ଏଲନ ମସ୍କ ନେଉଛନ୍ତି ମାତ୍ରାଧିକ ଡ୍ରଗସ, ସ୍ଵାସ୍ଥ୍ୟ ଶୋଚନୀୟ

ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଅନ୍ୟତମ ଘନିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ବେଳେ ଏଲନ୍ ମସ୍କ ବ୍ୟାପକ ନିଶା ସେବନରେ ନିୟୋଜିତ ଥିଲେ, ଏତେ ବାରମ୍ବାର କେଟାମିନ୍ ସେବନ କରିବା ଦ୍ୱାରା ମୂତ୍ରାଶୟ ଜନିତ ବା ବ୍ଲାଡରରେ ସମସ୍ୟା

ଆସୁଛି ହାଉସଫୁଲ -୫, ଭାଙ୍ଗିଲାଣି ଅନେକ ରେକର୍ଡ

ଭୁବନେଶ୍ବର: ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନଙ୍କ ଅଭିନୀତ 'ହାଉସ୍ ଫୁଲ୍-୫' ସବୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ସିନେମାର ସବୁଠାରୁ ବଡ କମେଡି କୁହାଯାଉଥିବା ଏହି ଫିଲ୍ମ ନିଜର ଭବ୍ୟତା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିକଟରେ ମୁକ୍ତିଲାଭ କରିଥିବା

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଭିଭିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି

ଆର୍ଥିକ ସାକ୍ଷରତା ହେଉଛି ସଶକ୍ତୀକରଣର ଚାବିକାଠି : ଜିଆରଏସ୍ଇ’ର ନିଦେଶକ (ଅର୍ଥ) ଶ୍ରୀ ଆର୍ କେ ଦାଶ

ଭୁବନେଶ୍ୱର : ଗାର୍ଡେନ ରିଚ୍ ଶିପ୍ବିଲ୍ଡର୍ସ ଓ ଇଞ୍ଜିନୀୟର୍ସ ଲିମିଟେଡ୍ (ଜିଆରଏସ୍ଇ)ର ନିଦେଶକ (ଅର୍ଥ) ଭାବରେ ଶ୍ରୀ ଆର୍.କେ ଦାଶ ଜଣେ ଅଭିଜ୍ଞ ଆର୍ଥିକ ପେସାଦାର ଏବଂ ବିଭିନ୍ନ ଶିଳ୍ପରେ ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ନିଜର ଅଭିନବ ଚିନ୍ତାଧାରା ଏବଂ ପରିବର୍ତନଶୀଳ ଆର୍ଥିକ ରଣନୀତି

ନିଜକୁ ୧୦୦ରୁ ଅଧିକ ଥର ବିଷଧର ସାପ କାମୁଡାଇ ତିଆରି କଲେ ପ୍ରତିଷେଧକ

ବିଷାକ୍ତ ସାପ କାମୁଡିବା କଥା ଭାବି ଅନେକ ଲୋକ ଥରି ଉଠନ୍ତି। ଟିମ ଫ୍ରିଡେ ନାମକ ଜଣେ ବ୍ୟକ୍ତି ଜାଣିଶୁଣି ନିଜକୁ ୧୦୦ରୁ ଅଧିକ ଥର କୋବ୍ରା, ମାମ୍ବା ଏବଂ ଅନ୍ୟାନ୍ୟ ମାରାତ୍ମକ ପ୍ରଜାତିର ସାପ ଓ ଜିବଙ୍କ ଦ୍ଵାରା କାମୁଡିବାକୁ ଅନୁମତି ଦେଇଥିଲେ । ତାଙ୍କ କାର୍ଯ୍ୟ ରୋଗ ପ୍ରତିରୋଧକ ଶକ୍ତି

ଏୟାରଟେଲ୍ ପକ୍ଷରୁ ପ୍ରିପେଡ ଗ୍ରାହକମାନଙ୍କ ପାଇଁ ଭାରତର ପ୍ରଥମ
ଅଲ-ଇନ-ୱାନ ଓଟିଟି ଏଟଂରଟେନମେଂଟ ପ୍ୟାକର ଶୁଭାରମ୍ଭ

୨୭୯ ଟଙ୍କାରୁ ଆରମ୍ଭ ହେଉଥିବା ପ୍ଲାନରେ ନେଟଫ୍ଲିକ୍ସ, ଜିଓହଟଷ୍ଟାର, ଜୀ୫ ଓ ଏକ୍ସଟ୍ରିମ ପ୍ଲେ ପ୍ରିମିୟମ ସମେତ ୨୫ରୁ ଅଧିକ ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ପ୍ରଦାନ ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍ ପକ୍ଷରୁ ପ୍ରିପେଡ ଗ୍ରାହକମାନଙ୍କ

ଇଣ୍ଡସ୍ ଟାୱାର୍ସ ପକ୍ଷରୁ ଓଡ଼ିଶାରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍’ର ଶୁଭାରମ୍ଭ

ନୂଆପଡ଼ା: ଗ୍ରାମୀଣ ଭାରତରେ ଡିଜିଟାଲ୍ ବିଭେଦ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିଶ୍ୱର ଏକ ବୃହତମ ଟେଲିକମ୍ ଭିତିଭୂମି କମ୍ପାନି ଇଣ୍ଡସ୍ ଟାୱାର୍ସ ପକ୍ଷରୁ ନିଟ ଫାଉଣ୍ଡେସନ୍ ସହ ମିଶି ଓଡ଼ିଶାର ନୁଆପଡ଼ାରେ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍ (ଡିଭିଟି)ର ଶୁଭାରମ୍ଭ

ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରରେ ଜଟିଳ ମୁଖ ଗହ୍ୱର କ୍ୟାନସରର ସଫଳ ଚିକିତ୍ସା

ଭୁବନେଶ୍ୱର , ୨୩ / ୫,   ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ଏକ ଜଟିଳ ଅପରେସନ୍ ସଫଳତାର ସହିତ କରାଯାଇଛି । କଳାହାଣ୍ଡି ଜିଲ୍ଲାର ୩୮ ବର୍ଷୀୟ ଯୁବକଙ୍କ ମୁହଁର ବାମ ପାଶ୍ୱର୍ରେ ଥିବା ଗାଲର ମାଂସପେଶୀରେ ଏକ ଘା’ ଓ ଜଳାପୋଡା  ଅନୁଭବ କଲେ । ଠିକ୍ ସମୟରେ ଚିକିତ୍ସା ନକରିବାରୁ ଏବଂ ଅବହେଳା

କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ

୩୬ହଜାର ନୂଆ ନିଯୁକ୍ତି ସୃଷ୍ଟି, ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଭୁବନେଶ୍ୱର, ୨୨ ମଇ ୨୦୨୫ : ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର

ଅମାଜନରେ ମିଳିଲା ବିରାଟକାୟ ଆନାକୋଣ୍ଡା, ଲୋକେ କହିଲେ ଅସମ୍ଭବ

ନିକଟରେ ୩୫ ଫୁଟର ବିରାଟକାୟ ଆନାକୋଣ୍ଡାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଆମାଜନ୍ ଜଙ୍ଗଲ ଅଞ୍ଚଳର ପାଣିରେ ଏହି ବିରାଟ ସାପ ପହଁରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ 'ଜଷ୍ଟ ଇନ୍ ଭାଇବ୍' ନାମକ ଜଣେ ୟୁଜର ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଏହାକୁ