Browsing Category

ବାଣିଜ୍ୟ

ପରବର୍ତ୍ତୀ ପିଢ଼ିର ୟୁପିଆଇ ପ୍ରୋସେସିଂ ପ୍ଲାଟଫର୍ମରେ ଇଣ୍ଡସଇଣ୍ଡ ବ୍ୟାଙ୍କ

ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଡିଜିଟାଲ ବ୍ୟାଙ୍କିଂ ଚ୍ୟାନେଲ ପରବର୍ତ୍ତୀ ପିଢ଼ିର ୟୁପିଆଇ ପ୍ଲାଟଫର୍ମ ସେବା ସକ୍ରିୟ କରିଛିି ଯାହା ଭାରତର ବାସ୍ତବ ସମୟ ଡିଜିଟାଲ ପେମେଂଟ ପରିସଂସ୍ଥାନରେ ଏକ ରୂପାନ୍ତରୀତ ପଦକ୍ଷେପକୁ ଦର୍ଶାଉଛି। ସାରା ଦେଶରେ ଥିବା…

ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୩.୦’ ର ବିଜେତା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୬: ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ସେମାନଙ୍କର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତା ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା’ର ତୃତୀୟ ସଂସ୍କରଣର ବିଜେତାମାନଙ୍କୁ ଭୁବନେଶ୍ୱରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶାର…

ମିନ୍ତ୍ରା ବାର୍ଥଡେ ବ୍ଲାଷ୍ଟରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର

ଭୁବନେଶ୍ୱର: ଭାରତର ପ୍ରମୁଖ ଫ୍ୟାଶନ ଓ ଲାଇଫଷ୍ଟାଇଲ ପ୍ଲାଟଫର୍ମ ‘ମିନ୍ତ୍ରା' ନିଜର ୧୯ତମ ଜନ୍ମବାର୍ଷିକୀ ଅବସରରେ ‘ମିନ୍ତ୍ରା ବାର୍ଥଡେ ବ୍ଲାଷ୍ଟ'ର ଘୋଷଣା କରିଛି। ଏହି ସେଲ୍ ଫେବୃଆରୀ ୨୮ ରୁ ଆରମ୍ଭ ହେଉଥିବା ବେଳେ ‘ମିନ୍ତ୍ରା ଇନସାଇଡର' ସଦସ୍ୟମାନେ ୨୭ ତାରିଖରୁ ଆଗୁଆ ପାଇପାରିବେ। ଏଥିରେ…

ଇଷ୍ଟମ୍ୟାନ ଅଟୋ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ଉନ୍ନତ ସୌର ସମାଧାନ ପ୍ରଦର୍ଶିତ

ଭୁବନେଶ୍ୱର : ଇଷ୍ଟମ୍ୟାନ ଅଟୋ ଆଣ୍ଡ ପାୱାର ଲିମିଟେଡ ("ଇଷ୍ଟମ୍ୟାନ୍‌’) ପକ୍ଷରୁ ଏହାର ସୌର ଏବଂ ଶକ୍ତି ସଂରକ୍ଷଣ ସମାଧାନର ଉନ୍ନତ ପୋର୍ଟଫୋଲିଓ ପ୍ରଦର୍ଶନ କରାଯାଇଛି । ଯାହା ନିର୍ଭରଯୋଗ୍ୟ, ଉଚ୍ଚ-କାର୍ଯ୍ୟଦକ୍ଷତା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସୋଲାର ରୁଫଟପ ଶକ୍ତି ସମାଧାନ ପ୍ରଦାନ ପ୍ରତି…

ଆସସ ପକ୍ଷରୁ ଭୁବନେଶ୍ୱରରେ ଏକ୍ସକ୍ଲୁସିଭ ଷ୍ଟୋର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ସାରା ଦେଶରେ ବ୍ରାଣ୍ଡର ରିଟେଲ ଉପସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ, ତାଇୱାନର ବୈଷୟିକ କମ୍ପାନୀ , ଆସସ ଇଣ୍ଡିଆ ଭୁବନେଶ୍ୱରରେ ଏହାର ନୂତନ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ଘୋଷଣା କରିଛି। ଏହି ନୂତନ ଏକ୍ସକ୍ଲୁସିଭ୍ ଷ୍ଟୋରଟି ୩୦୦ ବର୍ଗଫୁଟ ଅଂଚଳରେ…

ବିକଶିତ ଓଡିଶା ୨୦୩୬ ଓ ୨୦୪୭ ସାକାର କରିବା ପାଈ ମାନବ ସମ୍ବଳ ବିକାଶ ଦିଗରେ ଆମେ ସଂଙ୍କଳ୍ପବଦ୍ଧ: ଆଇସିସି

ଭୁବନେଶ୍ଵର,୨୭/୦୨:ଇଣ୍ଡିଆନ ଚାମ୍ବର ଅଫ୍ କର୍ମସ ପକ୍ଷରୁ ଏଚ୍‌ଆର ଲିଡରସିପ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଓଡିଶା ୨୦୩୬ ଓ ୨୦୪୭ ସାକାର କରିବା ମାନବ ସମ୍ବଳ ବିକାଶ ଦିଗରେ ଆମେ ସଙ୍କଳ୍ପବଦ୍ଧ ଶୀର୍ଷକ ନେଇ ଏଥିରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା

କର୍କଟ ରୋଗରେ ଆଖି ବୁଜିଲେ କ୍ରିକେଟର ରିଙ୍କୁ ସିଂଙ୍କ ପିତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ତଥା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ରିଙ୍କୁଙ୍କ ପିତା ଖାନଚାନ୍ଦ ସିଂଙ୍କର ଶୁକ୍ରବାର ଦିନ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ମାରାତ୍ମକ କର୍କଟ ରୋଗ (Cancer) ସହ ଲଢ଼ୁଥିଲେ। ମୃତ୍ୟୁ…

ରାଜଧାନୀ ଭୁବନେଶ୍ୱରରେ ଦକ୍ଷତାର ମହାକୁମ୍ଭ

ଭୁବନେଶ୍ଵର,୨୭/୦୨:ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା ।ଗୌହାଟୀ , ଗାନ୍ଧିନଗର, ହ୍ରାଇଦ୍ରାବାଦ ପରେ ଏବେ ଓଡ଼ିଶା ପାଳି। ଫେବ୍ରୁଆରୀ 27ରୁ 2 ମାର୍ଚ୍ଚ ଯାଏ 4 ଦିନ ଧରି ରାଜ୍ୟ ରାଜଧାନୀରେ ଆୟୋଜିତ ହେବ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ। 5

ଥାନା ଭିତରେ ହାଇଡ୍ରାମା, ମହିଳା କନଷ୍ଟେବଳଙ୍କୁ ଚାପୁଡ଼ା ମାରିଲେ ମହିଳା

ଭୁବନେଶ୍ୱର: ଗୁରୁବାର ରାତିରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନାରେ ଡ୍ୟୁଟିରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ଅନ୍ୟ ଜଣେ ମହିଳା ଚାପୁଡ଼ା ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ: ମହିଳା ଜଣକ କୌଣସି ଏକ କେସ୍ ବା ମାମଲା ବିଷୟରେ…

ଟିପିସିଓଡିଏଲ୍‌ର ‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍‌’: ଭୁବନେଶ୍ୱରର ୯୦ ଜଣ ଉପଭୋକ୍ତା ପାଇଲେ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଭୁବନେଶ୍ୱରରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌’ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ୱର ସର୍କଲ-୧ ର ୯୦…