ସୁଖ-ସମୃଦ୍ଧି ବୃଦ୍ଧି ପାଇଁ ଘରେ ଲଗାନ୍ତୁ ଏହି ଦୁଇଟି ଗଛ, ଜାଣନ୍ତୁ ଏହାର ଫାଇଦା

Share It

ଗଛ-ଲତାର ଆମ ଜୀବନ ଉପରେ ବିଶେଷ ଭାବରେ ପ୍ରଭାବ ରହିଥାଏ। କେବଳ ପରିବେଶ ଶୁଦ୍ଧ ରହିଥାଏ ତାହା ନୁହେଁ ବଂର ସକାରତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥାଏ। ଏହା ସହିତ ଘରେ ସୁଖ-ସମୃଦ୍ଧି ଓ ଧନ-ସମ୍ପତ୍ତି ବୃଦ୍ଧି କରିଥାଏ। ଘରର ବଗିଚାରେ ଲଗାଇବ ପାରିବେ ଏହି ଏଭଳି ଦୁଇଟି ଗଛ, ଯାହା ଜୀବନରେ ସକାରତ୍ମକ ପ୍ରଭାବ ପକାଇଥାଏ। ଏହି ଦୁଇଟି ଗଛ ହେଲା ଅଶୋକ ଓ ଅଁଳା। ଅଶୋକ ଗଛ ନିଶ୍ଚିତ ଭାବରେ ନିଜରେ ଘରେ ଲଗାନ୍ତୁ। ଏହି ଗଛ ବଡ ହେବାପରେ ଦେଖିବାକୁ ଖୁବ୍ ସୁନ୍ଦର ଲାଗିଥାଏ ଓ ଘରୁ ଦୁଃଖ ଦୂର କରିବା ସହ ସୁଖ ଆଣିଥାଏ। ଦ୍ବିତୀୟ ଗଛଟି ହେଲା ଅଁଳା। ହିନ୍ଦୁ ଧର୍ମରେ ଅଁଳା ଗଛର ପୂଜା କରାଯାଇଥାଏ। ଏଭଳି କୁହାଯାଏ ଯେ, ଅଁଳା ଗଛର ମୂଳରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଅଁଳା ଗଛକୁ ଖୁବ୍ ପବିତ୍ର ଓ ଶୁଭ ବୋଲି ମନେକରାଯାଏ। ଘରେ ଅଁଳା ଗଛ ଲଗାଇବା ଅର୍ଥ ଘରେ ଭଗବାନଙ୍କର ବାସ।


Share It

Comments are closed.