Browsing Category

ଖବର

ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ନବୀନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜଧାନୀରେ ବ୍ୟାପକ…

ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଭୁବନେଶ୍ବରରେ ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ୱର ବିମାନବନ୍ଦର ଛକ ନିକଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂ। ଏହାସହ…

ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ

ଜଳାବତରଣ କଲା ଆଇଏନଏସ ବିକ୍ରାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବିମାନବାହୀ ଯୁଦ୍ଧଜାହାଜକୁ ଜଳାବତରଣ କରିଛନ୍ତି । ଯାହା ଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ଘଟିଛି । ସବୁଠାରୁ ଖାସ୍ କଥା ଏହାଯେ ଏହା ସ୍ୱଦେଶ ଜ୍ଞାନକୌଶଳରେ…

ଭାରତ ପାଇଁ ସମସ୍ୟା ପାଲଟିଲେ ୨ ଖେଳାଳି, କ୍ୟାପଟେନ୍ ରୋହିତଙ୍କ ପାଖରେ ନାହାନ୍ତି ତାଙ୍କର ବିକଳ୍ପ

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ଏସିଆ କପ୍‌ରେ ଖୁବ୍ ସୁନ୍ଦର ବ୍ୟାଟିଂ କରିଥିଲା। ଟିମ୍ ଟୁର୍ଣ୍ଣାମେଣ୍ଟରେ ନିଜର ଗ୍ରୁପ ରାଉଣ୍ଡ ବେଳେ ମ୍ୟାଚ୍ ଜିତିଥିଲା ଓ ସୁପର-୪ରେ ସ୍ଥାନ ପକ୍କା କରିଥିଲା। ସୁପର-୪ରେ ଟିମ୍‌କୁ ଏବେ ୩ଟି ମ୍ୟାଚ୍‌ ଖେଳିବାର ଅଛି।ଭାରତୀୟ ଟିମ୍‌…

ଆଜି ଗଣ ପର୍ବ ନୂଆଁଖାଇ, ଚଳଚଞ୍ଚଳ ପଶ୍ଚିମ ଓଡିଶା

ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ସବୁଠାରୁ ବଡପର୍ବ । ଦୀର୍ଘ ଦୁଇ ବର୍ଷପରେ ବିନା କଟକଣାରେ ପାଳନ ହେବ ଗଣପର୍ବ ନୂଆଁଖାଇ । ଏଥି ପାଇଁ ମା ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାରରେ ପ୍ରସ୍ତୁତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇ ପଡିଛି ସମଗ୍ର ପଶ୍ଚିମ ଓଡିଶା । ବର୍ଷର…

ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଗୁଲାମ ନବୀ ଆଜାଦ୍‌, ଖୁବ ଶୀଘ୍ର ଗଠନ କରିବେ ଦଳ

ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ଆଗାମୀ ୨୦ ଦିନରେ ଜାତୀୟ ରାଜନୈତିକ ଦଳ ଗଠନ କରିବେ। ଜମ୍ମୁ-କଶ୍ମୀରରେ ଯେତେବେଳେ ନିର୍ବାଚନ ହେବ, ସେତେବେଳେ ଆଜାଦ୍‌ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କୁହାଯାଉଛି। କଂଗ୍ରେସ ରାଜ୍ୟ ୟୁନିଟର ପୂର୍ବତନ ଉପ-ସଭାପତି ଜିଏମ…

ଆଜାଦଙ୍କୁ କଡା ସମାଲୋଚନା କଲେ ଗେହଲଟ, କହିଲେ ଦିନ ଥିଲା ସଞ୍ଜୟ ଗାନ୍ଧୀଙ୍କ ଚାଟୁକାରିତା କରୁଥିଲେ

କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ଫର୍ଦ୍ଦର ଇସ୍ତଫା ପତ୍ର ପଠାଇ କଂଗ୍ରେସ ଦଳରୁ ଦିର୍ଘବର୍ଷର ସମ୍ପର୍କ ତୁଟାଇ ବାହାରିଛନ୍ତି ଗୁଲାମନବୀ ଆଜାଦ୍‌। ଏହି ତମାମ ଘଟଣାକ୍ରମକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ପୁରୁଣା ବନ୍ଧୁଙ୍କ ଉପରେ ବର୍ଷିଛନ୍ତି। କେବଳ…

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ହେବ ଏମଏସଏମଇ ପାର୍କ: ଅଧିକାରୀ

ରାଜ୍ୟରେ ଏମଏସଏମଇ ସ୍ଥାପନ ନିମନ୍ତେଥିବା ଭିତିଭୁମିକୁ ଆଧାରକରି ଓଡ଼ିଶା ସରକାର ପ୍ରତ୍ୟେକ ଜିଲ୍ଲାରେ ଏମଏସଏମଇ ପ୍ରତିଷ୍‌ଠା କରିବାକୁ ଯାଉଛନ୍ତି । ପ୍ରୋପ୍ୟାକ ଓଡ଼ିଶା ୨୦୨୨ ର ଉଦଯାପନୀ ସଂନ୍ଧ୍ୟାରେ ନିଜର ମତବ୍ୟକ୍ତ ରଖି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଶ୍ରୀଯୁକ୍ତ ସୁରେଶ ମହାପାତ୍ର …

ଓଡ଼ିଶା ସରକାରଙ୍କ ଲକ୍ଷ୍ୟ, ମହିଳାଙ୍କ ଦ୍ୱାରା ପ୍ରତିଷ୍ଠା ହେଉ ଅତିକମ୍‌ରେ ୩୩% ଷ୍ଟାର୍ଟଅପ୍‌

ଭୁବନେଶ୍ୱର: ମହିଳା ଉଦ୍ୟୋଗୀମାନଙ୍କୁ ସାମ୍ନାକୁ ଆଣିବା ଲାଗି ଓଡ଼ିଶା ସରକାର ଏକ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ସ୍ଥାପନ ହେଉଥିବା ଅତିକମ୍‌ରେ ୩୩% ଷ୍ଟାର୍ଟଅପ୍ ସଂସ୍ଥାକୁ ମହିଳାମାନେ ପ୍ରତିଷ୍ଠାତା ଭାବେ କିମ୍ବା ସହ ପ୍ରତିଷ୍ଠାତା ଭାବେ ଗଠନ କରନ୍ତୁ ବୋଲି ସରକାର

ପ୍ରି-ହସ୍ପିଟାଲ କେୟାର ପାଇଁ ଓଡିଶାର ୧୦୮ ଆମ୍ବୁଲାନ୍ସକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୨୭ ଅଗଷ୍ଟ ୨୦୨୨: ଓଡିଶାର ଲୋକପ୍ରିୟ ୧୦୮ ଆମ୍ବୁଲାନ୍ସ ସେବା ଏହାର ଉଲ୍ଲେଖନୀୟ ସେବା ବିତରଣ ପାଇଁ ଏକ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ପ୍ଲାଟ୍‌ଫର୍ମରେ ଉଚ୍ଚ ପ୍ରଶଂସିତ ହେବା ସହ ସ୍ୱୀକୃତି ହାସଲ କରିଛି । ଓଡିଶାର ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁ ୟୁ ଲଳିତ

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ୟୁ ୟୁ ଲଳିତ ଶନିବାର ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ସିଜେଆଇ ଭାବେ ଜଷ୍ଟିସ୍‌ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪…