Browsing Tag

manoranjan-latest

ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଫରହାନ୍-ଶିବାନୀ

ଫରହାନ ଅଖତର ଆଜି ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ। ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ସାତ ଜନ୍ମର ହେବାକୁ ଯାଉଛନ୍ତି । ଏଥିରେ ତାଙ୍କ କେବଳ ପୁରା ପରିବାର ଏବଂ ନିକଟତର ବନ୍ଧୁ ସାମିଲ ରହିବେ। ସୂଚନା ଅନୁଯାୟୀ ଫରହାନ ଅଖତର ଓ ଶିବାନୀ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ସଲମାନ ଖାନ ଙ୍କ ଗେହ୍ଲୀ ଭଉଣୀ ଅର୍ପିତା ଖାନ୍‌ ଶର୍ମା, ମୂଲ୍ୟ ଜାଣିଲେ ପଡ଼ିଯିବ…

ସଲମାନ ଖାନଙ୍କ ସାନ ଭଉଣୀ ଅର୍ପିତା ଖାନ ଶର୍ମା ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଥିବା ଜଣାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୧୦ କୋଟି ଟଙ୍କା ହୋଇଥିବା ଜଣାଯାଇଛି । ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତାଙ୍କୁ ବହୁତ ଭଲ ପାଆନ୍ତି । ଏହା କାହାକୁ ଅଛପା ନାହିଁ । ପିଲାଦିନରୁ…

ବିଜୟ ଦେବରାକୋଣ୍ଡାଙ୍କ ସହ ଡେଟିଂ ଗୁଜବ ମଧ୍ୟରେ ତାଙ୍କ ବିବାହ କଥା କୁ ନେଇ ମୁହଁ ଖୋଲିଲେ ରଶ୍ମିକା ମନ୍ଦନା

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଜଣାଶୁଣା କପଲ ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦନା ଦୀର୍ଘ ଦିନ ଧରି ଡେଟିଂ କରୁଥିବା ଅନୁମାନ କରାଯାଉଛି। ପରଦାରେ ସେମାନେ ସବୁଠାରୁ ପ୍ରିୟ ସେଲିବ୍ରିଟି ଯୋଡିମାନଙ୍କ ମଧ୍ୟରୁ ଅନ୍ୟତମ, ଯେହେତୁ ଆମେ ସମସ୍ତେ ଗୀତା ଗୋବିନ୍ଦମ୍ ଏବଂ…

ଦ‌‌କ୍ଷିଣର ଏହି ସୁପର ଷ୍ଟାରଙ୍କ ସହ କାମ କରିବାକୁ ଚାହାଁନ୍ତି ଦୀପିକା ପାଦୁକୋନ

ନିଜ ବାଜିରାଓଙ୍କୁ ଛାଡି ସାଉଥ ସୁପରଷ୍ଟାରଙ୍କ ପାଇଁ ପାଗଳ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା। ସ୍ୱାମୀ ରଣବୀର ସିଂହଙ୍କୁ ଛାଡି ଏବେ ଜୁନିଅର ଏନ୍‌ଟିଆର୍‌ଙ୍କ ପାଇଁ ପ୍ରେମରେ ପଡିଛନ୍ତି ଦୀପିକା ପାଦୁକୋନ୍‌। ସମସ୍ତଙ୍କ ସାମ୍ନାରେ ସେ ଜୁନିଅର ଏନ୍‌ଟିଆର୍‌ଙ୍କୁ ନେଇ ଏଭଳି ଖୁଲାସା କରିଛନ୍ତି।…

ବିଶାଲଙ୍କ ସହ ନିର୍ବନ୍ଧକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ଦେବୋଲିନା ଭଟାଚାର୍ଯ୍ୟ

ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ତଥା ଗୋପି ବହୁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ବୟଫ୍ରେଣ୍ଡ ବିଶାଲ୍‌କୁ ନେଇ । ନିକଟରେ ସେ ନିଜର ସୋସିଆଲ୍ ମିଡିଆରେ ସାଇଟ୍ ରେ ଏପରି ଏକ ପୋଷ୍ଟ୍ କରିଥିଲେ ଯେଉଁଥିରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି…

ବାଦଶାହଙ୍କ ଠାରୁ ନେହା କକ୍କଡ଼ଙ୍କ ପର୍ଯ୍ୟନ୍ତ, ଗୋଟିଏ ଗୀତ ରେକର୍ଡ କରିବା ପାଇଁ ଏତେ ମୋଟା ଫିସ ନିଅନ୍ତି ଏହି…

ଆଜିର ଅନେକ ଲୋକପ୍ରିୟ ଗାୟକଙ୍କ ମଧ୍ୟରେ ଶ୍ରେୟା ଘୋଷାଲ, ନେହା କକ୍କଡ଼, ବାଦଶାହ ପ୍ରମୁଖ ଅନ୍ତର୍ଭୁକ୍ତ | କିନ୍ତୁ ଆପଣ ଜାଣନ୍ତି କି ଏହି ଗାୟକମାନେ ଏକ ଗୀତ ରେକର୍ଡିଂ ପାଇଁ କେତେ ଚାର୍ଜ କରନ୍ତି? ତେବେ ଆସନ୍ତୁ ଜାଣିବା | ୧.ନେହା କକ୍କଡ଼: ଏକ ରିପୋର୍ଟ ଅନୁଯାୟୀ, ଗାୟକ ନେହା କକ୍କଡ଼…

କୌଣସି ବିଳାସପୂର୍ଣ୍ଣ ମହଲଠାରୁ କମ ନୁହେଁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ: ଦାମ ଶୁଣିଲେ…

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ରହିଛି। ସାଉଥର ଏହି ସୁପରଷ୍ଟାର ଏବେ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ଚାରିଆଡେ ତାଙ୍କର ଫିଲ୍ମ , ଗୀତ ଏବଂ ଷ୍ଟାଇଲକୁ ଚର୍ଚ୍ଚା ଚାଲିଛି। କିନ୍ତୁ ସମସ୍ତ ଜାଣିଛନ୍ତି କି ତାଙ୍କ ଘର କୌଣସି ବଙ୍ଗଳା ଠାରୁ କମ୍‌ ନୁହେଁ ।…

ଜାନୁଆରୀ ୨୭ ରେ ଗୋଆରେ ବିଉ ସୁରଜ ନାମ୍ବିଆରଙ୍କ ସହ ପଡ଼ିବ ମୌନି ରୟଙ୍କ ହାତଗଣ୍ଠି: ରିପୋର୍ଟ

ଗତ କିଛି ଦିନ ହେବ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବିବାହର ଋତୁ ଚାଲିଛି । ଟେଲି ଜଗତରୁ ଆରମ୍ଭ କରି ଫିଲ୍ମର ଅନେକ ତାରକା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏହି ସବୁ ଲିଷ୍ଟରେ ବର୍ତ୍ତମାନ ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ମୌନି ରାୟଙ୍କ ନାମ ଆଗକୁ ଆସିଛି । ଖବର ଆସିଛି ଯେ ସେ ମଧ୍ୟ ଖୁବ୍…

ଏହି କାରଣରୁ ଫଳ ବିକାଳିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଗୌହର ଖାନ, ୟୁଜର କଲେ ପ୍ରଶଂସା

ଅଭିନେତ୍ରୀ ଗୌହର ଖାନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି । ତାଙ୍କର ଓ ତାଙ୍କ ସ୍ବାମୀଙ୍କ ସହ କିଛି ନା କିଛି ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ସେ ବିଗ୍ ବସ୍ -୭ର ର ବିଜେତା ହୋଇଥିଲେ । ଏହାରି ମଧ୍ୟରେ ଭୋପାଳର ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ମହିଳା ଏକ…

ବିବାହ ପରେ ପ୍ରଥମ ଥର ଏହି ଫିଲ୍ମରେ ଏକାଠି ସ୍କ୍ରିନ ସେୟାର କରିବେ ନ୍ୟୁଲି ୱେଡ ଭିକି କ୍ୟାଟ୍ରିନା

ବଲିଉଡର ଚର୍ଚ୍ଚିତ ଯୋଡି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବିବାହ ପର ଠାରୁ ଦୁହେଁ ଖୁବ୍‌ ଚର୍ଚ୍ଚାକୁ ଆସିଛନ୍ତି । ହେଲେ ବର୍ତ୍ତମାନ ଦୁହିଁଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବିବାହ ପରେ ଅଭିନେତା ଭିକି ଓ କ୍ୟାଟ୍ରିନାଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରୁଥିବାର…