କଲ୍ୟାଣ ଜୁଏଲର୍ସର ମନ୍ଦିର ଗହଣା ସମ୍ଭାର: ୪-ସ୍ତରୀୟ ପ୍ରତିଶ୍ରୁତି ସହ ପରମ୍ପରାକୁ ଆପଣେଇବା
ଭୁବନେଶ୍ୱର: ମନ୍ଦିର ଗହଣା ହେଉଛି ଏକ ଆକର୍ଷଣୀୟ ଓ ସୂକ୍ଷ୍ମ ଷ୍ଟାଇଲ୍ର ହାତ ତିଆରି ଗହଣା ଯାହାର ସମ୍ପର୍କ ଦକ୍ଷିଣ ଭାରତର ନବମ ଶତାବ୍ଦୀ ଇତିହାସ ସହ ଜଡିତ । ଯଦିଓ ପାରମ୍ପରିକ ଭାବେ ଏହି ଗହଣାଗୁଡ଼ିକୁ ଦେବାଦେବୀ କିମ୍ବା ରାଜ ପରିବାରରେ ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ତାହା!-->…