୩୦ କିଲୋ ଓଜନ କମାଇଲେ ରାମ କପୁର, ଜାଣନ୍ତୁ ତାଙ୍କ ଡାଏଟ୍ ପ୍ଲାନ୍
ପ୍ରସିଦ୍ଧ ଟିଭି ଅଭିନେତା ରାମ କପୁର ତାଙ୍କ ଅଭିନୟ ପାଇଁ ସର୍ବଦା ଆଲୋଚନାରେ ରହିଆସିଛନ୍ତି। କିନ୍ତୁ ସେ ତାଙ୍କର ଟ୍ରାନ୍ସଫର୍ମେସନ୍ରେ ଲୋକଙ୍କୁ ବହୁତ ପ୍ରଭାବିତ କରିଛନ୍ତି। କେବେ ଗୋଲ୍-ମଟଲ୍ ଦେଖାଯାଉଥିବା ରାମ କପୁରଙ୍କ ଚେହେରା ବହୁତ ବଦଳି ଯାଇଛି। ଏଥିପାଇଁ ରାମ କପୁର କଠିନ ପରିଶ୍ରମ…