Browsing Category

ଖବର

ବିକ୍ଷୋଭ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ଅର୍ଥ ହେରଫେର ମାମଲାରେ ଇଡି ଦ୍ୱାରା ଆଜି ସୋନିଆ ଗାନ୍ଧୀଙ୍କୁ ପୁନର୍ବାର ଜୋରା କରାଯାଇଛି । ସୋନିଆ ଜେରା ସମୟରେ କ୍ରୋଧ ଦେଖାଉଥିବା ବେଳେ କଂଗ୍ରେସର ଅନ୍ୟ ନେତାମାନେ ଏହା ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବାର ନଜର ଆସିଥିଲେ । କଂଗ୍ରେସ ସାଂସଦ ତଥା ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀ ମଧ୍ୟ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଏହା ଦ୍ୱାରା ସେ ବର୍ଷକ ପର୍ଯ୍ୟନ୍ତ କୌଣସି ନିର୍ବାଚନ ମଣ୍ଡଳୀରେ ଯେ୍ଧଜ୍ଞ ଦେଇପାରିବେ ନାହିଁ । ଯଦି ସେ କୌଣସି ନିର୍ବାଚନ ମଣ୍ଡଳୀରେ ଯୋଗଦେବେ ତେବେ ସେ ଜିଲ୍ଲାପାଳଙ୍କ ଠାରୁ ଅନୁମତି…

ଦେଶର ୧୫ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କଲେ ଦ୍ରୈାପଦୀ ମୁର୍ମୁ

ନୂତନ ଭାବେ ନିର୍ବାଚିତ ହୋଇଥିବା ଦ୍ରୈାପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିଛନ୍ତି । ସେ ୧୦.୧୪ ମିନିଟରେ ଶପଥ ଗ୍ରହଣ କରିଥିବା ବେଳେ ତାଙ୍କୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ଦପ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ନିଜର ଶପଥ ଗ୍ରହଣ ଅବସରରେ…

କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ୍‌ର ନୂଆ କେନ୍ଦ୍ର ସମ୍ବଲପୁରରେ ଉଦ୍‌ଘାଟିତ

ସମ୍ବଲପୁର: କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ୍ ହେଉଛି ପୂର୍ବ ଭାରତ ଓ ଦେଶର ଅନ୍ୟ ପ୍ରାନ୍ତ ମଧ୍ୟରେ ଆଦ୍ୟ ବାଲ୍ୟକାଳ ଶିକ୍ଷାର ଗୁଣାତ୍ମକ ମାନରେ ରହିଥିବା ଅଭାବକୁ ଦୂର କରିବା ଲାଗି ଏକ ଅଭିଯାନ । ଏହା ସମ୍ବଲପୁରଠାରେ ଏହାର ନୂତନ କେନ୍ଦ୍ର ସ୍ଥାପନ କରିଛି । ଗତ ସପ୍ତାହରେ ଏହା ଝାରସୁଗୁଡ଼ା…

ଭୁବନେଶ୍ୱର କିଟ୍ କ୍ୟାମ୍ପସ ଠାରେ ଭାରତର ସର୍ବବୃହତ୍ ଶିକ୍ଷା ସମ୍ମିଳନୀ ‘ଏଡୁ-ମିଟ୍ ୨୦୨୨” ଆୟୋଜିତ

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱରର କିଟ୍ କ୍ୟାମ୍ପସ୍‌-୭ ଠାରେ ଏକ ପ୍ରଥମ ଧରଣର ଶିକ୍ଷା ସମ୍ମିଳନୀ ‘ଏଡୁ-ମିଟ୍ ୨୦୨୨’ର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀକୁ କୋଲ୍‌କାତାର ବ୍ରିଟିଶ୍ ଡେପୁଟି ହାଇ କମିଶନ, ଡେପୁଟି ହେଡ୍ ଅଫ୍ ମିଶନ ୟେମି ଓଡାନ୍ୟେ, ଓଡିଶାର ଉଚ୍ଚଶିକ୍ଷା…

ପଞ୍ଜାବର ଆଣ୍ଟି- କରପସନ ହେଲ୍ପଲାଇନରେ ଆସିଲା ୩ଲକ୍ଷରୁ ଅଧିକ କମ୍ପଲେନ

ବର୍ତ୍ତମାନ ପଞ୍ଜାବରେ ଆପ ସରକାରଙ୍କର ଶାସନ ଚାଲିଥିବା ବେଳେ ଆପ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ପଞ୍ଜାବକୁ କରପସନ ଫ୍ରି କରିବେ ବୋଲି ଆଶା ରଖିଛନ୍ତି । ଏଯାବତ ଏହି ଆଣ୍ଟି-କରପସନ ହେଲ୍ପଲାଇନ ନମ୍ବରରେ ୩ଲକ୍ଷରୁ ଅଧିକ କମ୍ପଲେନ ଦାଖଲ ହୋଇଛି । ଏହି ସରକାର ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ…

ହୋଟେଲ ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥ୍‌ନିକ୍ ୱେଭସ୍‌, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଏହି ପ୍ରଦର୍ଶନୀ ଓଡ଼ିଆ…

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍ ହାର ୯୪.୪ %

ସିବିଏସଇ ଦଶମ ଟର୍ମ ୨ ବୋର୍ଡ ରେଜଲ୍ଟ ପ୍ରକାଶିତ ହୋଇଛି । ଏହାପୂର୍ବରୁ ସକାଳେ ଦ୍ୱାଦଶ ରେଜଲ୍ଟ ବାହାରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ପରୀକ୍ଷା ଦେଇଛନ୍ତି ସେମାନେ cbseresults.nic.inରେ ନିଜର ଫଳ ଜାଣିପାରିବେ । ପରୀକ୍ଷା ଦେଇଥିବା ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ…

ପାରା ସୁଟିଂ ବିଶ୍ୱକପ୍ : ୧୦ ପଦକ ସହ ଶୀର୍ଷରେ ରହି ଅଭିଯାନ ଶେଷ କଲା ଭାରତ

ଜର୍ମାନୀର ମ୍ୟୁନିକ୍‌ ଠାରେ ଆୟୋଜିତ ପାରା ସୁଟିଂ ବିଶ୍ୱକପ୍‌ରେ ଭାରତ ରେକର୍ଡ଼ ୧୦ ପଦକ ସହ ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ସେଥିମଧ୍ୟରେ ୬ ସ୍ୱର୍ଣ୍ଣ, ୩ ରୌପ୍ୟ, ୧ ବ୍ରୋଞ୍ଜ ପଦକ ସାମିଲ୍‌ ରହିଛି । ସେହିପରି ଫ୍ରାନ୍ସ ୧୧ (୪ ସ୍ୱର୍ଣ୍ଣ) ପଦକ ସହ ଦ୍ୱିତୀୟ ଓ ୟୁକ୍ରେନ ୧୫ (୩…

ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ୍ ଭୋଟିଂ ପ୍ରସଙ୍ଗ, କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍

ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ୍ ଭୋଟିଂ ପ୍ରସଙ୍ଗରେ କଂଗ୍ରେସ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ତେବେ…