ଭାଲେନ୍‌ଟାଇନ୍ସ ଡେ’ରେ ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡସ୍‌ର ଆକର୍ଷଣୀୟ କଲେକ୍ସନ


ଭୁବନେଶ୍ୱର: ଚଳିତ ଭାଲେନ୍‌ଟାନ୍ସ ଡେ ଉପଲକ୍ଷେ ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍ ପକ୍ଷରୁ ଆକର୍ଷଣୀୟ କଲେକ୍ସନ ଗୁଡ଼ିକର ସମ୍ଭାର ବର୍ତ୍ତମାନ ବଜାରରେ ଉପଲବ୍ଧ । ଏହି ପ୍ଲାଟିନମ୍ ବ୍ୟାଣ୍ଡ୍‌ଗୁଡିକ ସଙ୍କଟ ସମୟରେ ଷ୍ଟ୍ର୍‌ଙ୍ଗର୍‌ଇନ୍‌ଲଭ୍‌ରେ ବିକଶିତ ହୋଇଥିବା ଏବଂ ଶକ୍ତି,ସ୍ଥିରତା, ସମାନୁଭୂତି ଓ ଆଶାବାଦିତା ସହିତ ଖୁବ୍ ଆକର୍ଷଣୀୟ ହୋଇପାରିଛିି । ଏହାର ଡିଜାଇନ ବର୍ଣ୍ଣନାରେ, ଜିଓମେଟ୍ରିକ ୍‌ଡିଜାଇନ୍‌, ସୂକ୍ଷ୍ମ ମାର୍କିଙ୍ଗ୍‌, ଜଟିଳ ଶୈଳୀ, ସ୍ୱଚ୍ଛ ଲାଇନ୍‌, ମୂଲ୍ୟବାନ ପଥର ଓ ଟୁ-ଟୋନ୍‌ଡ ପିସ୍ ଆଦି ସାମିଲ ଥିବାବେଳେ ଏହା ଦମ୍ପତି ମାନଙ୍କ ଅନନ୍ୟ ସମ୍ପର୍କର ଯାତ୍ରାକୁ ପାଳନ କରିଥାଏ । ଏହି କଲେକ୍ସନ ଗୁଡ଼ିକ ଭାରତର ୧୨୦୦ରୁ ଅଧିକ ଅଗ୍ରଣୀ ଅଳଙ୍କାର ଷ୍ଟୋର୍‌ରେ ଉପଲବ୍ଧ ହେଉଛି ।
ଏହି ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡଗୁଡିକର ତରଙ୍ଗିତ ପୃଷ୍ଠଭୂମିଗୁଡିକ ଏକ ବିରଳ ପ୍ରେମ କିଭଳି ସବୁ ବାଧାବିଘ୍ନର ସାମ୍‌ନା କରିପାରିଥାଏ ଓ ଏହି ମୂହୁର୍ତ୍ତ ଗୁଡିକୁ ସବୁଦିନ ପାଇଁ ସ୍ମରଣୀୟ କରିବା ପାଇଁ ମାଇଲଖୁଂଟରରେ ପରିଣତ କରିପାରିଥାଏ ତାହାକୁ କ୍ୟାପ୍‌ଚର କରିଛି । ପ୍ଲାଟିନମ୍‌ରେ ଜଟିଳ ଭାବେ ନିର୍ମିତ ଏହି ଲଭ୍ ବ୍ୟାଣ୍ଡଗୁଡିକରେ ଡାଇମଣ୍ଡ ମୋଟିଫ୍ ସାମିଲ ରହିଛି ଯାହାକି ଦୃଢଭାବେ ସ୍ଥାନିତ କରାଯାଇଛି । ପ୍ଲାଟିନମ୍ ନିଜର ଅନ୍ତର୍ନିହିତ ଶକ୍ତି ଓ ଘନତା ସହିତ ହୀରା ଓ ଜେମ୍‌ଷ୍ଟୋନ୍‌ଗୁଡିକ ଉପରେ ଅତ୍ୟଧିକ ଦୃଢତା ପ୍ରଦାନ କରିଥାଏ ଏବଂ ଯୁଗ ଯୁଗ ପାଇଁ ମଜଭୁତ ଗ୍ରିପ୍‌ରେ ସେଗୁଡିକୁ ସୁରକ୍ଷିତ ରଖିଥାଏ ।
ଏହି ଲଭ୍ ବ୍ୟାଣ୍ଡ ଗୁଡିକରେ ଥିବା ଲାଇନ୍‌ଗୁଡିକ କିଭଳି ଆପଣ ଦୁଇ ଜଣ ମିଶି ଯେକୌଣସି ସ୍ଥିତିରୁ ବାହାରି ସୁରକ୍ଷିତ କୂଳ ଆଡକୁ ବାଟ ବାହାର କରିପାରିବ ତାହାର ପ୍ରତିନିଧିତ୍ୱ କରିଥାଏ । ଉକ୍ତ ବ୍ୟାଣ୍ଡରେ ସୁନ୍ଦରଭାବେ ତିଆରି ହୋଇଥିବା ଏହାର ସମ୍ବଦ୍ଧଶୀଳ ଜାଲି କାର୍ଯ୍ୟ ଆପଣ ପରସ୍ପରର ଜୀବନରେ ଆଣୁଥିବା ସୁସଙ୍ଗତିର ପ୍ରତିନିଧିତ୍ୱ କରିଥାଏ । ଏହାର ବୃତାକାର, ସଲିଟାୟାର ମୋଟିଫ୍‌ଗୁଡିକ ପ୍ଲାଟିନମ୍‌ର ପ୍ରାକୃତିକ ଧଳା ରଙ୍ଗ ବିରୁଦ୍ଧରେ ଉଜ୍ଜ୍ୱଳ ଭାବେ ଆଲୋକିତ ହୋଇଥାଏ । ଏକାଠି ଆଲୋକିତ ହେବା ପାଇଁ ପରସ୍ପରକୁ କିଭଳି ପ୍ରେରିତ କରନ୍ତି ସେଗୁଡିକ ତାହାର ପ୍ରତୀକ ଅଟନ୍ତି ।


Share It

Comments are closed.