ସିଭିଲ ସର୍ଭିସ ଭଳି ପରୀକ୍ଷାରେ ଉତୀର୍ଣ୍ଣ ହେଲେ କେରଳର ଏହି କୁଲି, ବେଶ ପ୍ରେରଣାଦାୟୀ ତାଙ୍କ ସଫଳତାର କାହାଣୀ
ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ପୁସ୍ତକ ଦ୍ୱାରା ଘେରି ରହିବା ଏକ ନିତ୍ୟ ବ୍ୟବହାର୍ଯ୍ୟ ବିଷୟ, କିନ୍ତୁ କେରଳ ଜନସେବା ଆୟୋଗର ଲିଖିତ ପରୀକ୍ଷାକୁ କ୍ରାକ କରିଥିବା କୁଲି ଶ୍ରୀନାଥ କେ ଙ୍କର କାହାଣୀ ନିଆରା । କେବଳ ଗୋଟିଏ ସ୍ମାର୍ଟଫୋନ ଏବଂ ମାଗଣା ୱାଇ ଫାଇର ବ୍ୟବହାର କରି ସିଭିଲ ସର୍ଭିସ…