ସାଓମିର ରେଡମି ନୋଟ୍ ୫ ପ୍ରୋ ଉନ୍ମୋଚିତ
ଭୁବନେଶ୍ୱର: ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାଓମି ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ରେଡ୍ମି ନୋଟ୍ ୫ ପ୍ରୋକୁ ଉନ୍ମୋଚନ କରାଯାଇଛି । ବାପୁଜୀ ନଗରସ୍ଥିତ ଲକ୍ଷ୍ମୀ ମୋବାଇଲରେ ଏହାକୁ ଉନ୍ମୋଚନ କରାଯା ଇଛି । ସାଓମିର ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ଅମିତ ପଣ୍ଡା, ସହର…