Browsing Category

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଭର୍ଚୁଆଲ ଏଜିଏମ୍ ପାଲଟିଲା ବିଶ୍ୱର ସର୍ବବୃହ ସେୟାର ହୋଲଡ୍‌ର ବୈଠକ

ମୁମ୍ବାଇ/ ଭୁବନେଶ୍ୱର: ବୁଧବାର ଅନୁଷ୍ଠିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରଥମ ଭର୍ଚୁଆଲ ବାର୍ଷିକ ସାଧାରଣ ବୈଠକ ବା ଏଜିଏମ୍ ଅନେକ କ୍ଷେତ୍ରରେ ରେକର୍ଜ ସୃଷ୍ଟି କରିଛି । କମ୍ପାନୀର ନୂଆ ପ୍ଲାଟଫର୍ମ ଜିଓ ମିଟ୍ ଜରିଆରେ ଏକ ସମୟରେ ୪୮ଟି ଦେଶର ୫୫୦ ସହରର ୩.୨ ଲକ୍ଷ ସେୟାରହୋଲଡର ଏହି…

ଟୟୋଟା ୟାରିସ୍ ଷ୍ଟାଇଲ୍‌, ଟେକ୍ନୋଲୋଜି ଓ ସୁରକ୍ଷାରେ ପରିପୂର୍ଣ୍ଣ

ଭୁବନେଶ୍ୱର: ଗତ ଏକ ଦଶନ୍ଧି ମଧ୍ୟରେ ଗ୍ରାହକମାନେ ଅଟୋନିର୍ମାତାଙ୍କୁ ଟେକ୍ନୋଲୋଜି, ସୁରକ୍ଷା ଓ ବିଳାସର ସୀମାକୁ ଆଗକୁ ବଢାଇବା ପାଇଁ ପ୍ରେରିତ କରିଛନ୍ତି, ଯାହାଫଳରେ ସେମାନେ ନୂତନ ଉତ୍ପାଦ ଉଦ୍ଭାବନ କ୍ଷେତ୍ରରେ ସକ୍ଷମ ହୋଇପାରିଛନ୍ତି । ବୁଦ୍ଧିମାନ ଭାରତୀୟ ଗ୍ରାହକଙ୍କ ଆଗ୍ରହ ଓ…

ଓଡିଶା ସରକାରଙ୍କ ସହ ଫ୍ଲିପ୍‌କାର୍ଟର ସହଭାଗିତା

ଭୁବନେଶ୍ୱର: ଭାରତର ଘରୋଇ ଇ-କମର୍ସ ମାର୍କେଟ୍‌ପ୍ଲେସ୍‌, ଫ୍ଲିପ୍‌କାଟ ପକ୍ଷରୁ ଓଡିଶାର କଳା, ହସ୍ତଶିଳ୍ପ ଓ ହସ୍ତତନ୍ତକୁ ଇ-କମର୍ସ କ୍ଷେତ୍ରକୁ ଆଣି ତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ…

ଓରିଫ୍ଲେମ୍‌ର ନୂଆ ଅନ୍‌କଲର୍ ରେଞ୍ଜ୍ ଉନ୍ମୋଚିତ

ଭୁବନେଶ୍ୱର: ଅଗ୍ରଣୀ ପ୍ରତ୍ୟକ୍ଷ-ବିକ୍ରି ସ୍ୱେଡିସ୍ ବିୟୁଟି ବ୍ରାଣ୍ଡ ଓରିଫ୍ଲେମ୍ ପକ୍ଷରୁ ଆଜିର ଆତ୍ୱବିଶ୍ୱାସୀ ମହିଳାମାନଙ୍କ ପାଇଁ ଅଲ୍ ଆଇଜ୍ ପ୍ୟାଲେଟ୍‌, କ୍ରିମ୍ ଲିପ୍‌ଷ୍ଟିକ୍ ଓ ପାୱାର ଅପ୍ ଫାଉଣ୍ଡେସନର ଶୁଭାରମ୍ଭ ସହିତ ଏହାର ଅନ୍‌କଲର୍ ରେଞ୍ଜ୍‌କୁ ସମ୍ପ୍ରସାରିତ କରାଯାଇଛି ।…

ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ କୋଭିଡ୍‌-୧୯ ସମୟରେ ନୂଆ ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର ବୀମାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଆଜି ଏହାର ପ୍ରଥମ ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର୍ ବା ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷା ବୀମାର ଶୁଭାରମ୍ଭ କରାଯାଇଛି, ଯାହାକି ହେଉଛି କୋଭିଡ୍‌-୧୯ ମଧ୍ୟରେ ଲାଇଫ୍ କଭର୍‌, ହସ୍ପିଟାଲାଇଜେସନ ଓ ଗୁରୁତର ଅସୁସ୍ଥତାର ତିନିଗୁଣ ଲାଭ ସହିତ…

ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ ବର୍ତମାନ ହୋଣ୍ଡା ସିଏଲ୍ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ ନାମରେ ନାମିତ

ଭୁବନେଶ୍ୱର: ଭାରତରେ ବିଦ୍ୟୁତ୍ ଉତ୍ପାଦ କ୍ଷେତ୍ରର ଅଗ୍ରଣୀ ନିର୍ମାତା ହୋଣ୍ଡା ସିଲ୍ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ (ଏଚ୍‌ଏସ୍‌ପିପି) ପକ୍ଷରୁ ଆଜି ଏହାର ନାମ ପରିବର୍ତନ ଘୋଷଣା କରାଯାଇଛି । କମ୍ପାନୀ ଏହାର ନାମକୁ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ (ଏଚ୍‌ଆଇପିପି)କୁ ପରିବର୍ତନ…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଇଣ୍ଟେଲ୍ କ୍ୟାପିଟାଲ୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ…

ସୋନାଲିକା ଟ୍ରାକ୍ଟରର ଘରୋଇ ବିକ୍ରିରେ ୫୫% ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ପ୍ରମୁଖ ଟ୍ରାକ୍ଟର ନିର୍ମାତା ବ୍ରାଣ୍ଡ ଓ ଦେଶର ଏକ ନମ୍ବର ରପ୍ତାନୀକାରୀ, ସୋନାଲିକା ଟ୍ରାକ୍ଟର ଗତ ଜୁନ୍ ମାସରେ ଘରୋଇ ବଜାରରେ ସର୍ବୋଚ୍ଚ ୧୩,୬୯୧ଟି ଟ୍ରାକ୍ଟର ବିକ୍ରି ସହିତ ଶିଳ୍ପର ୨୩% ତୁଳନାରେ ୫୫% ଅଭିବୃଦ୍ଧି ହାଦଲ କରିଛି । ଏହି ସମୟରେ କମ୍ପାନୀର ମୋଟ ଟ୍ରାକ୍ଟର…

ମାରୁତି ସୁଜୁକି ପକ୍ଷରୁ ବିଏସ୍‌୬ ଏସ୍‌-ସିଏନ୍‌ଜିଯୁକ୍ତ ମିନି ଟ୍ରକ

ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ବିଏସ୍‌୬ ଅନୁକୂଳିତ ଏସ୍‌-ସିଏନ୍‌ଜି ଭାରିଆଂଟ୍‌ର ଏହାର ସୁପର୍ କ୍ୟାରି ଯାନର ଶୁଭାରମ୍ଭ କରାଯାଇଛି । ଅଟୋ ଏକ୍ସପୋ ୨୦୨୦ରେ ଘୋଷଣା କରାଯାଇଥିବା କମ୍ପାନୀର ମିଶନ ଗ୍ରୀନ୍ ମିଲିୟନ ସହ ଏହି ଶୁଭାରମ୍ଭ ଜଡିତ । ବ୍ୟବସାୟିକ…

ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସର କ୍ଲେମ ପେଡ଼୍ ଅନୁପାତରେ ୯୯.୨୨% ବୃଦ୍ଧି

ଭୁବନେଶ୍ୱର: ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସ କୋ.ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହା ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୧୫୩୪୨ଟି ଡେଥ୍ କ୍ଲେମ୍ ବା ମୃତ୍ୟୁ ଦାବି ବାବଦରେ ୫୬୩ କୋଟି ଟଙ୍କା ପଇଠ କରାଯାଇଛି । ଯାହାଫଳରେ କମ୍ପାନୀ ଗତ ୫ ବର୍ଷର ପ୍ରଦର୍ଶନ ତୁଳନାରେ ବ୍ୟକ୍ତିଗତ…