ଦେଶରେ ବେଲଗାମ କରୋନା: ଗତ ୨୪ ଘଂଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ପଜିଟିଭ୍, ୩୯୮୦ ମୃତ

ସରକାର ଭାରତରେ କରୋନାଭାଇରସର ତୃତୀୟ ତରଙ୍ଗ (କୋଭିଡ୍ -୧୯) ଅପରିହାର୍ଯ୍ୟ ବୋଲି କହିବାର ଗୋଟିଏ ଦିନ ପରେ ଦେଶରେ ୪୧୨,୨୬୨ଜଣ ନୂଆ ଆକ୍ରାନ୍ତ ଏବଂ ୩,୯୮୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଭାରତର ମୋଟ ସଂକ୍ରମଣ ସଂଖ୍ୟା ୨୧,୦୭୭,୪୧୦ କୁ ବୃଦ୍ଧି ପାଇଛି ଏବଂ ଏହାର ମୃତ୍ୟୁ ସଂଖ୍ୟା ୨୩୦,୧୬୮ କୁ…

ସାବତ ପୁଅ ଶାହିଦ କପୁରଙ୍କ ସହ ଏଭଳି ଅଭିନେତ୍ରୀଙ୍କ ସମ୍ପର୍କ, କହିଲେ କିପରି ଥିଲା ପ୍ରଥମ ସାକ୍ଷାତ

ବଲିଉଡରେ ଅନେକ ପରିବାର ଅଛନ୍ତି ଯେଉଁଠାରେ ତାରକାମାନେ ନିଜ ସାବତ ମାଆଙ୍କୁ ମଧ୍ୟ ଭଲ ପାଆନ୍ତି | ଏଥିରେ ସାହିଦ କପୁରଙ୍କ ପରିବାର ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠାରେ ପରିବାର ସଦସ୍ୟଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡ ରହିଛି | ସାହିଦ କପୁରଙ୍କ ପିତା ତଥା ଅଭିନେତା-ଚଳଚ୍ଚିତ୍ର ନିର୍ମାତା ପଙ୍କଜ କପୁର…

ଏହି ତିନୋଟି ରାଶି ପାଇଁ ଖୁସି ଖବର, ଶନିଦେବଙ୍କ ପ୍ରକୋପରୁ ବହୁତ ଜଲଦି ମିଳିବ ମୁକ୍ତି

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ବିଶେଷ ମାନ୍ୟତା ଦିଆଯାଏ | ସାଧାରଣ ବିଶ୍ୱାସ ଅନୁଯାୟୀ, ଲୋକମାନେ ଶନି, ଶନିଙ୍କ ସାଢ଼େସାତୀ ଏବଂ ଶନିଙ୍କ ମହାଦଶା ନାମ ଶୁଣିବା ମାତ୍ରେ ଥରିବା ଆରମ୍ଭ କରନ୍ତି | ଲୋକମାନେ ଭାବିବା ଆରମ୍ଭ କରନ୍ତି ଯେ କାଳେ ଶନିଙ୍କ କୋପ ଦୃଷ୍ଟି ସେମାନଙ୍କ ଉପରେ ପଡ଼ିବା…

ମାସ୍କ ପିନ୍ଧିବା ଦ୍ବାରା ୮୭% ପର୍ଯ୍ୟନ୍ତ କମିଯାଏ ମୃତ୍ୟୁ ଆଶଙ୍କା :ଅଧ୍ୟୟନରେ ଖୁଲାସା

ମେଡିକାଲ ମାସ୍କ କରୋନା ମହାମାରୀକୁ ରୋକିବାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | ମାସ୍କ ଲଗାଇବା ଦ୍ବାରା ମୃତ୍ୟୁ ହେବାର ଆଶଙ୍କା ୮୭ ପ୍ରତିଶତ ହ୍ରାସ ପାଇଥାଏ | ଏହା ଆମେ କହୁନାହୁଁ ବରଂ ନୀକଟରେ କରାଯାଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନରେ ଏହା ଜଣାପଡ଼ିଛି | ଆମେରିକାର ଜାତୀୟ…

ହୃଦୟକୁ କିଭଳି ପ୍ରଭାବିତ କରୁଛି କରୋନା ଭାଇରସ? ଜାଣନ୍ତୁ

କରୋନା ମହାମାରୀ ସମୟରେ କୋଭିଡରେ ସଂକ୍ରମିତ ରୋଗୀ ହଠାତ ହୃଦଘାତର ଶିକାର ହେଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି। ପ୍ରସିଦ୍ଧ ଟିଭି ସାମ୍ବାଦିକ ରୋହିତ ସରଦାନା ଓ ଲୋକପ୍ରିୟ ସୀତାରବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କୋଭିଡ ଚିକିତ୍ସା…

ବୁଧବାର ଦିନ ଏହି ପାଂଚଟି କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ଆପଣଙ୍କ କ୍ଷତି

ବୁଧବାର ଦିନକୁ ଭଗବାନ ଗଣେଶଙ୍କ ଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଗଣପତି ମହାରାଜଙ୍କୁ ପୂଜା କରି ଲୋକଙ୍କ ସମସ୍ତ ପ୍ରକାର ଦୁଃଖ ଦୂର କରାଯାଇଥାଏ। କିନ୍ତୁ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ବୁଧବାର ଦିନ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ। ଏହି ଦିନରେ ଏହି ପାଂଚୋଟି କାର୍ଯ୍ୟ…

ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୮୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ : ୩୭୮୦ ଜଣ ମୃତ

ଦେଶରେ ବିଭିନ୍ନ ସ୍ଥାନରେ ଆଜିଠୁ ଆରମ୍ଭ ହୋଇଛି ଲକଡାଉନ୍ । ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ତାଲାବନ୍ଦର ନିଷ୍ପତ୍ତି । ଏପଟେ କମିବାର ନାଁ ନଉନି ସଂକ୍ରମଣ । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ ।…

କଣ ନାକରେ ଲେମ୍ବୁ ରସ ପକାଇଲେ ସତରେ ଦୂର ହୋଇଯିବ କରୋନା ? ଜାଣନ୍ତୁ ଭାଇରାଲ୍ ପୋଷ୍ଟର ସତ୍ୟତା

କରୋନା ଭାଇରସ ଦ୍ବିତୀୟ ଲହର ଯୋଗୁଁ ଭାରତରେ ପରିସ୍ଥିତି ଭୟଙ୍କର ରହିଛି। ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ରୋଗୀଙ୍କୁ ଦେଖିବାକୁ ମିଳୁଛି। ସଂକ୍ରମଣର ବୃଦ୍ଧି ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ମଧ୍ୟ ରହିଛି। ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଅନେକ ଘରୋଇ ଉପଚାର ଗ୍ରହଣ କରୁଛନ୍ତି |…

ଭାରତ ଏହି ତିନୋଟି ଫର୍ମୂଲା ଗ୍ରହଣ କଲେ ବନ୍ଦ ହୋଇଯିବ ସଂକ୍ରମଣର ଗତି: ଡା ଫାଉଚି

କରୋନା ଭାଇରସ ଦ୍ବିତୀୟ ଲହର ଦେଇ ସମଗ୍ର ଭାରତ ଗତି କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ବିପଦପୂର୍ଣ୍ଣ ଭାଇରସ କବଳିତ ହେଉଛନ୍ତି, ତେଣୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି | ଏହି ସମୟରେ ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ହ୍ବାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା…

କଙ୍ଗନା ରଣାୱତଙ୍କ ଟୁଇଟର ଆକାଉଂଟ ସସପେଣ୍ଡ , ପଶ୍ଚିମବଙ୍ଗ ହିଂସା ଉପରେ କରିଥିଲେ ବିବାଦୀୟ ଟୁଇଟ

ନିଜ ବୟାନ ଏବଂ ବିବାଦ କାରଣରୁ କଙ୍ଗନା ରଣାୱତଙ୍କ ଟୁଇଟର ଆକାଉଂଟକୁ ସସପେଣ୍ଡ କରିଦିଆଯାଇଛି। ସେ ଟୁଇଟର ନିୟମ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ ଯେ କଙ୍ଗନା ଗତ ତିନି ଦିନ ଧରି ବିବାଦୀୟ ଟୁଇଟ ହେତୁ ଚର୍ଚାରେ ରହିଛନ୍ତି। ଗତ ଦିନ ଅମ୍ଳଜାନ ଉପରେ କରାଯାଇଥିବା ଏକ ଟ୍ୱିଟ ଯୋଗୁଁ…