Browsing Category

ଖବର

ଗଣେଶ ବିସର୍ଜନ ବେଳେ ଭାସିଗଲେ ୧୫ ଯୁବକ, ୪ ମୃତ

ହରିୟାଣାରେ ଗଣେଶ ବିସର୍ଜନ ବେଳେ ଦୁର୍ଘଟଣା । ମୂର୍ତ୍ତି ଭସାଇବା ବେଳେ ଭାସିଗଲେ ୧୫ ଯୁବକ । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାକି କେତେକ ଯୁବକ ନିଖୋଜ ରହିଛନ୍ତି । ଏହି ଖବର ମିଳିବା କ୍ଷଣି ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

କୋହଲିଙ୍କ ସାକ୍ଷାତକାର ନେଲେ ରୋହିତ, ଦେଖନ୍ତୁ ଭିଡିଓ

ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଏହା ଏକ ମଜାଦାର ଦୃଶ୍ୟ ଥିଲା ଯେତେବେଳେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନର ବ୍ୟବଧାନ ପରେ ନିଜର ଆନ୍ତର୍ଜାତିକ ୭୧ତମ ଶତକ ସଂପର୍କରେ ଅଧିନାୟକ ରୋହିତ ଶର୍ମାଙ୍କୁ ନିଜର ସାକ୍ଷାତକାର ଦେଇଥିଲେ । ଦୀର୍ଘ ୧୦୨୦ ଦିନର ବ୍ୟବଧାନ ପରେ…

ନବୀଙ୍କର ଚାଞ୍ଚଲ୍ୟକର ଖୁଲାସ, କହିଲେ ପାକିସ୍ତାନ ଠାରୁ ହାରିବା ପରେ ନିଦ ବଟିକା ଖାଇ ଶୋଇଥିଲେ

ଆଫଗାନିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ମହମ୍ମଦ ନବୀ ପ୍ରକାଶ କରିଛନ୍ତି ଯେ, ଏସିଆ କପ୍ ୨୦୨୨ରେ ସୁପର ୪ର ଏକ ମ୍ୟାଚରେ ପାକିସ୍ତାନଠାରୁ ହାରିବା ପରେ ତୁରନ୍ତ ପଡ଼ିଆ ଛାଡିଥିଲେ। ଏହା ପରେ, ଟିମ୍ ହୋଟେଲରେ ପହଞ୍ଚିବା ପରେ ସେ ଗ୍ରୀନ୍ ଟି ପିଇ କିଛି ନିଦ ବଟିକା ନେଇଥିଲେ। ଏସିଆ କପ୍…

ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିଧନରେ ଭାରତରେ ଏକ ଦିବସୀୟ ରାଜକୀୟ ଶୋକ ଘୋଷଣା କଲେ ସରକାର

ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିଧନରେ ଭାରତ ସରକାର ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ସୂଚନା ଦିଆଯାଇଛି କି, ସରକାର ୧୧ ସେପ୍ଟେମ୍ୱର ଅର୍ଥାତ୍‌ ରବିବାର ବ୍ରିଟେନର ମହାରାଣୀ ଏଲିଜେବେଥ୍‌ ଦ୍ୱିତୀୟଙ୍କ ସମ୍ମାନରେ ଏକ ଦିବସୀୟ…

ବ୍ରିଟେନର ନୂଆ ରାଜା ଭାବେ ଦେଶକୁ ସମ୍ବୋଧୀତ କରିବେ କିଙ୍ଗ୍ ଚାର୍ଲ୍ସ

ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ଦ୍ୱିତୀୟଙ୍କର ୯୬ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ମହାରାଣୀଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଗତକାଲି ରାତିରେ ସେ ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି । ରାଣୀଙ୍କ ଦେହାନ୍ତ ପରେ…

ଆଜି ‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ କରିବା ଏହି ଅଭିଯାନର ଉଦ୍ଦେଶ୍ୟ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟା, ରାଷ୍ଟ୍ରମନ୍ତ୍ରୀ ଭାରତ ପ୍ରବୀଣ…

‘ଓଏଏ’ର ସମ୍ପାଦକ ଭାବେ ପୁଣିଥରେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ଆଶୀର୍ବାଦ ବେହେରା

ଓଡ଼ିଶା ଆଥ୍‌ଲେଟିକ ଆସୋସିଏସନ(ଓଏଏ) ର ସମ୍ପାଦକ ଭାବେ ପୁଣି ଥରେ ଆଶୀର୍ବାଦ ବେହେରା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଓଏଏର ନିର୍ବାଚନ ନିମନ୍ତେ ସମ୍ପାଦକ ପଦବୀରେ ଆଶୀର୍ବାଦଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ୍‌ ଶେଷ ହୋଇଥିବା ବେଳେ…

ଦଳର ସାଙ୍ଗଠନିକ ସ୍ଥିତି ସମୀକ୍ଷା ପାଇଁ ଓଡିଶା ଆସିବେ ରାହୁଲ

ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ୨୦୨୪ ମିଶନ ପାଇଁ ସାଙ୍ଗଠନିକ ସ୍ଥିତିର ସମୀକ୍ଷା ସହ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ। ତୃଣମୂଳ ସ୍ତରରେ ଦଳର ସ୍ଥିତି ମଜବୁତ ପାଇଁ କର୍ମୀଙ୍କୁ ଦେବେ ମନ୍ତ୍ର। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।…

ଭିଏତନାମ ବାର୍‌ରେ ଅଗ୍ନିକାଣ୍ଡ: ୩୨ ମୃତ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ଭିଏତନାମର ଏକ ବାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି । ମଙ୍ଗଳବାର ରାତିରେ ଭିଏତନାମର ଥୁଏନ୍ ଆନ ସହରର ଏକ ଚାରି ମହଲା କୋଠାର ଦ୍ବିତୀୟ ମହଲାରେ ଥିବା ବାର୍‌ରେ ନିଆଁ ଲାଗି ଯାଇଥିଲା । ନିଆଁରୁ ବର୍ତ୍ତିବା ପାଇଁ କିଛି ଲୋକେ…

ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ

ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଘଋଋଞ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ଓଡ଼ିଶାର ସୋମଦତ୍ତ…