Browsing Category

କ୍ରୀଡା

ରାହୁଲଙ୍କ ବଦଳରେ ଏଥର ଓପନିଂ କରିପାରନ୍ତି ବିରାଟ, କିଛି ଏପରି କହିଲେ ପୂର୍ବତ୍ତନ କ୍ରିକେଟର

ଏସିଆ କପ୍‌ ୨୦୨୨ରୁ ଟିମ୍ ଇଣ୍ଡିଆ ବାହାରିବା ପରେ ଭାରତୀୟ ଦଳର ନଜର ଏବେ  ଟି-୨୦ ବିଶ୍ବକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ଉପରେ । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଦୁଇ ଟିମ୍ ବିପକ୍ଷରେ ସିରିଜ ଖେଳିବ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଓପନର କେଏଲ…

ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା, ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଇମଣ୍ଡ ଲିଗ୍ ଟ୍ରଫି

ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆଉ ଏକ ବିଶ୍ୱ କିର୍ତ୍ତୀମାନ । ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ । ସୁଇଜରଲ୍ୟାଣ୍ଡ ଜୁରିଚରେ ଅନୁଷ୍ଠିତ ଡାଇମଣ୍ଡ ଲିଗ ଫାଇନାଲରେ ୮୮.୪୪ ମିଟର ଜାଭେଲିନ୍…

ଆଜି ଆଫଗାନିସ୍ଥାନ ବିପକ୍ଷରେ ଶେଷ ମ୍ୟାଚ ଖେଳି ଏସିଆ କପ ଯାତ୍ରା ଶେଷ କରିବା ଭାରତ

ଫାଇନାଲ ଖେଳିବା ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ ଦୁବାଇରୁ ସ୍ବଦେଶ ଫେରିବା ପୂର୍ବରୁ ଗୁରୁବାର ଅନ୍ତିମ ସୁପର-୪ ମ୍ୟାଚ୍‌ ଖେଳିବ। ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ କ୍ରମାଗତ ସୁପର-୪ ମ୍ୟାଚ୍‌ ହାରିବା ପରେ ଭାରତ ଟାଇଟଲ ଲଢ଼େଇରୁ ବାଦ୍‌ପଡ଼ିଛି। ତଥାପି ଶେଷ ମ୍ୟାଚ୍‌ରେ ତା’ର ତ୍ରୁଟି ସୁଧାରି…

ମ୍ୟାଚ୍ ଜିତିବା ପରେ ଷ୍ଟାଡିୟମରେ ପାକିସ୍ତାନୀ ଫ୍ୟାନ୍ସଙ୍କ ଉତ୍ପାତ, ଚୌକି ଓପାଡ଼ି ପିଟିଲେ ଆଫଗାନୀ ଫ୍ୟାନ୍ସ, ଭିଡିଓ…

ବୁଧବାର ଏକ ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ପାକିସ୍ତାନ। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷ ଯାଏଁ ଲଢି ଶେଷରେ ହାର୍‌ ମାନିଛି ଆଫଗାନିସ୍ତାନ। ଏହି କ୍ରମରେ ଏସିଆ କପ୍ ୨୦୨୨ ଫାଇନାଲ୍‌ରୁ ବଦାୟ ନେଇଛନ୍ତି ଭାରତ ଏବଂ ଆଫଗାନିସ୍ତାନ। ତେବେ ମ୍ୟାଚ୍ ଜିତିବା ପରେ…

କୋହଲିଙ୍କ ମନ୍ତବ୍ୟକୁ ନେଇ ରାଗିଗଲେ ଗାଭାଷ୍କାର, କହିଲେ ଯିଏ ମେସେଜ କରିନଥିଲେ ତାଙ୍କ ନାଁ କୁହ

ବିରାଟ କୋହଲି ଏସିଆ କପ୍ ୨୦୨୨ରେ ଦୁଇଟି ଅର୍ଦ୍ଧଶତକ ସହ ୧୫୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି । କେବଳ ଏସିଆ କପ୍‌ରେ ତାଙ୍କ ଅପେକ୍ଷା ପାକିସ୍ତାନର ମହମ୍ମଦ ରିଜୱାନ୍‌ ଅଧିକ ରନ୍‌ କରିଛନ୍ତି । ଏଥି ସହିତ, ସୁପର ୪ ମ୍ୟାଚ୍ ପରେ ସେ ଦାବି କରିଛନ୍ତି ଯେ ମୁଁ ଟେଷ୍ଟ କ୍ୟାପଟେନ୍ସି ଛାଡିବାପରେ…

ବିରାଟଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ବିସିସିଆଇ ଅଧିକାରୀ, କହିଲେ କିଛି ଏପରି

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାକୟ ବିରାଟ କୋହିଲଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋରଦାର । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ପ୍ରେସ୍‌ କନ୍‌ଫରେନ୍ସରେ ବିରାଟ କୋହଲି ନିଜ ଅବସର ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ବିରାଟ କହିଥିଲେ କି,…

ଭାରତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ଅବସର ନେଲେ ରାଇନା, ଆଉ ଖେଳିବେନି ଆଇପିଏଲ

ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାର କିଛି ମିନିଟ୍ ପୂର୍ବରୁ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ । ଯଦିଓ ଆଇପିଏଲ୍ ଏବଂ ଘରୋଇ କ୍ରିକେଟ୍ ପାଇଁ ଉଭୟ କିମ୍ବଦନ୍ତୀ ଉପଲବ୍ଧ ଥିଲା । ତଥାପି…

କିଶୋର କୁମାରଙ୍କ ବଙ୍ଗଳାରେ ରେଷ୍ଟୁରାଣ୍ଟ ଖୋଲିବେ ବିରାଟ

କ୍ରିକେଟର ସବୁ ଫର୍ମାଟରେ ନିଜ ଦବଦବା ଜାହିର କରିବା ପରେ ଏବେ ବ୍ୟବସାୟ ଆଡ଼କୁ ମୁହାଁଉଛନ୍ତି ବିରାଟ । ଆଜ୍ଞା ହଁ ଭାରତୀୟ କ୍ରିକେଟ ଟିମ୍‌ର ମହାନ ଖେଳାଳୀ ବିରାଟ କୋହଲୀ ନିଜ ଦ୍ୱିତୀୟ ପାଳିର ଆରମ୍ଭ କରିବାକୁ ଯାଉଛନ୍ତି । ଖେଳ ପଡ଼ିଆରେ ନିଜକୁ ସାବ୍ୟସ୍ତ କରିବା ପରେ ସେ ଏବେ ବ୍ୟବସାୟ…

ପୂର୍ବତନ କ୍ରିକେଟର ଇରଫାନ୍ ପଠାନଙ୍କୁ ବିମାନବନ୍ଦରରେ ଖରାପ ବ୍ୟବହାର

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ଓ ତାଙ୍କ ପରିବାର ଲୋକଙ୍କୁ ବିମାନବନ୍ଦରରେ ହେବାକୁ ପଡିଛି ହଟହଟା । ଏସିଆ କପ୍ ପାଇଁ ଇରଫାନ୍‌ ପରିବାର ସହ ବିଦେଶ ଯାତ୍ରା କରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ତାଙ୍କ ସହ ହୋଇଛି ଖରାପ ବ୍ୟବହାର। ଇରଫାନ୍‌ ଓ ତାଙ୍କ ପରିବରକୁ…

କରୋନାରେ ଆକ୍ରାନ୍ତ ହେଲେ ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ

ଆଗକୁ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଇତି ମଧ୍ୟରେ ଭାରତୀୟ ଫ୍ୟାନ ଏବଂ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ ଆସିଛନ୍ତି । ଏସିଆ କପ ପାଇଁ ଭାରତୀୟ ଦଳ ଅଗଷ୍ଟ ୨୩ରେ ୟୁଏଇ ଯିବାର ଯୋଜନା ଥିଲା । ଅଗଷ୍ଟ ୨୭ରେ ୟୁଏଇ…