Browsing Category
କ୍ରୀଡା
ଧୋନୀ ଧମାକା ପରେ ନତମସ୍ତକ ହେଲେ କ୍ୟାପଟେନ, କହିଲେ ଏମିତି କିଛି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ସିଜନରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ମଧ୍ୟରେ ଗତକାଲି ଦେଖିବାକୁ ମିଳିଥିଲା ରୋମାଞ୍ଚକର ମୁକାବିଲା । ଯେଉଁଥିରେ ମୁମ୍ୱାଇକୁ ହରାଇ ବାଜି ମାରିଥିଲା CSK । ତେବେ ଏହି ମ୍ୟାଚର ରିଅଲ ହିରୋ…
ରୋହିତ ଓ ବୁମରାଙ୍କୁ ‘ୱିସ୍ଡେନ’ ପୁରସ୍କାର, ପ୍ରଥମ ଥର ଦୁଇ ଭାରତୀୟଙ୍କୁ ମିିଳିଲା ସମ୍ମାନ
କ୍ରିକେଟ୍ର ବାଇବେଲ ‘ୱିସ୍ଡେନ’ ପତ୍ରିକା ପକ୍ଷରୁ ଗୁରୁବାର ୨୦୨୨ ସିଜନ ପାଇଁ ବାର୍ଷିକ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଦୁଇଜଣ ଭାରତୀୟ କ୍ରିକେଟର ପ୍ରଥମ ଥର ‘ୱିସ୍ଡେନ କ୍ରିକେଟର ଅଫ୍ ଦ ଇୟର’ ପୁରସ୍କାର ପାଇଛନ୍ତି । ସେମାନେ ହେଲେ ଅଧିନାୟକ ରୋହିତ ଶର୍ମା ଓ ପେସ୍…
ଆଜି ସୁପରକିଙ୍ଗ୍ସ – ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଫାଇଟ୍
ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଗୁରୁବାର ପରସ୍ପରକୁ ଭେଟିବେ। ଚଳିତ ସିଜନରେ ଉଭୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତଥାପି ଫ୍ୟାନ୍ଙ୍କ ଆସ୍ଥା ଭାଙ୍ଗିନି । ସ୍ପେନ୍ର ଲୋକପ୍ରିୟ ଦୁଇ ଫୁଟବଲ୍ କ୍ଲବ୍ ରିୟଲ ମାଦ୍ରିଦ ଓ…
ବିନା ଶତକରେ ୧୦୦ ଟି ମ୍ୟାଚ ଖେଳିଲେ ବିରାଟ କୋହଲି
ଟିମ୍ ଇଣ୍ଡିଆ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରୋଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଗତ କାଲି ମଙ୍ଗଳବାର ଲକ୍ଷ୍ନୌ ସୁପର ଜଏଣ୍ଟସ୍ ସହ ଖେଳାଯାଇଥିବା ମ୍ୟାଚରେ ମଧ୍ୟ କୋହଲି ଖାତା ଖୋଲି ପାରିନଥିଲେ। ତାଙ୍କୁ ପ୍ରଥମ ବଲରେ ଆଉଟ କରିଥିଲେ ଡକ୍।…
ଆଜି ସୁପରଜାଏଣ୍ଟସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ, ଶୀର୍ଷ ସ୍ଥାନ ପାଇଁ ସଂଘର୍ଷପୂର୍ଣ୍ଣ ଲଢ଼େଇ
ଚଳିତ ଆଇପିଏଲ୍ର ୩୧ତମ ଲିଗ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳି ସମାନ ସଂଖ୍ୟକ ୮ ପଏଣ୍ଟ ପାଇଛନ୍ତି । ଗୁଜରାଟ ଟାଇଟନ୍ସ ୧୦ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ନେଟ୍…
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ପୁତ୍ରର ଦେହାନ୍ତ, ଟ୍ୱିଟ୍ କରି ଦେଲେ ସୂଚନା
ପର୍ତ୍ତୁଗାଲ ଏବଂ ମଞ୍ଚେଷ୍ଟର ୟୁନାଇଟେଡ ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ପୁତ୍ରର ଦେହାନ୍ତ ହୋଇଛି। ରୋନାଲ୍ଡୋ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହା ତାଙ୍କ ପାଇଁ ଏବଂ ତାଙ୍କ ପତ୍ନୀ ଜର୍ଜିନାଙ୍କ ପାଇଁ ସବୁଠାରୁ ଦୁଃଖଦ ମୁହୂର୍ତ୍ତ। ବହୁ ବିଚାର…
ତେଲୁଗୁ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ଭେଙ୍କଟେଶ ଆୟର୍ !
ଭେଙ୍କଟେଶ ଆୟର୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କେକେଆର ଜରିଆରେ ଖେଳିବା ଆରମ୍ଭ କରିଥିଲେ । ଆଉ ଖେଳିବାର ଖୁବ କମ ସମୟରେ ସେ ବେଶ୍ ଫେମସ ବି ହୋଇଗଲେ । କାରଣ ତାଙ୍କ ଖେଳ ବି ଥିଲା ସେମିତି । ଏକ ବର୍ଷରୁ କମ୍ ସମୟ ମଧ୍ୟରେ ସେ ଟିମ୍ ଇଣ୍ଡିଆ ପାଇଁ ନିଜର ODI ଏବଂ…
ଆଜି ସନ୍ଧ୍ୟା ସାଢ଼େ ୭ଟାରେ ହାଇଭୋଲଟେଜ୍ ମ୍ୟାଚ୍, ଗୁଜରାଟ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ
ଆଇପିଏଲ୍ର ଦଶମ ଲିଗ୍ ମ୍ୟାଚ୍ରେ ଶୁକ୍ରବାର ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାସାମ୍ନି ହେବେ । ବିଜୟ ସହ ଅଭିଯାନ ଆରମ୍ଭ କରିଥିବାରୁ ଉଭୟ ଦଳର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚ୍ରେ କ୍ୟାପିଟାଲ୍ସ ଓ ଟାଇଟନ୍ସ ବିଜୟଧାରା ଅବ୍ୟାହତ ରଖିବା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି…
ମାଇଗ୍ରେନ୍ ସହ ଅନେକ ଗୁରୁତର ସମସ୍ୟାକୁ ଦୂର କରେ ବ୍ଲୁ ଟି’, ଜାଣନ୍ତୁ ଏହାର ଉପକାରିତା
ସାଧାରଣତଃ ଚା ପିଇବାକୁ ସମସ୍ତ ଭଲ ପାଆନ୍ତି । ଅନେକ ଲୋକ ଭିନ୍ନ ଚା ପିଅନ୍ତି । ଯେପରିକି ଆପଣ ନିଶ୍ଚିତ ଭାବରେ ମସାଲା ଚା, ଗ୍ରୀନ ଟି ଓ ବ୍ଲାକ ଟି ନାମ ଶୁଣିଥିବେ। ସେହିଭଳି ସ୍ୱାସ୍ଥ୍ୟ ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି’ ମଧ୍ୟ ଆଗରେ ରହିଛି। ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ…