Browsing Category

କ୍ରୀଡା

୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ଟି-୨୦ ବିଶ୍ୱକପ୍‌

ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପକୁ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ପାରେ ବୋଲି ଆଶା କରାଯାଉଛି । ଟି-୨୦ ବିଶ୍ୱକପ ସ୍ଥଗିତ କରାଯିବା ପରେ ଚଳିତ ବର୍ଷ ଅକ୍ଟୋବରରେ ଆଇପିଏଲ ଆୟୋଜନାର ସମ୍ଭାବନା ଅନେକ ମାତ୍ରାରେ ବଢିଯାଇଛି । ଆଇସିସି ସମସ୍ତ କ୍ରିକେଟ ବୋର୍ଡଙ୍କ…

ଆର ପାରିରେ ମହାନ ହକି ଖେଳାଳୀ ତଥା ତିନିଥର ଅଲମ୍ପିକ ଗୋଲ୍ଡ ବିଜେତା ବଲବିର ସିଂହ

ପୂର୍ବ ହକି କ୍ୟାପ୍ଟେନ ଏବଂ ତିନିଥର ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ରହିଥିବା ୯୬ ବର୍ଷୀୟ ବଲବିର ସିଂହ ଆଉ ଆମ ଗହଣରେ ନାହାନ୍ତି । ସକାଳ ୬ଟା ବାଜି ୧୭ମିନିଟରେ ତାଙ୍କର ଦେହାନ୍ତ ହୋଇଯାଇଛି । ବଲବିରଙ୍କୁ ଗତ ୮ମେରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମେହିଲାର ଫୋର୍ଟିସ ହସପିଟାଲରେ ଭର୍ତି…

ଆଇପିଏଲ ୨୦୨୦ର ଭବିଷ୍ୟକୁ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ଦେଲେ କିଛି ଏଭଳି ବୟାନ

କରୋନା ଭାଇରସ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ଆଇପିଏଲ ୧୩ତମ ସଂସ୍କରଣର ଆୟୋଜନକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଏହି ସଂକ୍ରାନ୍ତରେ ନିଷ୍ପତି ବିସିସିଆଇ ନୁହେଁ ବରଂ କେନ୍ଦ୍ର ସରକାର ନିଷ୍ପତି ନେବେ । ଆଇପିଏଲ ୨୦୨୦ର ଆରମ୍ଭ ୨୯ ମାର୍ଚ୍ଚରୁ…

ଟେଷ୍ଟ ସିରିଜ ପାଇଁ ଚଳିତ ବର୍ଷ ଶେଷ ସୁଧା ଅଷ୍ଟ୍ରେଲିଆ ଗସ୍ତ କରିପାରେ ଭାରତ

କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ‘କେଭିନ ରୋବର୍ଟସ’ କହିଛନ୍ତି ଯେ, ଭାରତୀୟ ଦଳ ଚଳିତ ବର୍ଷ ଶେଷକୁ ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଆସିବାର ସମ୍ଭାବନା ୯୦ ପ୍ରତିଶତ ରହିଛି । କ୍ରିକେଟ ଅଷ୍ଟ୍ରେଲିଆ ବର୍ତ୍ତମାନ ସମୟରେ ବହୁତ ଆର୍ଥିକ ଚାପରେ ରହିଛି…

ଯୁବରାଜଙ୍କ ହେୟାର ଷ୍ଟାଇଲ ନକଲ କଲେ ପତ୍ନୀ ‘ହେଜଲ କିଚ୍‌’

ଭାରତୀୟ କ୍ରିକେଟରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ଖେଳ ଶୈଳୀ ସାଙ୍ଗକୁ ଚାଲି ଚଳଣିରେ ସେ ଅନ୍ୟମାନଙ୍କଠୁ ନିଆରା ବାରି ହୋଇ ପଡ଼ନ୍ତି । କ୍ରିଜ୍‌ରେ ତିଷ୍ଠି ରହିଥିବା ପର୍ଯ୍ୟନ୍ତ ଦର୍ଶକ ତାଙ୍କ ଖେଳିବାର ଷ୍ଟାଇଲ୍‌କୁ ଭରପୁର ଉପଭୋଗ…

‘ଟମ କ୍ରୁଜ’ ଏବଂ ‘ଅମିର ଖାନ’ଙ୍କୁ ନିଜ ବିୟୋପିକରେ ଦେଖିବାକୁ ଚାହାନ୍ତି ବୋଲି କହି ପୁଣି ଥରେ ହଟହଟ୍ଟା ହେଲେ ଆଫ୍ରିଦି

ପାକିସ୍ତାନ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ସମାଲୋଚିତ କରାଯାଉଛି । ଆଫ୍ରିଦି ନିକଟରେ ଏକ ସାକ୍ଷାତକାରରେ କହିଥିଲେ, ଯଦି ତାଙ୍କ ଜୀବନ ଉପରେ ଆଧାରତି କୌଣସି ଫିଲ୍ମ ନିର୍ମିତ ହୁଏ ତେବେ ସେହି ଫିଲ୍ମରେ ତାଙ୍କ ଭୂମିକାରେ ବଲିଉଡ…

୨୦୧୦ ଏସିଆ କପରେ ହୋଇଥିବା ଝଗଡାକୁ ନେଇ ପ୍ରତିକ୍ରିୟା ରଖିଲେ ହରଭଜନ ଏବଂ ଅଖତର

ଏସିଆ କପ୍ ୨୦୧୦ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚତୁର୍ଥ ମ୍ୟାଚ ଖେଳାଯାଉଥିଲା । ମ୍ୟାଚଟି ଖୁବ ରୋମାଞ୍ଚକ ସ୍ତରରେ ପହଞ୍ଚିଯାଇଥିଲା ଏବଂ ଭାରତୀୟ ଦଳରୁ ଦୁଇଟି ବଲରେ ତିନି ରନର ଆବଶ୍ୟକତା ଥିଲା । ଏହି ସମୟରେ ହରଭଜନ ସିଂହ ଏକ ଛକା ମାରି ୪୯.୫ଟି ବଲରେ ଭାରତକୁ ବିଜୟୀ କରିଥିଲେ । ଏହି…

ଆଇପିଏଲର ଭବିଷ୍ୟକୁ ନେଇ କ’ଣ କହିଲେ ଗାଙ୍ଗୁଲୀ, ଜାଣନ୍ତୁ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ, ଇଣ୍ଡିଆନ ପ୍ରମିୟର ଲିଗ (ଆଇପିଏଲ)ର ୧୩ତମ ସଂସ୍କରଣକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଯଦି ଆଇପିଏଲ ଖେଳାଯିବ ନାହିଁ, ତେବେ ବୋର୍ଡକୁ କେତେ କ୍ଷତି ସହିବାକୁ ପଡିବ ସେ ସଂପର୍କରେ କହିଛନ୍ତି । ଗାଙ୍ଗୁଲୀ କହିଛନ୍ତି…

ଏହି ତିନୋଟି ଖେଳାଳୀଙ୍କୁ ‘କିପ ଇଟ୍ ଅଫ’ ଚ୍ୟାଲେଞ୍ଜ ପାଇଁ ଆହ୍ୱାନ ଦେଲେ ଯୁବରାଜ

ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ କ୍ରିକେଟର ଯୁବରାଜ ସିଂହ ସୋସିଆଲ ମିଡିଆରେ ଚାଲିଥିବା ‘(keep it up)’ ଚ୍ୟାଲେଞ୍ଜକୁ ନିଜେ କରି ଦେଖାଇଛନ୍ତି । ଏହା ପରେ ସେ ତିନୋଟି ଖେଳାଳୀଙ୍କୁ ଏହି ଚ୍ୟାଲେଞ୍ଜ ପାଇଁ ନୋମିନେଟ କରିଛନ୍ତି । ଯୁବରାଜ ଏହି ‘(keep it up)’ ଚ୍ୟାଲେଞ୍ଜ ପାଇଁ ମାଷ୍ଟର…

ଅର୍ଜୁନ ପୁରସ୍କାର ପାଇଁ ବୁମରାଙ୍କ ନାମ ସୁପାରିସ କରିପାରେ ବିସିସିଆଇ

ସମ୍ମାନଜନକ ଅର୍ଜୁନ ପୁରସ୍କାର ନିମନ୍ତେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କ ନାମ ବିସିସିଆଇ ତରଫରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ କରାଯିବାର ସମ୍ଭାବନା ରହିଛି। ଅର୍ଜୁନ ପୁରସ୍କାର ନିମନ୍ତେ ପୁରୁଷ ଓ ମହିଳା ବିଭାଗରେ କେଉଁ କ୍ରିକେଟର୍‌ଙ୍କ ନାମ ସୁପାରିସ କରାଯିବ ତାହା ଚଳିତ…