Browsing Category
କ୍ରୀଡା
ଇତିହାସ ରଚିଲେ ମିଥାଲି ରାଜ: ୧୦,୦୦୦ ରନ୍ ସ୍କୋର କରିଥିବା ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍
ଭାରତୀୟ ମହିଳା କ୍ରିକେଟ୍ ଦଳର ୱାନଡେ କ୍ୟାପଟେନ ମିଥାଲି ରାଜ ଆଜି ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ମିତାଲି ୧୦,୦୦୦ ଅନ୍ତର୍ଜାତୀୟ ରନ୍ ସ୍କୋର କରିବାରେ ବିଶ୍ୱରେ ଦ୍ବିତୀୟ ଏବଂ ଭାରତର ଏକମାତ୍ର ମହିଳା କ୍ରିକେଟର ହୋଇଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଆନ୍ତର୍ଜାତୀୟ…
ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୁମରା
ବ୍ୟକ୍ତିଗତ କାରଣକୁ ନେଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଓହରି ଯାଇଥିବା ଟିମ ଇଣ୍ଡିଆର ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଆଗାମୀ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ରହିଛି । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବାରୁ ବୁମରା ଚତୁର୍ଥ…
ଭାରତୀୟ ଦଳକୁ ବଡ ଝଟକା, ଚତୁର୍ଥ ଟେଷ୍ଟରୁ ବାଦ ପଡିଲେ ବୁମରା
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟେଷ୍ଟ ଶୃଙ୍ଖଳାର ୪ର୍ଥ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ। କିନ୍ତୁ ଏହା ପବୂର୍ର୍ରୁ ଭାରତୀୟ ଟିମ୍କୁ ବଡ଼ ଘଟ୍କା ଲାଗିଛି। ଟିମ୍ର ଷ୍ଟାର୍ ଦ୍ରୁତ ବୋଲର ଜଶପ୍ରୀତ୍ ବୁମରା ୪ର୍ଥ ମ୍ୟାଚରୁ ବାଦ୍ ପଡ଼ିଛନ୍ତି।…
ଚଳିତ ବର୍ଷ ମୁମ୍ବାଇ-ଅହମ୍ମଦାବାଦରେ ଆୟୋଜିତ ହୋଇପାରେ ଆଇପିଏଲ-୧୪
କରୋନା ମହାମାରୀ ଯୋଗୁ ଆଇପିଏଲ୍-୧୩ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଏବେ ସ୍ଥିତିରେ ବହୁ ସୁଧାର ଆସିଛି । ତେଣୁ ଫ୍ରାଞ୍ଚାଇଜମାନେ ଘରୋଇ ଭେନ୍ୟୁରେ ଆଇପିଏଲ୍-୨୦୨୧ ଆୟୋଜିତ ହେଉ ବୋଲି ଚାହୁଁଛନ୍ତି । ଯାହା ଜଣା ପଡ଼ିଛି, ମୁମ୍ବାଇରେ ଆଇପିଏଲର ଲିଗ୍ ମ୍ୟାଚ୍ ଏବଂ ଅହମ୍ମଦାବାଦରେ…
ନିଶାସକ୍ତ ଆମ୍ବୁଲାନ୍ସ କର୍ମଚାରୀ ହେଲେ ନିଲମ୍ବିତ
ଭୁବନେଶ୍ୱର: ଅନେକ ସମୟରେ ନିଜର ମାନବିକତା ଦେଖାଇ ସର୍ବସାଧାରଣରେ ପ୍ରଂଶସା ସାଉଁଟିଛନ୍ତି ଅନେକ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବଂ ସେଥିମଧ୍ୟରୁ କିଛି କର୍ମଚାରୀଙ୍କର ବେନିୟମ କାର୍ଯ୍ୟକଳାପ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସେହିପରି ନିକଟରେ ନିଶାସକ୍ତ ଅବସ୍ତାରେ…
ଆଜି ଅପରାହ୍ନ ୩ଟାରୁ ହେବ ଆଇପିଏଲ-୨୦୨୧ ନିଲାମୀ ପ୍ରକ୍ରିୟା
ଗୁରୁବାର ଆଇପିଏଲ୍-୧୪ ପାଇଁ ଚେନ୍ନାଇରେ ଆରମ୍ଭ ହେବ ଖେଳାଳି ନିଲାମ ପ୍ରକ୍ରିୟା । ବିକ୍ରି ହେବେ ଖେଳାଳି । ଫ୍ରାଞ୍ଚାଇଜମାନେ ନିଜ ମନମୁତାବକ ଖେଳାଳି ଦଳ ପାଇଁ କିଣିବେ । ଯେହେତୁ ୨୦୨୨ରେ ଦୁଇଟି ନୂଆ ଦଳ ସାମିଲ ହେବେ, ତେଣୁ ୨୦୨୧ ସଂସ୍କରଣ ପାଇଁ ମିନି ନିଲାମି ହେବ । ଏଥିପାଇଁ ମୋଟ୍ ୨୯୨…
ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡୁ ପ୍ଲେସିସ୍
ଟେଷ୍ଟ କ୍ରିକେଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର ଖେଳାଳି ଫାଫ ଡୁ ପ୍ଲେସିସ୍। ୩୬ ବର୍ଷୀୟ ଏହି ଖେଳାଳି ବୁଧବାର ଦିନ ଏନେଇ ସୂଚନା ଦେଇଛନ୍ତି। ସୂଚନାଥାଉକି, ନିକଟରେ ଦକ୍ଷିଣ ଆଫ୍ରିକା ଦଳ ପାକିସ୍ତାନ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପରାଜିତ ହୋଇଥିଲା।
ବିଗତ କିଛି…
ମଜବୁତ ସ୍ଥିତିରେ ଭାରତ, ଇଂଲଣ୍ଡଠାରୁ ୪୪୧ ରନ୍ ଆଗରେ ବିରାଟ ସେନା
ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ । ମ୍ୟାଚର ତୃତୀୟ ଦିନରେ ଭାରତର ପଲ୍ଲା ଭାରି ରହିଛି । ତୃତୀୟ ଦିନରେ ଦଳ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଥିଲା । ପରେ ବିରାଟ କୋହଲି ଓ ଆର ଅଶ୍ୱିନ ସ୍ଥିତି ସମ୍ଭାଳିଥିଲେ ।
ଭାରତ ପ୍ରଥମ ଇନିଂସରେ ୩୨୯ ରନ୍…
ପଡିଆ ମଝିରେ ପନ୍ଥଙ୍କୁ ଚାପୁଡା ମାରିଲେ ରୋହିତ, ଭିଡିଓ ଭାଇରାଲ
ଭାରତ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଦ୍ୱିତୀୟ ଦିନରେ ଭାରତର ଇନିଂସ ୩୨୯ ରନରେ ଶେଷ ହୋଇଥିଲା। ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୧୩୪ ରନ କରିଥିଲା। ଭାରତୀୟ ସ୍ପିନର୍ସଙ୍କ ଆଗରେ ଇଂଲଣ୍ଡ…
ଆଜି ଦ୍ୱିତୀୟ ଟେଷ୍ଟ, ପ୍ରତିଶୋଧ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ
ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ସମାନ ଭେନ୍ୟୁ, କିନ୍ତୁ ମୁକାବିଲା ହାଇଭୋଲ୍ଟେଜ । ଘରୋଇ ମାଟିରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁ ଭାରତ ପ୍ରଥମ ଟେଷ୍ଟରେ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଗାବାରେ ଐତିହାସିକ ବିଜୟ ପରେ ଚେନ୍ନାଇ ପରାଜୟକୁ…