ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ନବୀନ ବାବୁ ପରାଜୟ ବରଣ କଲେ: ତନୟା ପଟ୍ଟନାୟକତନୟା ପଟ୍ଟନାୟକ

Share It

‘୨୦୨୪ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ ପରିବର୍ତ୍ତନର ସଂକେତ ମିଳିଥିଲା। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ନବୀନ ବାବୁ ପରାଜୟ ବରଣ କଲେ। ଏହି ବିଜୟ ବିଜେପିର ନୁହେଁ, ବରଂ ଲୋକମାନେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି!’- ତନୟା ପଟ୍ଟନାୟକ, ସମ୍ପାଦିକା- ସମ୍ବାଦ


Share It

Comments are closed.