Browsing Category

କ୍ରୀଡା

ପ୍ରଥମ ଇନିଂସ୍‌ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍‌ୱାରା କିଙ୍ଗ୍‌ସର ଉନ୍ନତ ପ୍ରଦର୍ଶନ

ଟାଟେଣ୍ଡା ଟାଇବୁ ଓ ଜେସି ରାଇଡର୍‌ଙ୍କ ମଧ୍ୟରେ ଏକ ଉନ୍ନତ ଭାଗିଦାରୀ ଆଜି ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ୮ମ ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ବିରୋଧରେ ମନିପାଲ୍ ଟାଇଗର୍ସକୁ ୨୦ ଓଭର୍‌ରେ ୧୭୫ /୮ ରନ୍ କରିବାରେ ସାହାଯ୍ୟ କରିଥିଲା । ତେବେ କଟକର…

କଟକରେ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇବ ମନିପାଲ୍ ଟାଇଗର୍ସ

କଟକ : ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର କଟକ୍ ଲିଗ୍‌ରେ ଇର୍‌ଫାନ ପଠାନ୍‌ଙ୍କ ନେତୃତ୍ୱାଧୀନ ଭିଲ୍‌ୱାରା କିଙ୍ଗ୍‌ସ, ହର୍‌ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ…

ରୋଜର ଫେଡେରରଙ୍କ ବିଦାୟ ସମୟରେ କାନ୍ଦି ପକାଇଲେ ରାଫେଲ ନାଡାଲ, ଭିଡିଓ ଭାଇରାଲ

ଶେଷ ମ୍ୟାଚ୍ ହାରିଲେ ଲିଜେଣ୍ଡ ଖେଳାଳି ରୋଜର ଫେଡରର । କ୍ୟାରିୟରର ଶେଷ ମ୍ୟାଚ୍ ରେ ଫ୍ରାନ୍ସିସ୍ ଟିଆଫୋ ଏବଂ ଜ୍ୟାକ୍ ସୌଫଙ୍କଠାରୁ ହାରିଥିଲେ । ତେବେ ଶେଷ ମ୍ୟାଚରେ ପରାଜୟ ପରେ ଫେଡେରରଙ୍କ ଆଖିରୁ ବୋହିଥିଲା ଅଶ୍ରୁ ଧାର । ବାସ୍ତବରେ, ଏହା ତାଙ୍କର ଶେଷ ମ୍ୟାଚ୍ ଥିଲା, ଏପରି…

ଅଷ୍ଟ୍ରେଲିଆକୁ ଏକା ଧୋଇଲେ ରୋହିତ, ୬ ୱିକେଟରେ ଜିତିଲା ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି ଭାରତ। ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ତିତି ସୃଷ୍ଟି କରିଥିଲା। କାହିଁକି ନା ଯଦି ଏହି ମ୍ୟାଚରେ ଭାରତୀୟ ଦଳ ହାରିଯାଏ ତେବେ ସିରିଜ୍…

କଟକରେ ଆୟୋଜିତ ହେବ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୫ ତାରିଖରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ଫାଇନାଲ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି । କିମ୍ବନ୍ଦନ୍ତୀ କ୍ରିକେଟର୍‌ମାନେ ଏହି ଲିଗ୍‌କୁ ଗମ୍ଭୀର ବ୍ୟାପାର ଭାବେ ବ୍ୟାଖା କରିଥିବା…

ଆଜି ୨ୟ ଟ୍ୱେଣ୍ଟି୨୦, ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ଏସିଆ କପ୍‌ ପରେ ଘରୋଇ ମାଟିରେ ମଧ୍ୟ ଭାରତୀୟ କ୍ରିକେଟ୍‌ ଦଳର ସ୍ଲଗ୍‌ ଓଭର ବୋଲିଂ ପୁଣି ବିଫଳ ହୋଇଛି । ପ୍ରଥମ ଟ୍ୱେଣ୍ଟି୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୮ ରନ୍‌ କରିବା ସତ୍ତ୍ବେ ଦୁର୍ବଳ ବୋଲିଂ ଯୋଗୁଁ ଭାରତ ପରାସ୍ତ ହୋଇଥିଲା। ଶେଷ ୪ ଓଭରରୁ ୫୫ ରନ୍ ଭାରତୀୟ ବୋଲର ରୋକି ପାରିନଥିଲେ। ଦୁଇ…

ଭାରତୀୟ ଖେଳାଳୀଙ୍କୁ କଟାକ୍ଷ କଲେ ପୂର୍ବତ୍ତନ ପାକିସ୍ତାନୀ କ୍ରିକେଟର ସଲମାନ ବଟ୍ଟ

ମୋହାଲିରେ ବିଶାଳ ରନ୍‌ ପିଛା କରିବାକୁ ଯାଇ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଦୃଢ ମନୋବଳ ପାଇଛି । ୨୦୮ ରନ କରିଥିଲେ ବି ପରାଜୟର ସାମ୍ନା କରିଛି ଟିମ୍‌ ଇଣ୍ଡିଆ । ମୋହାଲିରେ ଭାରତର ପରାଜୟ ପରେ ବ୍ୟାକ୍‌ ଫୁଟକୁ ଚାଲିଯାଇଛି ରୋହିତ ବାହିନୀ । ପ୍ରଥମେ ଏସିଆ କପରେ…

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ

ଚଳିତ ୨୦୨୨/୨୩ ଓ ଆଗାମୀ ୨୦୨୪/୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚକ୍ରର ଫାଇନାଲ୍‌ ମ୍ୟାଚ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ ହୋଇଛି । ପ୍ରଥମ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡର ସାଉଥମ୍ପଟନ ଠାରେ ଖେଳାଯାଇଥିଲା । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଟାଇଟଲ…

ଭାରତୀୟ ଦଳର ଖରାପ ପ୍ରଦର୍ଶନକୁ ନେଇ ବର୍ଷିଲେ ଶାସ୍ତ୍ରୀ, କହିଲେ- କୌଣସି ପ୍ରତିଭା ନାହିଁ, କିପରି ଜିତିବ ମ୍ୟାଚ୍‌ ?

ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଖୁବ୍ ଖରାପ ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର (୨୧ ସେପ୍ଟେମ୍ବର)ରେ ହୋଇଥିଲା। ଏଥିରେ ଖୁବ୍ ଖରାପ ବ୍ୟାଟିଂ କାରଣରୁ ଟିମ୍‌ ୪ଟି ଓ୍ବିକେଟରେ ମ୍ୟାଚ୍‌ ହାରିଛି। ମୋହାଲି ମୈଦାନରେ ଖେଳା…

ପ୍ରଶଂସକଙ୍କ ମନୋରଞ୍ଜନ କରିବାକୁ ନେଇ ଉତ୍ସାହିତ ରହିଛନ୍ତି ବୀରେନ୍ଦ୍ର ସେହୱାଗ୍‌

ଆଦାନି ସ୍ପୋର୍ଟସ୍‌ଲାଇନ୍ ମାଲିକାନାରେ ଥିବା ଗୁଜରାଟ ଜିଆଂଟ୍‌ସ ଚମତ୍କାର ଆରମ୍ଭ ପରେ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ ୨୦୨୨ରେ ବିଜୟର ଧାରା ବଜାୟ ରଖିବାକୁ ଚାହୁଁଛି । ଲିଗ୍ ଓପ୍‌ନର ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାଜିତ କରିଛି । ଏହି ଟୁର୍ଣ୍ଣାମେଂଟ୍‌ରେ…