Browsing Category

ଜୀବନ ଚର୍ଯ୍ୟା

ଏହି ରାଶିର ବ୍ୟକ୍ତିଙ୍କୁ ମିଳିଥାଏ ସୁନ୍ଦର ଏବଂ ଭଲ ପତ୍ନୀ, ତେବେ ଜାଣନ୍ତୁ ତାହା କ’ଣ

ପ୍ରତ୍ୟେକ ବ୍ୟକ୍ତି ଏକ ସୁନ୍ଦର ଜୀବନ ସାଥୀ ପାଇବାକୁ ଚାହିଁଥାନ୍ତି। ଏହା ସହିତ ତାଙ୍କୁ ଭଲ ପାଉ ଏବଂ ତାଙ୍କ ପ୍ରତି ବିଶ୍ୱସ୍ତ ହେଉ, ଏହା ସମସ୍ତେ ଚାହିଁଥାନ୍ତି। ଏହି କ୍ଷେତ୍ରରେ କିଛି ଲୋକ ଭାଗ୍ୟବାନ ହୋଇ ଜନ୍ମ ହୁଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ, ଏହିପରି କିଛି ରାଶି ଅଛି ଯେଉଁଠି ପୁରୁଷ…

ଶିଶୁଙ୍କ ଶାରୀରିକ ବିକାଶ ପାଇଁ ସେମାନଙ୍କ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

ପିଲାଙ୍କ ଶାରିରିକ ବିକାଶ ଓ ସ୍ବାସ୍ଥ୍ୟକୁ ନେଇ ପିତାମାତା ସର୍ବଦା ଚିନ୍ତିତ ରୁହନ୍ତି । ଶିଶୁଙ୍କୁ ପିଲାଦିନୁ ପୃଷ୍ଟିକର ଖାଦ୍ୟ ଦେଲେ ସେମାନଙ୍କ ଉଚ୍ଚତା, ସ୍ୱାସ୍ଥ୍ୟର ଉତ୍ତମ ବିକାଶ ହୋଇଥାଏ। ସୁଷମ ଖାଦ୍ୟ ଖାଇଲେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ ଏବଂ ସେମାନେ ଶୀଘ୍ର…

ଅଧିକ ଚିକେନ ଖାଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ, ଜାଣନ୍ତୁ କାହିଁକି

ଅଧିକାଂଶ ଲୋକଙ୍କର ପ୍ରାୟତଃ ଚିକେନ୍ ଖାଇବା ବହୁତ ପସନ୍ଦ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚିକେନ ଖାଇବାକୁ ଭଲପାଆନ୍ତି । କହିବାକୁ ଗଲେ ଚିକେନରେ ଅଲଗା ଅଲଗା ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ । ଏଥିରୁ ପ୍ରୋଟିନ୍ ସମେତ କେତେକ ପୃଷ୍ଟିସାର ଜାତୀୟ ତତ୍ତ୍ୱ ମିଳିଥାଏ ।…

ଅନେକ ରୋଗରୁ ମୁକ୍ତି ଦେଇଥାଏ ଏହି ଅମରପୋଇ ଗଛ, ଜାଣନ୍ତୁ ଏହାର ଉପକାରିତା

ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ। ଏହି ଗଛର ପତ୍ରରୁ ଗଜା ବାହାରେ, ଏବଂ ତାର ମୃତ୍ୟୁ ହୁଏନାହିଁ। ସେଥିପାଇଁ ଏହାକୁ ଅମରପୋଇ ବୋଲି କୁହାଯାଏ। ଏହି ଗଛ ପ୍ରାୟ ସମସ୍ତଙ୍କ ବାଡ଼ି ବଗିଚାରେ ରହିଛି। ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍। ପଢ଼ନ୍ତୁ ଏହି ବୃକ୍ଷର ଔଷଧିୟ ଗୁଣ…

ବର୍ଷା ଦିନେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ଫଳ

ବର୍ଷା ଦିନ ନିଜ ସହିତ ଅନେକ ରୋଗକୁ ସାଙ୍ଗରେ ନେଇ ଆସିଥାଏ। ବର୍ଷାରେ ଅନେକ ପ୍ରକାର ରୋଗ ସଂକ୍ରମଣ ହୋଇଥାଏ। ଏଥିସହିତ ମୌସୁମୀ ଜ୍ୱର, ଥଣ୍ଡା ଓ କାଶ ହୋଇଥାଏ। ସେହିପରି ବର୍ଷା ଦିନରେ ଡେଙ୍ଗୁ, ହଇଜା ଓ ଟାଇଫଏଡ ଭଳି ଗମ୍ଭୀର ରୋଗ ମଧ୍ୟ ହୋଇଥାଏ। ତେବେ ମୌସୁମୀ ପରିବର୍ତ୍ତନ ଯୋଗୁଁ ଆମ ଶରୀରରେ…

ଶରୀର ଓଜନ କମାଇବା ସହିତ ଆହୁରି ଅନେକ ଫାଇଦା ଦେଇଥାଏ ଏହି ଫଳ, ଜାଣନ୍ତୁ କଣ

ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡିକୁ ସମସ୍ତେ ପସନ୍ଦ କରିଥାନ୍ତି, ସେ ଆମ୍ବ ହେଉ କିମ୍ବା ତରଭୁଜ, ଏହି ଫଳଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥି ସହିତ, ଗ୍ରୀଷ୍ମ ଋତୁରେ ଆସୁଥିବା ପ୍ଲମ୍ ସ୍ୱାଦରେ ଯେତିକି ମିଠା ଏବଂ ସ୍ୱାଦିଷ୍ଟ ହୋଇଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ…

ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ଏବଂ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ। ଗୃହର ଅଗଣାରେ ତୁଳସୀ ଲଗାଇ ପତିପତ୍ନୀ ଶ୍ରଦ୍ଧା ପୂର୍ବକ ନିୟମିତ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ। ଘର ପାଇଁ ଅଟା କେବଳ ସୋମବାର…

କ୍ଷୀର ଓ ଦହିକୁ ଏକା ସମୟରେ ଖାଉଛନ୍ତି କି ? ତେବେ ରୁହନ୍ତୁ ସାବଧାନ

କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଓ ହିତକାରକ ବୋଲି କୁହାଯାଏ । କ୍ଷୀରକୁ ଏକ ପୁଷ୍ଟିକର ଖାଦ୍ୟ । ମାତ୍ର ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ଏବଂ ଦହି ଖାଇବାକୁ ପସନ୍ଦ କରନ୍ତିନାହିଁ । ସେମାନେ ସହଜରେ କ୍ଷୀରକୁ ହଜମ କରିପାରନ୍ତି ନାହିଁ । ଏଥିପାଇଁ ସେମାନେ କ୍ଷୀର ଏବଂ ଦହି ଖାଇବା…

ଶରୀରରେ ରକ୍ତଚାପ ଏବଂ ମଧୁମେହ ନିୟନ୍ତ୍ରଣ କରିବା ପାଇଁ ସକାଳୁ ପିଅନ୍ତୁ ଗ୍ରୀନ କଫି

ଆମେ ସବୁବେଳେ ଶୁଣି ଆସିଛୁ ଯେ କଫିରେ ଥିବା କ୍ୟାଫେନ୍ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ବିଶେଷକରି ଯେଉଁମାନଙ୍କର ରକ୍ତହୀନତା ସମସ୍ୟା ରହିଛି, କଫି ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ। କଫିରେ ଥିବା କ୍ୟାଫେନ୍ ଶରୀରରେ ଲୌହର ଅବଶୋଷଣକୁ ହ୍ରାସ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି…

କଞ୍ଚାକ୍ଷୀର ପିଉଥିଲେ ରୁହନ୍ତୁ ସାବଧାନ, ହୋଇପାରେ ଏହିସବୁ ସମସ୍ୟା

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଅନେକ ପୁଷ୍ଟିକର ଲାଭ ପ୍ରଦାନ କରିଥାଏ | କିନ୍ତୁ କଞ୍ଚା କ୍ଷୀର, ଯଥା, ଅପରିଷ୍କୃତ କ୍ଷୀରରେ ବିପଦଜନକ ମାଇକ୍ରୋଅର୍ଗାନିଜିମ୍ ଥାଇପାରେ ଯାହା ଆପଣଙ୍କ ଏବଂ ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ | ଅଧିକାଂଶ ଲୋକ ସିଝା କ୍ଷୀର…