ଏମ୍ସ ଭୁବନେଶ୍ୱରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଏମ୍ସ ଭୁବନେଶ୍ୱର ପାରମ୍ପରିକ ଯୋଗ ଅଭ୍ୟାସକୁ ଆଧୁନିକ ସ୍ୱାସ୍ଥ୍ୟସେବା ସହିତ ସମନ୍ୱିତ କରୁଛି: ଡ. ଆଶୁତୋଷ ବିଶ୍ୱାସ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର, ୨୧/୦୬/୨୦୨୫: ଏମ୍ସ ଭୁବନେଶ୍ୱରରେ ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।!-->!-->!-->…