ଆମେରିକାରେ ସବୁ ରେକର୍ଡ ଭାଙ୍ଗିଛି କରୋନା, ଗତ ୨୪ ଘଂଟା ମଧ୍ୟରେ ୩୯୦୦ ରୁ ଅଧିକ ମୃତ୍ୟୁ
ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ଜନିତ ମୃତ୍ୟୁ ଏପର୍ଯ୍ୟନ୍ତର ସମସ୍ତ ରେକର୍ଡ ଭାଙ୍ଗିଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୩୯୦୦ ରୁ ଅଧିକ ମୃତ୍ୟୁ ଘଟିଛି। ଆମେରିକାରେ, କୋଭିଡ -୧୯ ରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ଘଟିଛି | କେବଳ ଏତିକି ନୁହେଁ,…