Browsing Category

କ୍ରୀଡା

ଆଜି ମୁମ୍ବାଇ ଇଣ୍ଡିଆନ୍ସ–ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦେଖିବାକୁ ମିଳିବ ବିଗ ଫାଇଟ୍

ଆଜି ଆଇପିଏଲ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଏବେ ବି ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସୁଯୋଗ ରହିଛି । କିନ୍ତୁ…

ଅଲିମ୍ପିକ ପରେ ମଡେଲିଂ ଅବତାରରେ ଫ୍ୟାନ୍ସକୁ ଦିୱାନା କଲେ ନୀରଜ ଚୋପ୍ରା, ଫ୍ୟାନ୍ସ କହିଲେ- ତୁମ ସାମ୍ନାରେ ମଡେଲ ବି…

ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି ନୀରଜ୍‌ ଚୋପ୍ରା । ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ…

୨୩ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଏଚ୍‌ପିସି ଖେଳାଳୀଙ୍କ ୩ ପଦକ ଓ ୧୧ ବ୍ୟକ୍ତିଗତ…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ୮ ଜଣ କ୍ରୀଡାବିତ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବୟସ ବର୍ଗର ଜାତୀୟ ଦୌଡକୁଦ ଚମ୍ପିଆନସିପ୍‌ରେ ମୋଟ ୧୧ଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ …

ଆଜି ମୁମ୍ବାଇକୁ ଭେଟିବ ରାଜସ୍ଥାନ, ପ୍ଲେ ଅଫ ଦୈଡରେ ରହିବା ପାଇଁ ହେବ ଲଢେଇ

ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ସୀମିତ ସୁଯୋଗ ରହିଛି । ଉଭୟ ଦଳ ପାଇଁ ବିଜୟ ଏକମାତ୍ର ପନ୍ଥା । ସବୁ ଗଣିତକୁ ଭୁଲି କେବଳ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ଉଭୟ…

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା

ଅନ୍ତର୍ଜାତୀୟ ହକିକୁ ବାଏ ବାଏ କହିଲେ ଅଲିମ୍ପିକ ବ୍ରୋଞ୍ଜ ମ୍ୟାଡାଲ୍ ବିଜେତା ବୀରେନ୍ଦ୍ର ଲାକ୍ରା। ଏନେଇ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ହକି ଇଣ୍ଡିଆ ଟ୍ୱିଟ୍ କରି ଲେଖିଛି ” ସଲିଡ୍ ଡିଫେଣ୍ଡର ଏବଂ ଭାରତୀୟ ପୁରୁଷ ହକି ଟିମ୍‌ର ମୁଖ୍ୟ ପ୍ରେରଣାଦାୟୀ ଖେଳାଳି ତଥା…

ଆଜି ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ, ଦେଖିବାକୁ ମିଳିବ କଡା ଟକ୍କର

ଚଳିତ ଆଇପିଏଲ୍‌ର ୪୪ତମ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ ଜରିଆରେ ସୁପର କିଙ୍ଗ୍‌ସ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ପ୍ଲେ-ଅଫ୍‌ରୁ ବାଦ ପଡ଼ି ସାରିଥିବା…

ଭାରତୀୟ ଦଳର ମୁଖ୍ୟ କୋଚ ହେବାକୁୁ ପ୍ରସ୍ତୁତ ନାହାନ୍ତି କୁମ୍ବଲେ

ଆସନ୍ତା ଟ୍ୱେଣ୍ଟି୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କୁ ଏହି ଦାୟିତ୍ୱ ଦେବାକୁ ବିସିସିଆଇ ପ୍ରାୟ ମନସ୍ଥ କରି…

ଦିଲ୍ଲୀ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ କୋଲକତା

ଆଇପିଏଲ୍‌ର ୪୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ୧୦ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ହାସଲ କରିସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଜାରି ରଖି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ନାଇଟ୍‌ ରାଇଡର୍ସ ପାଇଁ ଆଜିର…

ଜମି ଆବଣ୍ଟନକୁ ନେଇ ଗାଙ୍ଗୁଲୀଙ୍କୁ ଜୋରିମାନା

ଦାଦାଙ୍କୁ ଫାଇନ । କୋଲକାତା ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି । ଗାଙ୍ଗୁଲିଙ୍କ ସହ ପଶ୍ଚିମବଙ୍ଗ ସରକାର ଓ ନଗର ନିର୍ମାଣ ବିଭାଗ ଉପରେ ମଧ୍ୟ କୋର୍ଟ ଜରିମାନା ଲଗାଇଛନ୍ତି । ଜମି ଆବଣ୍ଟନକୁ ନେଇ ଏହି ଜରିମାନା ଲାଗିଥିବା ସୂଚନା ମିଳିଛି ।…

ମୁମ୍ବାଇକୁ ହରାଇ କୋହଲି ଖୁସି ମନାଉଥିବାବେଳେ ସେପଟେ ଦୁଃଖରେ ଭାଙ୍ଗିପଡିଥିଲେ ରୋହିତ, ଭିଡିଓ ଭାଇରାଲ

ଇଣ୍ଡିଆନ୍ ପ୍ରିମିୟମ ଲିଗ୍ (ଆଇପିଏଲ)୨୦୨୧ର ପ୍ରଥମ ପର୍ଯ୍ୟାୟରେ ରହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରଦର୍ଶନ ଠିକଠାକ୍ ଥିଲା, ହେଲେ ଦ୍ଵିତୀୟ ପର୍ଯ୍ୟାୟରେ ରୋହିତଙ୍କ ଦଳ ସଙ୍କଟରେ ପଡ଼ିଛି। ଲଗାତାର ଭାବେ ତିନୋଟି ମ୍ୟାଚ୍ ହାରିବା ପରେ ମୁମ୍ଵାଇ ଇଣ୍ଡିଆନ୍ସ୍ ପାଇଁ…