ଇଡି ଦ୍ୱାରା ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ରେଡ

ନ୍ୟାସନାଲ ହେରାଲ୍ଡ କେସକୁ ନେଇ ଇଡି ପ କ୍ଷରୁ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ରେଡ କରାଯାଇଛି । ପୂର୍ବରୁ ଇଡି ଏହି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଏମପି ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ବେଳେ ଆଜି ଦିଲ୍ଲୀର ବାହାଦୁର ଶାହା ଜଫର ମାର୍ଗ ସ୍ଥିତ…

ଦୁଗ୍ଧଚାହା ପିଇବାକୁ ଭଲ ପାଉଛନ୍ତି କି, ଜାଣନ୍ତୁ କଣ ଭୁଲ କରୁଛନ୍ତି ଏବଂ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଆମ ଦେଶରେ ଛୋଟ ପିଲାଠାରୁ ବୁଢା ପ ର୍ଯ୍ୟନ୍ତ ସମସ୍ତେ ଚାହା ପିଇବାକୁ ଭଲ ପାଇଥାନ୍ତି । ଦେଶରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଚାହା ଉପଲବ୍ଧ ହେବା ସହିତ ବିଭିନ୍ନ ଲୋକ ବିଭିନ୍ନ ସମୟରେ ଚାହା ପିଇଥାନ୍ତି । ଖାସ କରି ଦୁଗ୍ଧରେ ପ୍ରସ୍ତୁତ ଚାହା ପ୍ରାୟ ସମସ୍ତଙ୍କର ପସନ୍ଦ । ଆପଣ…

ଆସନ୍ତା କାଲି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ଓଡିଶାର ୨୬ଜଣ ବିଧାୟକ

ଆସନ୍ତା କାଲି ଓଡିଶାର ୨୬ଜଣ ବିଧାୟକ ଦୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ନ୍ଧନା ଜଣାଇବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେମାନେ ଅଗଷ୍ଟ ୩ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟିବାର ଯୋଜନା ରହିଛି । ବିଧାନସଭା ବାଚସ୍ପତ୍ତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ…

ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା କୁମ୍ଭୀର ଅଭୟାରଣ୍ୟ

କୁମ୍ଭୀରମାନଙ୍କର ପ୍ରଜନନ ସମୟ ପାଇଁ ମେ ମାସରୁ ଜୁଲାଇ ୩୧ ପର୍ଯ୍ୟନ୍ତ କୁମ୍ଭୀର ଅଭୟାରଣ୍ୟ ବନ୍ଦ ଥିଲା ବେଳେ ପର୍ଯ୍ୟଟକମାନଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲାଯାଇଛି । ଏଠାରେ ବିଳାସପୂର୍ଣ୍ଣ ରେସ୍ତୋରାଁ, ବ୍ୟାଟେରୀ ବୋଟର ବ୍ୟବସ୍ଥା ଏବଂ ନର୍ସରୀ ପରି ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହା ବ୍ୟତୀତ…

ଓଡିଶାର ଶିମିଳିପାଳରେ ବିରଳ କଳା ବାଘ

ଆର୍ନ୍ତଜାତୀୟ ବ୍ୟାଘ୍ର ଦିବସରେ ବାଘ ସଂଖ୍ୟା ଲୋପ ପାଉଥିବା ନେଇ ଚିନ୍ତା ବ୍ୟକ୍ତ କରୁଥିବା ସମୟରେ ଏକ ବିରଳ କଳା ବାଘର ଫଟୋ ସମସ୍ତଙ୍କୁ ଆଚମ୍ବିତ କରିଛି । ଓଡିଶାର ଶିମିଳିପାଳ ବାଘ ଅଭୟାରଣ୍ୟରେ ଏକ କଳା ମହାବଳ ବାଘର ଭିଡିଓ ଖୁବ ଭାଇରାଲ ହେଉଛି । ଭାରତୀୟ ବନ୍ୟ ସେବା ଅଫିସର ସୁଶାନ୍ତ ନନ୍ଦ…

ହତ୍ୟା ଧମକ ପରେ ସଲମାନ ଖାନଙ୍କୁ ବନ୍ଧୁକ ରଖିବାକୁ ମିଳିଲା ଲାଇସେନ୍ସ

ସଲମାନଙ୍କୁ ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ ପକ୍ଷରୁ ବନ୍ଧୁକ ରଖିବା ପାଇଁ ଲାଇଲେନ୍ସ ମିଳିଛି । ଗତ ଜୁନ ମାସରେ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ଏହା ପରେ ସଲମାନ ମୁମ୍ବାଇ ପୋଲିସ ଦ୍ୱାରସ୍ଥ ହୋଇଥିଲେ ଏବଂ ବର୍ତ୍ତମାନ ସେ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ…

ଇଡି ଦ୍ୱାରା ଶିବସେନା ନେତା ସଞ୍ଜୟ ରାଉତ ଗିରଫ

ରବିବାର ଦିନ ସାରା ଇଡି ପକ୍ଷରୁ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ପଚରାଉଚରା କରାଯାଉଥିବା ବେଳେ ମଧ୍ୟରାତ୍ରିରେ ଇଡି ପକ୍ଷରୁ ଗିରଫ କରାଯାଇଛି । ସେ ମୁମ୍ବାଇ ଚଲର ମନିଂ ଲେଣ୍ଡରି ତଥା ଟଙ୍କା ହେରଫେର ମାମଲାରେ ଜେଲ ଯାଇଥିବା ସୂଚନା ମିଳିଛି । ତାଙ୍କ ବିରୋଧରେ ପ୍ରାୟ ୧୦୩୪କୋଟି ଟଙ୍କାର ମନି…

କଳିଙ୍ଗ ଷ୍ଟାଡିୟମରେ ହେବ ଶିକ୍ଷକ ନିଯୁକ୍ତିର ଓରିଏନଟେସନ କାର୍ଯ୍ୟକ୍ରମ

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୬,୮୯୧କଳା, ବିଜ୍ଞାନ, ପିଇଟି ଏବଂ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଏହାର ଓରିଏନଟେସନ କାର୍ଯ୍ୟକ୍ରମର ପ୍ରସ୍ତୁତି କରାଯାଇଥିଲା । ଏଠାରେ ମୁଖ୍ୟ ମନ୍ତ୍ରୀ ନବନିଯୁକ୍ତ…

ସମୁଦାୟ ୬ଟି ପଦକ ହାସଲ କରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଷଷ୍ଠ ସ୍ଥାନ ହାସଲ

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରଉତ୍ତୋଳନକାରୀମାନେ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି କରିଛନ୍ତି । ପ୍ରଥମେ ମୀରାବାଇ ଚାନ୍ନୁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପରେ ୧୯ ବର୍ଷୀୟ ଜେରେମି ଲାଲରିନନୁଙ୍ଗା ୬୭ କିଗ୍ରା ପୁରୁଷ ବର୍ଗରେ, ଅଚିନ୍ତ ଶିଉଳି ମଧ୍ୟ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣପଦକ…

ପପ ସିଙ୍ଗର ସକୀରାଙ୍କୁ ୮ବର୍ଷ ଜେଲ ଦଣ୍ଡାଦେଶ

ଟାକ୍ସ ପେୟ ନକରିଥିବା ଅଭିଯୋଗରେ ଦେଷୀ ସାବ୍ୟସ୍ତ ହୋଇଥିବା ପପ ସିଙ୍ଗର ସକୀରାଙ୍କୁ ୮ବର୍ଷ ପାଇଁ ଜେଲ ଦଣ୍ଡାଦେଶ କରାଯାଇଛି । ସ୍ପେନର ଏକ କୋର୍ଟ ତାଙ୍କୁ ୨୪ ମିଲିୟନ ୟୁରୋ ଜୋରିମାନା ଦେବାକୁ ରାୟ ଦେଇଛନ୍ତି । ୨୦୧୨ରୁ ୨୦୧୪ ମଧ୍ୟରେ ସେ କୌଣସି ଟିକସ ଦେଇନଥିବା ଅଭିଯୋଗ ହୋଇଛି । ସକୀରା…