Browsing Category
ଖବର
ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ନିୟମିତ ବୈଠକ ଆୟୋଜନ କରିବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଙ୍କୁ ଆହ୍ୱାନ
ଭୁବନେଶ୍ୱର: ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ସାମଗ୍ରୀ ବରାଦ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିୟମିତ ବ୍ୟବଧାନରେ କାରଖାନା ସ୍ତରୀୟ ଉପଦେଷ୍ଟା ବୈଠକ (ପିଏଲ୍ଏସି) ଆୟୋଜନ କରିବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଏମ୍ଏସ୍ଏମ୍ଇର ଡିଏଫ୍ଓ ପି କେ ଗୁପ୍ତା…
ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଅପେକ୍ଷା ଅଧିକ ବର୍ଷା ହୋଇଛି, ଯେଉଁ କାରଣରୁ ପାକିସ୍ତାନ ବର୍ତ୍ତମାନ ମାନବିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମାତ୍ରାଧିକ ବର୍ଷା କାରଣରୁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିପାଇଁ ଲୋକମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ…
୫୧ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ
କଂଗ୍ରେସରୁ ବଡ ଝଟକା। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦୀର୍ଘ ୫୧ ବର୍ଷ ସମ୍ପର୍କ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁଲାମ ନବୀ ଆଜାଦ ଦଳର ପ୍ରାଥମିକ ସଦସ୍ୟ ଓ ସବୁ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର…
ଓଡ଼ିଶା ସରକାରଙ୍କ ପକ୍ଷରୁ ଆନୁଷଂଗିକ ଶିଳ୍ପର ବିକାଶ ପାଇଁ ଉଦ୍ୟମ ଜୋରଦାର
ଭୁବନେଶ୍ୱର: ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଆନୁଷଂଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ…
ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ ସମୟର ବଡ଼ ଆହ୍ବାନ: ଡ. ଆଶୁତୋଷ ବିଶ୍ୱାସ
ଭୁବନେଶ୍ୱର, ୨୫/୦୮/୨୦୨୨: ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦ୍ଘାତ କାରଣରୁ ହୋଇଥାଏ। ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ!-->…
ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, ଫେରିଲା ଚେତା
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ହୋଇପାରେ। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଏକ ଚିଠି ପଠାଇଛନ୍ତି। ଖଣି ମାଲିକାନା ପ୍ରସଙ୍ଗରେ ଆୟୋଗ ଏହି ସୁପାରିଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ନାମରେ ଏକ ପଥର ଖଣି ଲିଜ୍ ନେଇଛନ୍ତି ବୋଲି ବିଜେପି…
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ହୋଇପାରେ। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଏକ ଚିଠି ପଠାଇଛନ୍ତି। ଖଣି ମାଲିକାନା ପ୍ରସଙ୍ଗରେ ଆୟୋଗ ଏହି ସୁପାରିଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ନାମରେ ଏକ ପଥର ଖଣି ଲିଜ୍ ନେଇଛନ୍ତି ବୋଲି ବିଜେପି…
ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ସେବା
ଭୁବନେଶ୍ୱର : ହାତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସାମଗ୍ରୀକ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି। ଗତକାଲି ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ!-->…
ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦିୟ ମନ୍ତବ୍ୟ ପରେ ଜେଲ ଗଲେ ବିଜେପି ବିଧାୟକ ଟି.ରାଜା
ଧାର୍ମିକଭାବନାକୁ ଆଘାତ ଦେବା ଅଭିଯୋଗ ତଥା ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦିୟ ମନ୍ତବ୍ୟ ଦେବା ଘଟଣାରେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ ଗିରଫ ହୋଇଛନ୍ତି । ତାଙ୍କର ଏହି ମନ୍ତବ୍ୟକୁ ନେଇ ହାଇଦ୍ରାବାଦରେ ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ ପ୍ରାରମ୍ଭ କରିଥିଲେ ।…
ବିଜେପି ନେତା ସୋନାଲି ଫୋଗଟଙ୍କ ହାର୍ଟ ଆଟାକରେ ହେଲା ନିଧନ
ବିଜେପି ନେତା ସୋନାଲି ଫୋଗାଟଙ୍କର ଗୋଆରେ ହୃଦଘାତରେ ପରଲୋକ ହୋଇଛି । ସେ ୨୦୧୯ରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଦମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ସେ ନିର୍ବାଚନ ହାରିଥିଲେ କିନ୍ତୁ ବିଜେପିର ହରିୟାଣା ୟୁନିଟ ତାଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ…