୩୪ କୋଟି ଟଙ୍କାର ଏହି ବିଳାସମୟ ଘରେ ରହିବେ ବିରାଟ-ଅନୁଷ୍କାଙ୍କ ଗେହ୍ଲି ଝିଅ

ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନର ବାପା-ମା’ ହୋଇଛନ୍ତି। ଅନୁଷ୍କା ଶର୍ମା ସୋମବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିରାଟ କହିଛନ୍ତି ଯେ ଅନୁଷ୍କା ଓ ତାଙ୍କ ନବଜାତ ଶିଶୁ କନ୍ୟା ସୁସ୍ଥ ଅଛନ୍ତି। ଖୁବ ଶୀଘ୍ର ସେମାନେ…

ଶୁଷ୍କ ଓ ରୁକ୍ଷ ଚେହେରାରୁ ପିଛା ଛଡ଼ାଇବାକୁ ଚାହୁଁଛନ୍ତି କି? ତେବେ ନିଶ୍ଚିତ ଆପଣାନ୍ତୁ ଏହି ଘରୋଇ ଉପଚାର

ଶୀତ ଋତୁରେ ଅନେକ ରୋଗର ଭୟ ରହିଥାଏ । କିନ୍ତୁ ଏହା ବ୍ୟତୀତ ଆମ ସ୍କିନ ମଧ୍ୟ ଏହି ଋତୁରେ ବହୁତ କଷ୍ଟ ପାଇଥାଏ | ଏହି ସମୟ ମଧ୍ୟରେ ଆମ ସ୍କିନ ଶୁଷ୍କ ଏବଂ ରୁକ୍ଷ ହେବା ସହିତ ଜୀବନହୀନ ହୋଇଯାଏ | ଶୀତଦିନର କୋହଲା ପବନ ଆମ ସ୍କିନରୁ ସମସ୍ତ କୋମଳତା ଛଡ଼ାଇନେଇଥାଏ| କିନ୍ତୁ ଆପଣ ଜାଣନ୍ତି କି…

National Youth Day 2021: ଆଜି ସମଗ୍ର ଦେଶ ପାଳନ କରୁଛି ଜାତୀୟ ଯୁବ ଦିବସ, ଜାଣନ୍ତୁ ଏହାର ଇତିହାସ

ଜାନୁଆରୀର ୧୨ ତାରିଖ ଦିନ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର | ଏହା କେବଳ ଏକ ସାଧାରଣ ତାରିଖ ନୁହେଁ | ଜାନୁଆରୀ ୧୨ ରେ ଭାରତର ସର୍ବଶ୍ରେଷ୍ଠ ଦାର୍ଶନିକ, ଆଧ୍ୟାତ୍ମିକ ଏବଂ ସାମାଜିକ ନେତାମାନଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ | ଆମ ଦେଶ…

ବ୍ୟାଡମିଂଟନ ତାରକା ସାଇନା ନେହୱାଲ କରୋନା ପଜିଟିଭ, ଥାଇଲ୍ୟାଣ୍ଡରେ ଖେଳୁଥିଲେ ଚାମ୍ପିୟନଶିପ

ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ କରୋନା ପଜିଟିଭ ଥିବା ଜଣାପଡିଛି। ସାଇନା ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡରେ ଅଛନ୍ତି, ଯେଉଁଠାରେ ତାଙ୍କୁ ବର୍ତ୍ତମାନ ଏକ ଡାକ୍ତରଖାନାରେ ପୃୃଥକ କରି ରଖାଯାଇଛି। କରୋନା ପଜିଟିଭ୍ ହେବା ପରେ ଏହା ସାଇନା ନେହୱାଲଙ୍କ ପାଇଁ ଏକ ବଡ଼…

ମାନସିକ ଚାପ ହ୍ରାସ କରିଥାଏ ନୀଳ ରଙ୍ଗ: ଅଧ୍ୟୟନ

ପ୍ରତି ୧୫ଜଣରେ ୫ଜଣ ଲୋକ ମାନସିକଚାପରେ ଆକ୍ରାନ୍ତ, ଆଜିର ସମୟରେ ସ୍ମାର୍ଟଫୋନ୍‌ରେ କିଛି ସମୟ ଅତିବାହିତ କରି ଲୋକେ ନିଜ ଚାପକୁ କମ୍ କରୁଥିବାର ମତ ଦେଇଛନ୍ତି। ବିଭିନ୍ନ ଆପ୍ଲିକେସନରେ ସମୟ କାଟିବା ସହ ଗେମ୍‌ ଖେଳିଲେ କେତେଜଣଙ୍କୁ ମଜା ଲାଗେ। ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସୋସିଆଲ୍…

ଆଜି ଅପରାହ୍ନରେ ଓଡ଼ିଶାରେ ପହଞ୍ଚିବ କୋଭିସିଲ୍ଡ ଭାକ୍‌ସିନ୍‌

ଓଡିଶା ଆସୁଛି କୋଭିଡ଼ ଟୀକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟୀକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟୀକା । ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟୀକାକରଣ ଆରମ୍ଭ ହେଉଥିବାବେଳେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ…

ଗତ ୨୪ ଘଂଟାରେ ଭାରତରେ ୧୨,୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୭ ମୃତ

ଗତ କିଛି ଦିନ ହେଲା ଭାରତରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୧୨ ହଜାର ୫୮୪ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୭୯ ହଜାର ଟପିଯାଇଛି ଓ ୧୬୭ ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର…

ଏହି ୬ ଟି ସୁପରଫୁଡ୍ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଶରୀର ରହିଥାଏ ଫିଟ୍

ଏକ ସନ୍ତୁଳିତ ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ମହିଳାମାନଙ୍କୁ ଗର୍ଭଧାରଣ ଏବଂ ଋତୁସ୍ରାବ ଭଳି ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ | ଏହି ଅବଧିରେ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ | ତେଣୁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପୁଷ୍ଟି ଆବଶ୍ୟକ କରନ୍ତି |…

ବାଥରୁମରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, ହୋଇଥାଏ ବାସ୍ତୁଦୋଷର କାରଣ

ମଣିଷ ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁର ପ୍ରଭାବ ଜୀବନ ଉପରେ ପଡିଥାଏ। ଘରର ଗାଧୁଆଘରେ ବାସ୍ତୁର ସବୁଠାରୁ ଅଧିକ ପ୍ରଭାବ ପଡିଥାଏ। ସେଥିପାଇଁ ଘଧୁଆଘରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯାହା ବାସ୍ତୁ ଦୋଷର କାରଣ ହେବ। ଗାଧୁଆଘରେ ଏହିସବୁ ବର୍ଜିତ କାମ ନ କଲେ…

ଦୁନିଆରେ ଏଭଳି ଏକ ଗାଁ ଯେଉଁଠାରେ ମାଟି ତଳେ ବାସ କରନ୍ତି ଲୋକେ, ରହିଛି ସମସ୍ତ ପ୍ରକାର ସୁବିଧା

ଅନେକ ସମୟରେ ଏପରି କିଛି କଥା ଓ ଜିନିଷ ଲୋକ ଲୋଚନକୁ ଆସିଥାଏ, ଯାହା ଶୁଣିବାକୁ ଓ ବିଶ୍ୱାସ କରିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଦିଲ୍ଲୀର କନନାଟ୍‍…