କରୋନା ଲଢ଼େଇ ଦିଗରେ ଆଉ ଏକ ପଦକ୍ଷେପ, ଏବେ ଘରକୁ ଘର ଯାଇ ଦିଆଯିବ ଟିକା
କରୋନା ମହାମାରୀ ମାତ୍ ଦେବାକୁ ତୟାର କେନ୍ଦ୍ର ସରକାର । ସବୁପ୍ରକାର ପ୍ରସ୍ତୁତି କରିଛନ୍ତି ସରକାର । ଗତ କିଛିଦିନ ମଧ୍ୟରେ ଦେଶରେ ୧୦୦ କୋଟି ଟିକାକରଣ ଅଭିଯାନ କିର୍ତ୍ତୀମାନ ସ୍ଥାପନ ହୋଇଛି । ଆଗକୁ ଏହି ଟିଟାକରଣକୁ ବ୍ୟାପକ କରିବାକୁ ଡୋରୁ ଟୁ ଡୋର ଟିକାକରଣ ଅଭିଯାନ ଆରମ୍ଭ କରାଯିବ ।…