Browsing Category

ଖବର

ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ୟାବିନ୍‌ରୁ ଧୂଆଁ ବାହାରିବା ପରେ ଜରୁରୀ ଅବତରଣ କଲା ସ୍ପାଇସଜେଟ୍‌ ବିମାନ

ଗୋଆରୁ ହାଇଦ୍ରାବାଦ ଆସୁଥିବା ସ୍ପାଇସଜେଟ୍‌ ବିମାନ ଜରୁରୀ ଅବତରଣ କରିଛି । ବିମାନ ଭିତରେ ହଠାତ୍‌ ଧୂଆଁମୟ ହୋଇଯିବାରୁ ଭୟଭୀତ ହୋଇଯାଇଥିଲେ ଯାତ୍ରୀ । ବୁଧବାର ରାତିରେ ହାଇଦ୍ରାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ସ୍ପାଇସଜେଟ୍‌ ବିମାନ । ପ୍ଲେନ୍‌ର କ୍ୟାବିନ୍‌ ଏବଂ କକ୍‌ପିଟ୍‌ରୁ ଧୂଆଁ…

ମୁଲାୟମଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ଗୁରୁଗ୍ରାମରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରି ନିଜର ଶୋକବ୍ୟକ୍ତ…

ରୁଷ୍‌ର ଏକାସାଙ୍ଗେ ୭୫ ମିସାଇଲ୍‌ ମାଡ

ରୁଷ୍‌ର ବଦ୍‌ଲା । କ୍ରିମିଆ ବ୍ରିଜ୍‌ରେ ଆକ୍ରମଣ ଘଟଣାରେ ପ୍ରତିଶୋଧ ନେଲା ପୁଟିନ୍‌ ସେନା । ଏକାସାଙ୍ଗେ ୟୁକ୍ରେନ୍‌ର ବିଭିନ୍ନ ସହରରେ କରିଛି ମିସାଇଲ୍‌ ମାଡ଼ । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ରୁ ଅଧିକ ଗୁରୁତର ହୋଇଛନ୍ତି । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ମିଡିଆକୁ…

ପରଲୋକରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତ ମୁଲାୟନ୍ ସିଂହ ଯାଦବ

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତ ମୁଲାୟନ୍ ସିଂହ ଯାଦବ ଦେହାନ୍ତ। ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି। ଗତ ୧୦ ଧରି ସେ ହସ୍ପିଟାଲର ଚିକିତ୍ସିତ ହେଉଥିଲେ ।…

କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଲେ ସତ୍ୟପାଲ ମଲିକ୍

ଅବସର ପରେ ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି । ସତ୍ୟପାଲ ମଲିକ କହିଛନ୍ତି ଯେ ମୁଁ ଇସ୍ତଫା ଦେବା ପରେ ବର୍ତ୍ତମାନ ମୁଁ ଚିନ୍ତା ମୁକ୍ତ । ଏବେ ମୋ ଇଚ୍ଛା ଯାହା କରିପାରିବି । ଯାହା ଚାହିଁଲେ କହିପାରିବି । ଦରକାର ପଡିଲେ ଜେଲ୍ ବି ଯାଇପାରେ ।…

ମେଲାଣି ନେଲେ ମା’, ଭସାଣି ଶୋଭାଯାତ୍ରା ଆରମ୍ଭ

ମେଲାଣି ନେଲେ ମା’। ଗତକାଲି ବିଜୟାଦଶମୀରେ ମା’ଙ୍କୁ ସିନ୍ଦୂର ଟୋପା ଲାଗାଇ ଓ ମହିଳାମାନେ ସିନ୍ଦୂର ଖେଳି ମେଲାଣି ଦେଇଥିବା ବେଳେ ଆଜି ମା’ଙ୍କ ମୂର୍ତ୍ତି ବିସର୍ଜନ ହୋଇଛି। ୮୪ ବର୍ଷ ହେବ ଖୋର୍ଦ୍ଧା ଜଗତଜନନୀ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି…

ଜନ୍ମ ବାରର କ’ଣ ରହିଛି ବିଶେଷତ୍ୱ ଜାଣନ୍ତୁ

ଜାଣନ୍ତୁ ବାର ଅନୁସାରେ କିଭଳି ଅଟେ ବ୍ୟକ୍ତିଙ୍କ ସ୍ୱଭାବ …. ସୋମବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ମନୁଆ (ମୁଡ୍ଡି ) ସ୍ୱଭାବର ଅଟନ୍ତି। ବିବାହପରେ ଏମାନଙ୍କ ଭାଗ୍ୟରେ ଅଧିକ ସଫଳତା ମିଳିଥାଏ। ନିଜ ସମ୍ପର୍କ ପ୍ରତି ଏମାନେ ଖୁବ ଯତ୍ନବାନ ଅଟନ୍ତି। ମଙ୍ଗଳବାର – ଏହି…

ବନ୍ଦ ହେବ ଅନ୍‍ଲାଇନରେ ଜୁଆ ଖେଳ ବିଜ୍ଞାପନ

ଅନ୍‍ଲାଇନ୍‍ ଜରିଆରେ ଜୁଆ ଖେଳ ଭଳି ବିଷୟକୁ ବିଜ୍ଞାପନ ଆକାରରେ ସ୍ଥାନିତ ନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଦେଶରେ ଥିବା କେତେକ ସମ୍ବାଦ ଭିତ୍ତିକ ୱେବସାଇଟରେ ଜୁଆ…

ଆନ୍ଧ୍ର ଉପକୂଳରେ ଲଘୁଚାପ, ୩ ଦିନ ବର୍ଷା

ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଧୀରେ ଧୀରେ ଟଳୁଛି । କିନ୍ତୁ ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ୪ଟି ଜିଲ୍ଲାରେ ପ୍ରବଳ ବର୍ଷିପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ…

ଶାନ୍ତି ମେମୋରିଆଲ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ

ଭୁବନେଶ୍ୱର : ୱାର୍ଲ୍ଡ ହାର୍ଟ ଫେଡେରେଶନ ପକ୍ଷରୁ ଲୋକମାନଙ୍କୁ ହୃଦରୋଗ ସମ୍ବନ୍ଧରେ ସଚେତନ କରିବା ପାଇଁ ପ୍ରତିବର୍ଷ ବିଶ୍ୱ ହୃଦୟ ଦିବସ ବା ୱାର୍ଲ୍ଡ ହାର୍ଟ ଡେ’କୁ ପାଳନ କରିବା ଲାଗି ନିଷ୍ପତି ନିଆଯାଇଛି । ଏହା ବିଶ୍ୱବ୍ୟାପୀ ଲୋକମାନଙ୍କୁ ହୃଦ୍‌ରୋଗ ଓ ଷ୍ଟ୍ରୋକ୍ ସମେତ କାର୍ଡିଓ…