Browsing Tag

manoranjan-latest

ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଏମସି: ପ୍ରତିରକ୍ଷା ପାଇଁ ହାଇକୋର୍ଟ ଯିବେ ଅଭିନେତା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନରେ ବିଏମସି ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଛି। ବିଏମସି ଅଭିଯୋଗ କରିଛି ଯେ ସୋନୁ ସୁଦ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି। ଏହି ପ୍ରସଙ୍ଗରେ ଏକ ଅଭିଯୋଗ ଦାଖଲ କରାଯାଇଛି। ବିଏମସି ସୋନୁଙ୍କ…

ଭାରତୀୟ ଦୂତାବାସ ନିକଟରେ ୫୧୨ କୋଟି ମୂଲ୍ୟର ଘର କିଣିଲେ BTS ସିଙ୍ଗର ଜୁଙ୍ଗକୁକ୍‌

ଦୁନିଆର ସବୁଠୁ ଚର୍ଚ୍ଚିତ କେ-ପପ୍ ବା କୋରିଆନ ପପ୍ ଗ୍ରୁପ ବିଟିଏସ୍‌ ସିଙ୍ଗର ପୁଣି ଥରେ ଚର୍ଚ୍ଚାରେ। ଟ୍ରାଇମେଜ୍‌ କମ୍ପଲେକ୍ସ ଆପାର୍ଟମେଣ୍ଟ ବିକ୍ରି କରିବା ପରେ ଜୁଙ୍ଗକୁକ୍‌ ଏବେ ଏକ ନୂଆ ଘର କିଣିଛନ୍ତି। ଦକ୍ଷିଣ କୋରିଆର ଆଇଟେଓ୍ବନରେ ସେ ଏକ ଦାମୀ ଘର କିଣିଛନ୍ତି। ତାଙ୍କୁ ଏବଂ ତାଙ୍କ…

ଅସୁସ୍ଥ ହୋଇ ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ

ଖ୍ୟତନାମା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ଅସୁସ୍ଥ।ତାଙ୍କୁ ହାଇଦ୍ରାବାଦସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଜନିତ କାରଣରୁ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ।ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ନିକଟରେ ଏକ ପରୀକ୍ଷା ବେଳେ ତାଙ୍କର କୋଭିଡ୍…

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନା ଆକ୍ରାନ୍ତ, ଟୁଇଟ କରି ଦେଲେ ସୂଚନା

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ରକୁଲ ପ୍ରୀତ୍ ସିଂହ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଟ୍ବିଟ୍ କରି ସେ ଲେଖିଛନ୍ତି, ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ହୋମ…

ମୁମ୍ବାଇ କ୍ଲବରେ ଚଢ଼ାଉ, ସୁରେଶ ରାଇନା-ଗୁରୁ ରାନ୍ଧୱାଙ୍କ ସମେତ ଅନେକ ତାରକା ଗିରଫ

ମହାରାଷ୍ଟ୍ରର ମୁମ୍ବାଇରେ କରୋନା ନିୟମ ଉଲ୍ଲଂଘନ କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁମ୍ବାଇର ଏକ କ୍ଲବରେ ପାର୍ଟି କରୁଥିବା ବେଳେ ପ୍ରାୟ ୩୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଗିରଫ ହୋଇଥିବା ୩୪ ଜଣଙ୍କ…

ଆକ୍ସନ୍ ସିନରେ ସୋନୁ ସୁଦଙ୍କ ଉପରକୁ ହାତ ଉଠାଇବାକୁ ମନା କରିଦେଲେ ଚିରଞ୍ଜୀବୀ, ଏହା ପଛରେ ରହିଛି ଏକ ବିଶେଷ କାରଣ

ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ ଲାଇମଲାଇଟକୁ ଆସିଥିଲେ। ସେ ଶହ ଶହ ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ସହାୟତା ପ୍ରକ୍ରିୟା ଏବେ ଜାରି ରହିଛି। ସୋନୁଙ୍କ ଏହି କାର୍ଯ୍ୟ ସହିତ ସେ ଲୋକମାନଙ୍କ ମଧ୍ୟରେ ମସିହା ଭାବରେ ଉଭା ହେଲେ | ସମସ୍ତେ ତାଙ୍କୁ ପ୍ରଶଂସା…

ପିଛା ଛାଡ଼ୁନି ଡ୍ରଗ୍ସ ମାମଲା : ଯାଞ୍ଚ୍‌ ପାଇଁ ମୁମ୍ବାଇସ୍ଥିତ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଅଭିନେତା ଅଜୁର୍ନ…

ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପ୍ରଶ୍ନର ସାମ୍ନା କରିବାକୁ ମୁମ୍ବାଇର ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବଲିଉଡ୍‌ ଅଭିନେତା ଅଜୁର୍ନ ରାମ୍ପାଲ। ଅଜୁର୍ନଙ୍କୁ ଡିସେମ୍ବର ୧୬ରେ ଏନ୍‌ସିବି କାର୍ଯ୍ୟାଳରେ ପହଞ୍ଚିବାକୁ ପୂର୍ବରୁ କୁହଯାଇଥିଲା। ସେ ନିଜର…

ଦାମୀ କାର ଛାଡି ଅଟୋରେ ଯାତ୍ରା କରୁଛନ୍ତି ସନ୍ନି ଲିଓନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ ଜୀବନଶୈଳୀ ହେତୁ ସବୁବେଳେ ହେଡଲାଇନରେ ରହିଥା’ନ୍ତି | ଏହି ସମୟରେ ଅଭିନେତ୍ରୀ ସନ୍ନି ଲିଓନ ମଧ୍ୟ କିଛି ଏଭଳି କରିଛନ୍ତି ଯାହାକୁ ନେଇ ବହୁତ ଚର୍ଚା ଚାଲିଛି । ସନ୍ନିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…

ଗୋଆ ଆନ୍ତର୍ଜାତିୟ ଫିଲ୍ମ ଫେଷ୍ଟିଭାଲ ପାନୋରମାରେ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଓଡ଼ିଆ ଫିଲ୍ମ ‘କାଲିର…

ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ସୂଚନା…

ପୁଣି ଥରେ ଆଇସିୟୁରେ ଭର୍ତ୍ତି ହେଲେ ଆଶିକି ଫେମ୍ ରାହୁଲ ରାୟ

କିଛିଦିନ ତଳେ ଫିଲ୍ମ ‘ଏଲଏସି-ଲିଭ ଦ ବ୍ୟାଟଲ୍’ ସୁଟିଂ ସମୟରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିବା ଆଶିକୀ ଫେମ୍ ରାହୁଲ୍ ରାୟ ଧୀରେ ଧୀରେ ଠିକ୍ ହେଉଛନ୍ତି। ତଥାପି ତାଙ୍କ ଲକ୍ଷଣ ଡାକ୍ତରଙ୍କ ଚିନ୍ତାର କାରଣ ହୋଇଛି। ତାଙ୍କ ଚିକିତ୍ସା ଓ୍ବାକହାର୍ଡ଼ ହସ୍ପିଟାଲରେ ଚାଲିଛି। ପୁଣି ଥରେ ଶୁଣିବାକୁ…