Browsing Category

ଖବର

ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣବର୍ଦ୍ଧନା

ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ସୁଧୁରିଥିବା ବେଳେ ରାଷ୍ଟ୍ରପତି ପରେ ପ୍ରଧାନମନ୍ତ୍ରୀ ନିର୍ବାଚନ କରାଯାଇଛି । ଦିନେଶ ଗୁଣବର୍ଦ୍ଧନା ବର୍ତ୍ତମାନ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ଗୁରୁବାର ଦିନ ରାନିଲ ୱିକ୍ରମସିଂଘେ ଶ୍ରୀଲଙ୍କାର…

‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ହର ଘର ତ୍ରିରଙ୍ଗା ଅଭିଯାନକୁ ମଜବୁତ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୧୩ରୁ ୧୫ ଯାଏଁ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ମୋଦି ଟ୍ଵିଟ୍ କହି କହିଛନ୍ତି ଯେ, ଏହି ଅଭିଯାନ ତ୍ରିରଙ୍ଗା ସହ ଆମର ସମ୍ପର୍କକୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଆପୋଲୋରେ ଚାଲିଛି ଚିକିତ୍ସା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପେଟ ଯନ୍ତ୍ରଣାର ଅନୁଭବ କରିବାରୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଭିତରେ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପ୍ରଦୁଷିତ ପାଣି ପିଉଥିବାର ଦେଖିବାକୁ ମିଳୁଛି। ଏଥିରେ ଏହି କଥାର ଚର୍ଚ୍ଚା ହେଉଛି , ସତରେ କଣ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼, ଚୂଡ଼ାନ୍ତ ପର୍ଯ୍ୟାୟରେ ସନକ ଓ ଲିଜ୍‌

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଚାଲିଥିବା ପ୍ରତିଯୋଗିତା​‌ର ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ନେତା ଋଷି ସନକ। ଚୂଡାନ୍ତ ପର୍ଯ୍ୟାୟରେ ସନକଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବେ ବୈଦେଶିକ ସଚିବ ଲିଜ୍ ଟ୍ରସ୍। ବୁଧବାର ହୋଇଥିବା…

ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ “ଓଡିଶା ଫୁଡ ପ୍ରୋ ୨୦୨୨” କାର୍ଯ୍ୟକ୍ରମ

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସି ମାଧ୍ୟମରେ “ଓଡିଶା ଫୁଡ ପ୍ରୋ ୨୦୨୨”ର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟରେ ଖାଦ୍ୟ ପ୍ରକିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମୁଖ୍ୟ ମୁନ୍ତ୍ରୀ ଏହି ଉଦାଘଟନ ଅବସରରେ…

ହୀରାକୁଦ ଖୋଲିଲା ଆଉ ୩ଟି ଗେଟ୍‍

ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ଗେଟ୍‍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଖୋଲିଲା ହୀରାକୁଦ ଡ୍ୟାମ୍‍ର ଆଉ ୩ଟି ଗେଟ୍‍। ବର୍ତ୍ତମାନ ମୋଟ ୮ଟି ଗେଟ୍‍ ଦେଇ ବନ୍ୟା ଜଳ…

ଇଡି ଅଫିସରେ ହାଜର ହେଲେ ସୋନିଆ, କହିଲେ- ମୁଁ ଇନ୍ଦିରା ଗାନ୍ଧିଙ୍କ ବୋହୂ, କାହାକୁ ଡରେନି

କଂଗ୍ରେସର ଆଭ୍ୟନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ନ୍ୟାସନାଲ ହେରାଲ୍ଡ ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ପହଁଞ୍ଚିଛନ୍ତି। ଇଡି ପକ୍ଷରୁ ତାଙ୍କୁ ପଚରା ଉଚରା ପାଇଁ ଡକାଯାଇଥିଲା। ସୋନିଆ ଗାନ୍ଧିଙ୍କୁ ପଚରା ଉଚରାକୁ ନେଇ କଂଗ୍ରେସ ପାର୍ଟି ପକ୍ଷରୁ ସଂସଦରୁ ସଡକ ପର୍ଯ୍ୟନ୍ତ…

ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଆରମ୍ଭ, ଅପରାହ୍ନ ୪ଟା ସୁଦ୍ଧା ଜଣା ପଡିବ ଫଳାଫଳ

ଆଜି ଦେଶକୁ ମିଳିବେ ଦେଶର ନୂତନ ରାଷ୍ଟ୍ରପତି। ସକାଳ ୧୧ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ଅପରାହ୍ନ ୪ଟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ। ସଂସଦ ଭବନରେ ୬୩ ନମ୍ବର ପ୍ରକୋଷ୍ଠରେ ଆରମ୍ଭ ହୋଇଛି ଭୋଟ ଗଣତି।

ନିଜ ଫିଲ୍ମରେ ଗୀତ ଗାଇଲେ ତାରା

ଅପ୍‌କମିଙ୍ଗ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ରେ ଅଭିନୟ ସହିତ ପ୍ରଚ୍ଛଦ ଗୀତ ଗାଇଛନ୍ତି ଅଭିନେତ୍ରୀ ତାରା ସୁତାରିଆ । ଫିଲ୍ମରେ କଣ୍ଠଶିଳ୍ପୀ ଭାବେ ଏହା ତାଙ୍କର ପ୍ରଥମ ପଦାର୍ପଣ । ଫିଲ୍ମର ‘ଶାମତ୍‌’ ଶୀର୍ଷକ ଗୀତ ସେ ଗାଇଛନ୍ତି । ଏହା ଜରିଆରେ ତାରାଙ୍କର ନିଜ ଫିଲ୍ମରେ କଣ୍ଠଦାନ କରିବାର…