ଶତକ ହାସଲ କଲେ ମେସି
[vc_row][vc_column][vc_column_text]
[/vc_column_text][/vc_column][/vc_row][vc_row][vc_column][vc_single_image image=”637″ img_size=”full”][/vc_column][/vc_row][vc_row][vc_column][vc_column_text]ମେସି ବର୍ତ୍ତମାନ ପର୍ଯ୍ୟନ୍ତ ବାର୍ସେିଲୋନା ପାଇଁ ମୋଟ ୬୨୫ଟି ଗେମ ଖେଳି ୫୪୧ଟି ଗୋଲ ସ୍କୋର କରିଛନ୍ତି । ୧୨୩ଟି ଚାମ୍ପିୟନ୍ସ ଲିଗ ମ୍ୟାଚ ଖେଳି ସେ ୧୦୦ଟି ଗୋଲ ସ୍କୋର କରିଛନ୍ତି । ମୋଟ ଉପରେ ଦେଶ ଓ କ୍ଲବ ପାଇଁ ମେସି ୬୦୨ଟି ଗୋଲ ସ୍କୋର କରିଛନ୍ତି । ସେହି ପରି ମେସି ୪୪ଥର ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । କ୍ଲବ ଏବଂ ଦେଶ ପାଇଁ ମେସି ୨୪୭ଟି ଗୋଲର ସହାୟତା ପ୍ରଦାନ କରିଛନ୍ତି ।[/vc_column_text][/vc_column][/vc_row]
Comments are closed.