Browsing Category

ମନୋରଞ୍ଜନ

ସାରା ଏବଂ ସିଦ୍ଧାନ୍ତଙ୍କ ସଂପର୍କରେ ଫାଟ

ସାରା ତେନ୍ଦୁଲକର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ପରସ୍ପରକୁ ଡେଟ୍ କରୁଥିବା ଗୁଜବ ମାସ ମାସ ଧରି ଚାଲିଛି। ଏହି ଦୁହିଁଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସେମାନେ ପରସ୍ପରକୁ ସେମାନଙ୍କ ପରିବାର ସହିତ ପରିଚିତ କରାଇଥିବା ରିପୋର୍ଟ ମଧ୍ୟ ପ୍ରକାଶ…

ହେରା ଫେରି ୩: ପରେଶ ରାୱଲଙ୍କ ବିରୋଧରେ ୨୫ କୋଟିର ମାମଲା ରୁଜୁ କଲା ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସ

ନୂଆଦିଲ୍ଲୀ: ‘ହେରା ଫେରି’, ଏକ କଲ୍ଟ କମେଡି କ୍ଲାସିକ୍। ଏହି ଫିଲ୍ମଟି ଆଜିକାଲି ଶିରୋନାମାରେ ଅଛି, କାରଣ ଏହାର ତୃତୀୟ ପର୍ଯ୍ୟାୟର ସୁଟିଂ ଜୋରସୋରରେ ଆରମ୍ଭ ହୋଇଛି। ଫିଲ୍ମର ଘୋଷଣା ପରଠାରୁ, ଇଣ୍ଟରନେଟରେ ଅନେକ ଗୁଜବ ଏବଂ ଅନୁମାନ କରାଯାଉଛି। ସଦ୍ୟତମ ଅପଡେଟ୍ ଅନୁଯାୟୀ, ଅକ୍ଷୟ କୁମାରଙ୍କ…

ସାଇ ଧନଶୀକାଙ୍କୁ ବିବାହ କରିବେ ଅଭିନେତା ବିଶାଲ

ନୂଆଦିଲ୍ଲୀ: ତାମିଲ ଅଭିନେତା ବିଶାଲ କୃଷ୍ଣ ରେଡ୍ଡୀ ତାଙ୍କ ବିବାହ ଘୋଷଣା କରିଛନ୍ତି। ୪୭ ବର୍ଷୀୟ ଏହି ଅଭିନେତା ତାଙ୍କଠାରୁ ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ସହ ବିବାହ କରିବାକୁ ପ୍ରସ୍ତୁତ। ହଁ! ବିଶାଲ ୩୫ ବର୍ଷୀୟା ଅଭିନେତ୍ରୀ ସାଇ ଧନଶିକାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଚେନ୍ନାଇରେ…

ଭାରତ ବିରୋଧୀ ବୟାନ ପାଇଁ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍-ଫୱାଦ ଖାନଙ୍କୁ ନିନ୍ଦା କଲା ଅଲ୍ ଇଣ୍ଡିଆନ୍ ସିନେ…

ନୂଆଦିଲ୍ଲୀ: ମେ' ୭ ତାରିଖରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ସହ ସେମାନଙ୍କର ୯ଟି ଆଶ୍ରୟସ୍ଥଳକୁ ଧ୍ୱଂସ କରିଥିଲା। ଭାରତୀୟ ସେନା ଏହି ଆକ୍ସନ ଅପରେସନକୁ ସିନ୍ଦୁର ନାମ ଦେଇଛି । ୧୫ ଦିନ ତଳେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁର…

ବିବାହର ୬ ମାସ ପରେ ନାଗା ଚୈତନ୍ୟଙ୍କ ଘରେ ପିଲାର କୁଆଁ କୁଆଁ ଶବ୍ଦ ଆସିବ କି? ଦ୍ୱିତୀୟ ପତ୍ନୀ ଶୋଭିତା ଗର୍ଭବତୀ!…

ସାମନ୍ତା  ଙ୍କ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟ ୬ ମାସ ତଳେ ସୋଭିତା ଧୁଲିପାଲାଙ୍କୁ ବିବାହ କରିଥିଲେ। ନିକଟରେ ସୋଭିତା ଗର୍ଭବତୀ ହୋଇ ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ବୋଲି ଗୁଜବ ପ୍ରସାରିତ ହୋଇଥିଲା। ତେବେ ପରିବାରର ଜଣେ ଘନିଷ୍ଠ ସୂତ୍ରରୁ ଏହି ସତ ପଦାକୁ ଆସିଛି। ଜାଣନ୍ତୁ ସତ କ'ଣ ।…

କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ: ୟୁନିଭେର୍ସିଟି ଲ କଲେଜ ରନରସପ

ନୂଆଦିଲ୍ଲୀ ଠାରେ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରି ପୂର୍ବ ଜୋନରୁ ଭୁବନେଶ୍ୱରସ୍ଥିତ ୟୁନିଭେର୍ସିଟି ଲ କଲେଜ ଛାତ୍ରୀମାନେ ଜାତୀୟ ସ୍ତରରେ ରନର୍ସ ଅପ ଘୋଷିତ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଆମନ୍ତ୍ରଣ କ୍ରମେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ…

ନାଟକ “ଦୀପଶୀଖା” ଏବଂ “ରୀନାର ସ୍ୱପ୍ନ” ମଞ୍ଚସ୍ଥ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, ବାଲେଶ୍ୱର ଏବଂ କଳାକାର ବାଲେଶ୍ୱରର ମିଳିତ ସହଯୋଗରେ ବାଲେଶ୍ବର ଜିଲ୍ଲା ସ୍ଥିତ ଗାନ୍ଧି ସ୍ମୃତି ଭବନ ଠାରେ ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହେଉଛି। ଆଜି…

ମିଶନ ଡ୍ରିମସ୍‌ର ଫ୍ୟାଶନ ସପ୍ତାହ

କୋଲକତାର ଆର୍ଟ ଆଣ୍ଡ ଏଣ୍ଟରଟେନମେଣ୍ଟ ଅନୁଷ୍ଠାନ ମିଶନ ଡ୍ରିମ୍ସ ପକ୍ଷରୁ ସ୍ଥାନୀୟ ଏକାମ୍ର ହାଟରେ ଏକ ଫ୍ୟାଶନ୍‌ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ରାଉରକେଲା, ଯୋଡ଼ା, ସମ୍ବଲପୁର, ବାରିପଦା, ବାଲେଶ୍ୱର, ପୁରୀ, ବଡ଼ବିଲ୍‌ର ଫେଶନ ଡିଜାଇନର ଓ ମଡେଲମାନେ ଯୋଗ ଦେଇଥିଲେ। ଓଡ଼ିଶାର…

୩୮ ବର୍ଷ ପରେ ଶ୍ରୀନଗରରେ ପହଞ୍ଚିଲେ ଇମ୍ରାନ, ସେୟାର କଲେ ରେଡ କାର୍ପେଟ ସ୍କ୍ରିନିଙ୍ଗର ଖାସ ଛବି

ଭୁବନେଶ୍ୱର : ଇମ୍ରାନ ହାସମି ନିଜର ନୂଆ ଫିଲ୍ମ ଗ୍ରାଉଣ୍ଡ ଜିରୋର ରିଲିଜ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ଯାହାକି ୨୫ ଏପ୍ରେଲ ୨୦୨୫ରେ ରିଲିଜ ହେବ । ରିଲିଜ ପୂର୍ବରୁ ଫିଲ୍ମର ସ୍କ୍ରିନିଙ୍ଗ ଶ୍ରୀନଗରରେ ହେବ, ଯାହାକି ଦୀର୍ଘ ୩୮ ବର୍ଷ ପରେ ହେଉଥିବା ପ୍ରଥମ ରେଡ କାର୍ପେଟ ସ୍କ୍ରିନିଙ୍ଗ…

ପୂର୍ବତଟ ରେଳପଥ ପକ୍ଷରୁ ଆମ୍ବେଡ଼କରଙ୍କ ଜୟନ୍ତୀ

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି. ଆର. ଆମ୍ବେଡ଼କରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼. ବି. ଆର. ଆମ୍ବେଡ଼କରଙ୍କ ଫୋଟ…