Browsing Category
କ୍ରୀଡା
ଆଜି ଦ.ଆଫ୍ରିକା ବିପକ୍ଷରେ ବିଦାୟୀ ଦିନିକିଆ ମ୍ୟାଚ୍ ଖେଳିବେ ବେନ୍ ଷ୍ଟୋକ୍ସ
ଇଂଲଣ୍ଡକୁ ପ୍ରଥମ ଥର ବିଶ୍ୱକପ୍ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସୋମବାର ହଠାତ୍ ଦିନିକିଆରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଆଜି ସେ ଡରହାମ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାରିୟର ଶେଷ ଦିନିକିଆ…
ଓଡିଆଇ କ୍ରିକେଟରୁ ଅବସର ଘୋଷଣା କଲେ ବେନ ଷ୍ଟୋକ
ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ ଓଡିଆଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ସେ ଟୁଇଟର ମାଧ୍ୟମରେ ନିଜର ଅବସର ଘୋଷଣା କରିଛନ୍ତି । ସେ ଦିନିିକିଆ ମ୍ୟାଚରେ ସମ୍ପୂର୍ଣ୍ଣ ୩ଟି ଶତକ, ୨୧ଟି ଅର୍ଦ୍ଧଶତକ ଏବଂ ୭୪ଟି ୱିକେଟ ନେଇଛନ୍ତି । ସେ ନିଜର ଶେଷ ଖେଳ ସାଉଥ ଆଫ୍ରିକା ବିପକ୍ଷରେ…
ଭାରତ ବିପକ୍ଷ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା
ଭାରତର ଇଂଲଣ୍ଡ ଗସ୍ତ ଶେଷ ହୋଇଛି । ଏବେ ଦଳ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳ ତିନୋଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ତେବେ ଭାରତ ବିପକ୍ଷରେ ଇଣ୍ଡିଜ ୧୩ ସଦସୀୟ ଦଳ ଘୋଷଣା କରିଛି ।
ଦଳକୁ ଷ୍ଟାର୍ ଅଲରାଉଣ୍ଡର ଜ୍ୟାସନ୍ ହୋଲ୍ଡର୍…
କୋହଲିଙ୍କୁ ନେଇ କିଛି ଏପରି କହିଲେ ରୋହିତ, କହିଲେ “ଅଧିକ ଚର୍ଚ୍ଚା ଅନାବଶ୍ୟକ”
ତାରକା ଭାରତୀୟ ବ୍ୟାଟସମ୍ୟାନ୍ ବିରାଟ କୋହଲି ବର୍ତ୍ତମାନ ସମୟରେ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ବେେଳ ତାଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରୋହିତ…
ଆଜିଠୁ ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପ୍, ନୀରଜଙ୍କ ସମେତ ଭାଗ ନେଲେ ୨୨ ଜଣିଆ ଭାରତୀୟ ଟିମ୍
ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପ୍ର ୧୮ତମ ସଂସ୍କରଣ ଶୁକ୍ରବାରଠୁ ଆମେରିକାର ଓରେଗନରେ ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ୧୯୨ଟି ଦେଶରୁ ୧୯୭୨ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଚାମ୍ପିଅନସିପ୍ ୧୫ରୁ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖରେ ଶେଷ ହେବ ।
ଗତ ସଂସ୍କରଣ ଦୋହାରେ…
ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଟିମ ଚୟନ କରିଲେ ବିସିସିଆଇ . . .କୋହଲି ବାଦ ପଡିଥିବା…
ଭାରତ- ଇଂଲଣ୍ଡର ମ୍ୟାଚ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଯାଉଥିବା ୫ଦିନିଆ ଟି-୨୦ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ଟିମ ଚୟନ କରାଯାଇଛି । ଏହା ଗୁରୁବାର ଦିନ ଚୟନ କରାଯାଇଥିବା ବେଳେ ଏଥିରେ ରୋହିତ ଶର୍ମା କ୍ୟାପଟେନ ରହିବେ ଏବଂ ବିରାଟ କୋହଲିଙ୍କୁ ଏଥିରେ ବିଶ୍ରାମ…
ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଏହି ବିରଳ କୀର୍ତ୍ତିମାନ ହାସଲ କଲେ ସାମି
ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁରେ ଆଉ ଏକ ରେକର୍ଡ । ନିଜ ଦିନିକିଆ କ୍ୟାରିୟରରେ ୧୫୦ ୱିକେଟ୍ ନେବାର ରେକର୍ଡ କରିଛନ୍ତି ଅଭିଜ୍ଞ ପେସ୍ ବୋଲର ମହମ୍ମଦ ସାମି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଅଧିନାୟକ ଜୋସ୍ ବଟଲରଙ୍କୁ ଆଉଟ୍ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ । ପ୍ରଥମ…
ଆଜି ପ୍ରଥମ ଦିନିକିଆ: ଟି-ଟ୍ୱେଣ୍ଟି ପରେ ଦିନିକିଆ ସିରିଜ ଉପରେ ଟିମ୍ ଇଣ୍ଡିଆ ନଜର
ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ । ଓଭାଲ ଗ୍ରାଉଣ୍ଡରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରସ୍ତୁତ ରହିଛି ।
ଆସନ୍ତା ବର୍ଷ ରହିଛି…
ଭାରତ ବନାମ ବିଶ୍ୱ ଏକାଦଶ, ଏପରି ରହିପାରେ ସାମ୍ଭବ୍ୟ ଭାରତ ଏକାଦଶ
ଦେଶ ସ୍ୱାଧିନତାର ୭୫ତମ ବର୍ଷ ପାଳନ କରୁଛି । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ସରକାର ବିସିସିଆଇକୁ କ୍ରିକେଟ୍ ମ୍ୟାଚ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିପାଇଁ ଆସନ୍ତା ଅଗଷ୍ଟ ୨୨ ତାରିଖରେ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଟି୨୦ ମୁକାବିଲା ଖେଳାଯିବ…
ଇନ୍ଷ୍ଟାରୁ ପୁରୁଣା ପୋଷ୍ଟ ଡିଲିଟ୍ କରି ଚେନ୍ନାଇ ସହ ସବୁ ସଂପର୍କ କାଟିଲେ ଜାଡେଜା !
ଚେନ୍ନାଇ ସୁପର କିଙ୍ଗସ୍ ଛାଡିବେ କି ରବିନ୍ଦ୍ର ଜାଡେଜା । ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଅଲ୍ରାଉଣ୍ଡରଙ୍କ ସଂପର୍କ ଏବେ ଚେନ୍ନାଇ ପ୍ରାଞ୍ଚାଇଜ ସହ ଠିକ୍ ଠାକ୍ ନାହିଁ । ଜାଡେଜା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗସ୍ର ଆଇପିଏଲ୍ ୨୦୨୧ ଏବଂ ୨୦୨୨ର ସମସ୍ତ ପୋଷ୍ଟକୁ…