ ପାଇଁ ନୁହେଁ ବରଂ ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏଥି ସହିତ ଆୟୁର୍ବେଦରେ ସକାଳେ ଗୋଟିଏ ଚାମଚ ନଡ଼ିଆ ତେଲ ଖାଲି ପେଟରେ ଖାଇବାକୁ…

ଆପଣଙ୍କ ଚାରିପାଖରେ ଘଟୁଥିବା ଏହିସବୁ ଘଟଣା ଦେଇଥାଏ ଶୁଭଫଳର ସଙ୍କେତ

ହିନ୍ଦୁ ଧର୍ମରେ ଗାଇକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ଗୋପାଳନ, ଗୋପୁଜନର ମଧ୍ୟ ବିଶେଷ ମାନ୍ୟତା ରହିଛି । ଗୋ ସେବା କରିବା ଦ୍ୱାରା ଜୀବନରେ ବହୁ ସୁଖ ପ୍ରାପ୍ତି ହୋଇଥାଏ। ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ପ୍ରତ୍ୟେକ ଦିନ ଗାଈଙ୍କୁ…