ସାବଧାନ ! ପେନ କିଲର ଖାଇବା ହୋଇପାରେ ବିପଦ୍ଜନକ, ଚେତାଇଲେ ବିଶେଷଜ୍ଞ
ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ପେନ୍ କିଲର୍ ଦେବା ବିପଜ୍ଜନକ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏସଏସ୍) ଏକ ଗାଇଡଲାଇନ ଜାରି କରି କ୍ରୋନିକ ପେନ୍ ସମୟରେ ପେନ୍ କିଲର୍ ନଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଏନଏସଏସ୍ କହିଛି ପେନ୍ କିଲର୍ ଭାବରେ ବ୍ୟବହୃତ…