Fertility Health – ପ୍ରଜନନ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ଡିଭାଇସଗୁଡ଼ିକର ଅତ୍ୟଧିକ ବ୍ୟବହାର
ଭୁବନେଶ୍ୱର : Fertility Health୨୦ରୁ ୨୯ ବର୍ଷ ବୟସ ମଧ୍ୟରେ ଥିବା ଦମ୍ପତିମାନଙ୍କ ଠାରେ ଗର୍ଭଧାରଣ ସମସ୍ୟା ଦେଖାଦେବା ଅତ୍ୟନ୍ତ ସାଧାରଣ କଥା । ମାତ୍ର ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ, ବନ୍ଧ୍ୟାପଣ କେବଳ ବୟସ ବୃଦ୍ଧିର ଏକ ସମସ୍ୟା ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱବ୍ୟାପୀ…