Browsing Category
କ୍ରୀଡା
WTC ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ, ଦେଖନ୍ତୁ ଭିଡିଓ
ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଇଣ୍ଟ୍ରା ସ୍କ୍ୱାଡ୍ ଖେଳି ପ୍ରସ୍ତୁତି ଚଳାଇଛି । ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ଜୁନ ୧୮ରୁ ଆରମ୍ଭ ହେବ । ଅଭ୍ୟାସ ମ୍ୟାଚରେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ ଓ ସୁଭମନ ଗିଲ୍ ଆକର୍ଷଣୀୟ ବ୍ୟାଟିଂ…
ଓମ୍ପାୟାରଙ୍କୁ ସାକିବଙ୍କ ଅସଦାଚରଣ, ଭିଡିଓ ଭାଇରାଲ
କୁହାଯାଏ ଗୋଟିଏ ମଣିଷର ରାଗ ବ୍ରହ୍ମ ଚଣ୍ଡାଳ । ଅର୍ଥାତ୍ ଜଣେ ରାଗିଗଲେ ନିଜର ଅସ୍ତିତ୍ୱ ହରାଇ ବସେ । ଆଉ କରିବସେ ଅନେକ ଭୁଲ । ଯେଉଁ ଭୁଲରେ ବେଳେବେଳେ କ୍ଷମା ବି ନଥାଏ । ଏମିତି କିଛି ଘଟଣା ଘଟିଛି ବାଂଲାଦେଶୀ କ୍ରିକେଟର ତଥା ଅଲରାଉଣ୍ଡର ସାକିବ୍ ଅଲ୍ ହାସନ । ଶୁକ୍ରବାର ଢାକାରେ ଚାଲିଥିବା…
ପାର୍ଥିବ ପଟେଲ ଏବଂ ଇର୍ଫାନ ପଠାନଙ୍କ ଭବିଷ୍ୟବାଣୀ, ବିଶ୍ୱ ଟେଷ୍ଟ ଚାମ୍ପିଆନସିପରେ ଏହି ଦୁଇଙ୍କ ପ୍ରଦର୍ଶନ ରହିବ ଖୁବ…
ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଜଳବାୟୁକୁ ନେଇ ନ୍ୟୁଜିଲାଣ୍ଡକୁ ଟାଇଟଲ ଦାବିଦାର ବିବେଚନା କରାଯାଉଥିଲେ ହେଁ ଭାରତୀୟ ଦଳ ବିଜୟ ପାଇଁ ପ୍ରସ୍ତୁତ ରହିଥିବା ଅନେକ ମତ ଦେଇଛନ୍ତି । ଭାରତର ବିଜୟରେ ଚେତେଶ୍ୱର ପୂଜାରା ଓ ମହମ୍ମଦ ସାମି…
ଆରପାରିରେ ଭେଟରାନ ଅଭିନେତ୍ରୀ ତରଳା ଯୋଶୀ
‘ଏକ୍ ହଜାରୋ ମେଁ ମେରୀ ବେହନା ହେ’ ଏବଂ ‘ସାରଭାଇ ଭର୍ସେସ୍ ସାରଭାଇ’ ଭଳି ଅନେକ ସିରିଏଲରେ କାମ କରିଥିବା ଟିଭି ଅଭିନେତ୍ରୀ ତରଲା ଯୋଶୀଙ୍କର ଦେହାନ୍ତ ହୋଇଛି। ଗତ ଶନିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀ ନିଆ ଶର୍ମା ସୋସିଆଲ ମିଡିଆ ଜରିଆରେ ତାଙ୍କ ମୃତ୍ୟୁ ବିଷୟରେ…
ପୁଣି ଫେରିଲା ଚାମ୍ପିଆନ୍ସ ଟ୍ରଫି, ବିଶ୍ୱକପରେ ଖେଳିବେ ୨୦ ଦଳ
ଆଇସିସିର ଆଗାମୀ ଆଠ ବର୍ଷର ଫ୍ୟୁଚର ଟୁର ଓ ପ୍ରୋଗ୍ରାମ (ଏଫ୍ଟିପି) ଘୋଷଣା ହୋଇଛି । ୨୦୨୪ରୁ ୨୦୩୧ ମଧ୍ୟରେ ଘୋଷିତ ଏହି କ୍ରୀଡ଼ାସୂଚୀରେ କିଛି ପରିବର୍ତ୍ତନ କରାଯାଇଛି । ଏହି ଆଠ ବର୍ଷର ସୂଚୀ ବେଶ୍ ବ୍ୟସ୍ତ ବହୁଳ ରହିଛି । ପ୍ରତି ଦୁଇ ବର୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜିତ ହେବ । ଉଭୟ…
ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ
ଅପେକ୍ଷାର ଅନ୍ତ । ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍ର ମ୍ୟାଚ୍ । ୟୁଏଇରେ ହେବ ଆଇପିଏଲ୍ ଅବିଶିଷ୍ଟ ମ୍ୟାଚ୍ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…
ଆଇପିଏଲ ଦ୍ୱିତୀୟ ଭାଗ ଆୟୋଜନକୁ ନେଇ ଚିନ୍ତାରେ ବିସିସିଆଇ, ଖେଳି ନପାରନ୍ତି ଅଧିକାଂଶ ଖେଳାଳୀ
ବିସିସିଆଇ ଜୈବ ସୁରକ୍ଷା ବଳୟ ମଧ୍ୟରେ କରୋନା ପ୍ରବେଶ କରିବାରୁ ୨୯ଟି ମ୍ୟାଚ୍ ପରେ ଆଇପିଏଲ୍ ସ୍ଥଗିତ ରହିଛି । ଟୁର୍ଣ୍ଣାମେଣ୍ଟକୁ ସମ୍ପୂର୍ଣ୍ଣ କରିବାକୁ ବିସିସିଆଇ ବଦ୍ଧ ପରିକର । ବାକି ମ୍ୟାଚ୍ ଗୁଡ଼ିକୁ ୟୁଏଇରେ ଆୟୋଜନ କରିବାକୁ ଯୋଜନା ଚାଲିଛି । ସେପ୍ଟେମ୍ବର/ଅକ୍ଟୋବରକୁ ଉପଯୁକ୍ତ ସମୟ…
ବିବାଦରେ ଛନ୍ଦି ହେଲେ କୁଲଦୀପ ଯାଦବ, ଟିକାକରଣକୁ ନେଇ ସାଧାରଣରେ ଉଠିଲା ପ୍ରଶ୍ନ
ନିକଟରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ହେଲେ ତାଙ୍କ ଟିକାକରଣ ନେଇ ଉଠିଛି ପ୍ରଶ୍ନ । ଘଟଣାର ଯାଞ୍ଚ ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କାନପୁର ପ୍ରଶାସନ । ବାସ୍ତବରେ କୁଲଦୀପ ଯାଦବ କାନପୁର ମ୍ୟୁନିସିପାଲିଟି କର୍ପୋରେସନର ଲନରେ ଟିକା ନେଇଥିଲେ । ଯାହାକୁ ନେଇ…
ଆଇସିସି ଟେଷ୍ଟ ମାନ୍ୟତା, ଶୀର୍ଷକ ସ୍ଥାନ ବଜାୟୀ ରଖିଲା ଭାରତ
ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। କିନ୍ତୁ ଦ୍ଵିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଭାରତର ନିକଟତର ହୋଇଛି। କିଓ୍ଵି ଦଳ ମାତ୍ର ଏକ ପଏଣ୍ଟ ପଛରେ ରହିଛି।
ଆଇସିସିର ସଦ୍ୟତମ ମାନ୍ୟତାରେ ଭାରତ ଏକ ରେଟିଂ ପଏଣ୍ଟ ହାସଲ କରିଛି। ଦଳର ପଏଣ୍ଟ ୧୨୧ ରହିଥିବା ବେଳେ…
ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ବାଦ ପଡିଲେ ପାଣ୍ଡ୍ୟା
ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ ।…