ଆଇଆଇଟି ଭୁବନେଶ୍ୱର ପକ୍ଷରୁ ‘ଉର୍ଜା, ପରିବେଶ ଏବଂ ସ୍ଥାୟୀତ୍ୱରେ ଉନ୍ନତ ସାମଗ୍ରୀ’ ଶୀର୍ଷକ ଅନ୍ତର୍ଜାତୀୟ…

ଭୁବନେଶ୍ୱର, ୧୯ ମଇ ୨୦୨୫: ୧୬ ରୁ ୧୮ ମଇ ୨୦୨୫ ମଧ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱରରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (MRSI) ସହଯୋଗରେ "ଉର୍ଜା, ପରିବେଶ ଏବଂ ସ୍ଥାୟୀତ୍ୱରେ ଉନ୍ନତ ସାମଗ୍ରୀ" (AMEES-୨୦୨୫) ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ

ଆର୍ଥିକ ସଂକଟରେ ବୁଡିଲା ଜାପାନ

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ଦେଶ ଋଣ ସଙ୍କଟ କ୍ଷେତ୍ରରେ ଗ୍ରୀସ୍ ଠାରୁ ମଧ୍ୟ ଖରାପ ଅବସ୍ଥାରେ ରହିଛି। ସଂସଦରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଚେତାବନୀ ଦେଇଛନ୍ତି ଯେ ଜାପାନର ବଢୁଥିବା ଋଣକୁ ଶୀଘ୍ର

ଫ୍ୟୁଚର୍ ଜେନେରାଲୀର ଲଂଚ କରିଛି ନୂତନ ‘ହେଲ୍ଥ୍ ଅନଲିମିଟେଡ୍’ ପ୍ଲାନ

ଭୁବନେଶ୍ୱର: ଭାରତରେ ବହୁତ ଲୋକଙ୍କ ପାଇଁ, ଆରୋଗ୍ୟ ବୀମା ଆର୍ଥôକ ସୁରକ୍ଷା ପାଇଁ ଗୋ-ଟୁ ସମାଧାନ, କିନ୍ତୁ ବୃଦ୍ଧି ପାଉଥିବା ହସ୍ପିଟାଲିଜେସନ୍ ଓ ଚିକିତ୍ସା ଖର୍ଚ୍ଚ ବିଷୟରେ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଗତ ବ୍ୟବସ୍ଥା ଉପରେ ଆଶଙ୍କା ଉତ୍ପନ୍ନ କରେ । ଏହି ବୃଦ୍ଧି ପାଉଥିବା ଚିନ୍ତା ଏକ

ନୂତନ ଶୀତଳ ଭଣ୍ଡାର ନୀତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

● ଅଦ୍ୟାବଧି ୮୨ଟି ଉଦ୍ୟୋଗୀ ଆବେଦନ କରିଛନ୍ତି● ଆଗ୍ରହୀ ଉଦ୍ୟୋଗୀଙ୍କୁ ଯଥାଶୀଘ୍ର GO SUGAM ପୋର୍ଟାଲରେ ଆବେଦନ କରିବାକୁ ଅନୁରୋଧ ଭୁବନେଶ୍ଵର/ତା୧୭.୦୫.୨୦୨୫: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ କୃଷି ଭବନ ସ୍ଥିତ

ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ୩ଦିନ ଧରି ଅନୁଷ୍ଠିତ ହେବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

ଜନତା ମଇଦାନରେ ଜୁନ୍‌ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ବର: ଆଗାମୀ ଜୁନ ମାସରେ ନୂଆ ସରକାର ଗଠନ ହେବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଉଲ୍ଲେଖନୀୟ

ଏମ୍‌ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ସଚେତନତା କାର୍ଯ୍ୟକ୍ରମ

ମଶା କାମୁଡ଼ା ବିରୋଧରେ ପ୍ରତିରୋଧକ ପଦକ୍ଷେପ, ଘର ଏବଂ ପରିବେଶକୁ ସଫା ରଖିବା, ପାଣି ଜମିବାକୁ ନଦେବା ହେଉଛି ସମୟର ଆବଶ୍ୟକତା: ଡ. ଆଶୁତୋଷ ବିଶ୍ୱାସ - ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଭୁବନେଶ୍ୱର, ୧୬/୦୫/୨୦୨୪: ଏମ୍‌ସ

ମଣିପାଲ ହସ୍ପିଟାଲ ପକ୍ଷରୁ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଆଲୋଚନା ଶିବିର

ଭୁବନେଶ୍ୱର , ୧୫ । ୫ , ରାଜ୍ୟର ପ୍ରମୂଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ମଣିପାଲ ହସ୍ପିଟାଲ ପକ୍ଷରୁ ଓଡ଼ିଶା ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସଂଘର ସହଯୋଗରେ ଏକ ସ୍ୱାସ୍ଥ୍ୟ ଆଲୋଚନା ଏବଂ ସ୍କ୍ରିନିଂ ଶିବିର ଆୟୋଜନ କରିଥିଲେ । ଟ୍ରାଫିକ୍ ପୋଲିସ୍ ଷ୍ଟେସନ୍

ପାକିସ୍ତାନ ପୁଣି ହେଲା ଦିଭାଗ, ବାଲୁଚିସ୍ଥାନ ନିଜକୁ ଅଲଗା ଦେଶ ବୋଲି ଘୋଷଣା କଲା

ପାକିସ୍ତାନ: ଭାରତ ସହ ପଙ୍ଗା ନେବା ପାକିସ୍ଥାନକୁ ମହଙ୍ଗା ପଡ଼ିଛି। ପୂର୍ବରୁ ପାକିସ୍ଥାନ ଅନେକଥର ବାଲୁଚିସ୍ଥାନରେ ହେଉଥିବା ପାକିସ୍ଥାନ ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତକୁ ଦାୟୀ କରି ଆସିଛି। ତେବେ ଭାରତ ମଧ୍ୟ ଏହି ବାଲୁଚିସ୍ଥାନ ବାସୀଙ୍କ ଆନ୍ଦୋଳନକୁ ସମର୍ଥନ ଯୋଗାଇ ଅସିଛି । କିନ୍ତୁ

କୁଖ୍ୟାତ ଆତଙ୍କବାଦୀ ମସୁଦ ଅଝାରକୁ ପାକିସ୍ତାନ ଦ୍ଵାରା ୧୪କୋଟିର ସହାୟତା ରାଶି

ଲାହୋର : ସଂଯୁକ୍ତରାଷ୍ଟ୍ର ଦ୍ଵାରା ପ୍ରତିବନ୍ଧ ହୋଇଥିବା ଜୟସ -ଏ -ମହମ୍ମଦ ଓ ଏହାର ମୂଖ୍ୟ ମାସୁଦ ଅଝାରକୁ  ପାକିସ୍ତାନର ସରକାର ୧୪ କୋଟି ସହାୟତା ରାଶି ଦେବ । ରିପୋର୍ଟ ଅନୁସାରେ, ଅଜହରଙ୍କର ପରିବାରର  ୧୪ ଜଣ ସଦସ୍ୟଙ୍କୁ ଭାରତୀୟ ସେନା ଅପରେସନ ସିନ୍ଦୂର ଅନ୍ତର୍ଗତ ନିପାତ କରିଛି । ତେବେ

ନିଷେଧ  ନିଶାଦ୍ରବ୍ୟ  ଚୋରାଚାଲାଣ ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ନିଆଯିବ

ଭୁବନେଶ୍ୱର, ୧୩.୦୫.୨୦୨୫ : ନିଷେଧ ନିଶା  ଦ୍ରବ୍ୟର  ବେଆଇନ୍ ଚୋରା ଚାଲାଣକୁ ରୋକିବା ସଂପର୍କରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନସ୍ଥ ନାର୍କୋ କୋର୍ଡିନେସନ ସେଣ୍ଟର ତରଫରୁ ଆଜି   ୫ମ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ମୁଖ୍ୟ