Browsing Category
କ୍ରୀଡା
ବଲିଉଡରୁ ମିଳିଥିଲା ଶେନ ୱର୍ଣ୍ଣଙ୍କୁ ଅଫର୍, କହିଥିଲେ-ମୋ ବାୟୋପିକରେ ବ୍ରାଡ ପିଟ୍ କିମ୍ବା ଲିଓନାର୍ଡୋ ଅଭିନୟ କରନ୍ତୁ
ଅଷ୍ଟ୍ରେଲୀୟ କ୍ରିକେଟର ଶେନ୍ ୱର୍ଣ୍ଣଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ କ୍ଷତି। ନେତା-ଅଭିନେତା ସମସ୍ତେ ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ କ୍ରୀଡା ଜଗତରେ ଜଣେ ଚମତ୍କାର ଖେଳାଳି ଥିଲେ । ତାଙ୍କୁ ଫିଲ୍ମରୁ ବି ଅଫର ମିଳିବା ଆରମ୍ଭ…
ହାଫ୍ ସେଞ୍ଚୁରୀ ପୂର୍ବରୁ ବିରାଟ କ୍ଲିନ୍ ବୋଲ୍ଡ , ଶହେତମ ଟେଷ୍ଟରେ ପ୍ରଶଂସକ ନିରାଶ
ଶହେତମ ଟେଷ୍ଟରେ ଦମଦାର ଅର୍ଦ୍ଧ ଶତକରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିରାଟ କୋହଲି । ନିଜର ଶହେତମ ଟେଷ୍ଟ୍ ଖେଳୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ହାଫ୍ ସେଞ୍ଚୁରୀ ଲଗାଇବା ପୂର୍ବରୁ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ସେ ୭୬ ବଲରୁ ୪୫ ରନ୍ କରି ପ୍ୟାଭିଲିୟନ…
ଆଜିଠୁ ରଣଜୀ ଟ୍ରଫି: ପ୍ରଥମ ରାଉଣ୍ଡ୍ରେ ଖେଳାଯିବ ୧୯ ମ୍ୟାଚ୍
ଦୀର୍ଘ ୨ ବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଛି । ଗୁରୁବାରରୁ ଭାରତୀୟ କ୍ରିକେଟ୍ର ମେରୁଦଣ୍ଡ ‘ରଣଜୀ ଟ୍ରଫି’ ମ୍ୟାଚ୍ ଖେଳାଯିବ। କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେଲା ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା । ଅଭ୍ୟାସ କରିବାକୁ ସୁଯୋଗ ନପାଇ ଘରୋଇ କ୍ରିକେଟ ଖେଳାଳିମାନେ ମନୋବଳ…
ଆଇପିଏଲରେ କିଣିଲେନି କେହି : ରଣଜୀ ଖେଳିବେ ଇଶାନ୍ତ ଶର୍ମା
ଆଇପିଏଲ୍ ମେଗା ଖେଳାଳି ନିଲାମରେ ଅଲୋଡ଼ା ରହିବା ପରେ ଭାରତୀୟ ପେସ୍ ବୋଲର ଈଶାନ୍ତ ଶର୍ମା ଶେଷରେ ରଣଜୀ ଟ୍ରଫି ଖେଳିବାକୁ ମନସ୍ଥ କରିଛନ୍ତି ।
ପୂର୍ବରୁ ଦିଲ୍ଲୀ ଦଳ ଚୟନ ବେଳେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍ ବୋର୍ଡ଼ (ଡିଡିସିଏ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରା ଯାଇଥିଲା ।…
ଅଲ୍ରାଉଣ୍ଡ ପ୍ରଦର୍ଶନ ଫଳରେ ଆମର ଅନେକ ସମସ୍ୟା ଦୂର ହୋଇଛି: ରୋହିତ
ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ମୂଳପୋଛ ହୋଇଥିବା ଅଧିନାୟକ ରୋହିତ ଶର୍ମା ପ୍ରକାଶ କରିଛନ୍ତି । ମ୍ୟାଚ୍ ପରେ ସେ କହିଥିଲେ ଯେ, ଏହି ସିରିଜ ଜରିଆରେ ଆମର ଅନେକ ତ୍ରୁଟି ଓ ସମସ୍ୟା ଦୂର ହୋଇଛି । ବ୍ୟାଟିଂ ଓ ବୋଲିଂ ବିଭାଗରେ ଦେଖା ଦେଇଥିବା ତ୍ରୁଟିକୁ…
ଅଣ୍ଡର-୧୯ ବିଶ୍ୱକପ୍: ଆଜି ଭାରତ-ଇଂଲଣ୍ଡ ଫାଇନାଲ ଫାଇଟ୍, ଟିମ୍ ଇଣ୍ଡିଆର ପଲା ଭାରି
ଶନିବାର ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ମହାଲଢ଼େଇରେ ଚାରି ଥର ଚାମ୍ପିଅନ୍ ଭାରତ ଓ ଇଂଲଣ୍ଡ ସାମ୍ନାସାମ୍ନି ହେବେ । ଉଭୟ ଦଳ ଗ୍ରୁପ୍ ଓ ନକ ଆଉଟ୍ ପର୍ଯ୍ୟାୟରେ ଅପରାଜେୟ ରହି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ୟଶ୍ ଧୂଲଙ୍କ ନେତୃତ୍ତ୍ୱାଧିନ…
ବାରବାଟୀରେ ହେବ ଟି-ଟ୍ୱେଣ୍ଟି
କଟକ ବାରବାଟୀ ଷ୍ଟାଡିଅମରେ ଆସନ୍ତା ଜୁନ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ନେଇ ଭାରତୀୟ କ୍ରିକେଟ…
ବେଙ୍ଗାଲୁରୁରେ ଖେଳାଯିବ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର କ୍ରିକେଟ୍ ସିରିଜ ଶେଷ ହେବା ପରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଓ ୨ଟି ଟେଷ୍ଟ ଖେଳିବ । ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ବେଙ୍ଗାଲୁରୁ ଠାରେ ପିଙ୍କ୍ ବଲ୍ (ଦିବା-ରାତ୍ର)ରେ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି…
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା, କରୋନାରେ ଆକ୍ରାନ୍ତ ହେଲେ ୪ ଖେଳାଳୀ
ପୁଣି କ୍ରିକେଟରେ ପଶିଲା କରୋନା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟକା ଲାଗିଛି । ଶିଖର ଧାୱନଙ୍କ ସମେତ ୪ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଋତୁରାଜ ଗାଏକୱାଡ, ଶ୍ରେୟାସ ଆୟର, ନବଦୀପ ସଇନିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ୪ ଖେଳାଳିଙ୍କ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ହେଡନ
ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ହେଡନଙ୍କୁ ଭାରତର ଗଣତନ୍ତ୍ର ଦିବସ ଅବସରରେ ପିଏମ୍ ମୋଦିଙ୍କ ବ୍ୟକ୍ତିଗତ ଭାବେ ପତ୍ର ପ୍ରାପ୍ତ ହୋଇଥିଲା । ଏହା ମଧ୍ୟରେ ହେଡନ ଶୁକ୍ରବାର ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କୁ ସମ୍ମାନ ଜଣାଇଥିବାରୁ ପିଏମ୍ ମୋଦିଙ୍କୁ ଧନ୍ୟବାଦ…