Browsing Tag

latest

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ, ଧାର୍ମିକ ଭାବନାକୁ ଆଘାତ ଦେବାର ଆରୋପ

ପାତାଲ ଲୋକ’ୱେବ ସିରିଜର ବିବାଦ ଜୋର ଧୋରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ ଓ ନିର୍ମାତା ଅନୁଷ୍କା ଶର୍ମାଙ୍କର ନୂଆ କ୍ରାଇମ ଥ୍ରୀଲର ୱେବ ଟେଲିଭିଜନ ସିରିଜ -ପାତାଲ ଲୋକ’, ଯାହାକି ଚଳିତ ମେ ୧୫ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରଦର୍ଶିତ ହୋଇଥିଲା ଏବଂ ବର୍ତମାନ ଏହାର ରିଲିଜ ସମୟରୁ ହିଁ ଏହା…

ଏବେ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ କରିପାରିବେ ଏଲପିଜି ଗ୍ୟାସ ବୁକିଙ୍ଗ..

ଏବେ ଆପଣଙ୍କୁ ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ପାଇଁ ଆଉ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ ସହଜରେ ଗ୍ୟାସ ବୁକିଙ୍ଗ କରିପାରିବେ । ଅସଲରେ ବତର୍ମାନ ଚାଲିଥିବା କରୋନା ଭାଇରସ ମଧ୍ୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସମସ୍ତ କମ୍ପାନୀଗୁଡ଼ିକ…

ସୋନୁ ସୁଦଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି, ଯୋଗୀ ସରକାରଙ୍କୁ କଂଗ୍ରେସର ବ୍ୟଙ୍ଗ-‘ଅଭିନେତା ୟୁପିରେ ଥିଲେ ଜେଲରେ…

ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜି ଆଗକୁ ଆସିଛନ୍ତି । ଗତ କିଛିଦିନ ହେବ ସୋନୁ ସୁଦ ଲକ୍‌ଡାଉନ ଯୋଗୁଁ ଫସିରହିଥିବା ଶ୍ରମିକମାନଙ୍କୁ ଘରେ ପହଂଚାଇବା ପାଇଁ ସବୁସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ସୋନୁ ସୁଦ ନିଜ ସାଙ୍ଗ ନୀତି ଗୋୟଲଙ୍କ ସହିତ ମିଶି ‘ଘର…

ଅନଲାଇନ କ୍ଲାସରେ ପାକିସ୍ତାନର ଉଦାହରଣ ଦେଇ ନାଉନ ପଢ଼ାଉଥିବା ଶିକ୍ଷୟତ୍ରୀ ଶାଦବ ଖାନମ ନିଲମ୍ବିତ

ଶନିବାର ଗୋରଖପୁରର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଜିଏନ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟତ୍ରୀ ଶାଦବ ଖାନମ୍‌ଙ୍କ ଦ୍ୱାରା ହ୍ୱାଟ୍ସଆପରେ ଅନଲାଇନ କ୍ଳାସରେ ପାକିସ୍ତାନର ମହିମା ମଣ୍ଡନ କରୁଥିବା କିଛି ଉଦାହରଣ ଦେଇ ପାଠ ପଢ଼ାଇବାକୁ ନେଇ ଅନେକ ହଙ୍ଗାମା ଦେଖାଦେଇଥିଲା । ଆପଣଙ୍କୁ ଜଣାଇଦେଉଛୁ ଯେ ଗତ…

ମନୁଷ୍ୟ ଉପରେ ଔଷଧ ପରୀକ୍ଷଣର ଘୋଷଣା କଲା ଆମେରିକା କମ୍ପାନୀ, ଏହି ବର୍ଷ ଔଷଧ ଆଣିବାର ଆଶା ବ୍ୟକ୍ତ କଲେ

କରୋନା ଭାଇରସର ପ୍ରକୋପ ସହ ମୁକାବିଲା କରିବା ପାଇଁ ସାରା ବେଜ୍ଞାନିକ ଏବଂ ଗବେଷକ ଏହି ରୋଗର ଔଷଧ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହା ମଧ୍ୟରେ ଆମେରିକାର ଏକ ବାୟୋଟେକ୍ନୋଲୋଜି କମ୍ପାନୀ, ଅଷ୍ଟ୍ରେଲିଆରେ କରୋନା ଭାଇରସ ସଂକ୍ରମଣ ଔଷଧର ପରୀକ୍ଷଣ ମନୁଷ୍ୟ ଉପରେ ଆରମ୍ଭ କରିବାର ଘୋଷଣା କରିଛି…

ଆର ପାରିରେ ମହାନ ହକି ଖେଳାଳୀ ତଥା ତିନିଥର ଅଲମ୍ପିକ ଗୋଲ୍ଡ ବିଜେତା ବଲବିର ସିଂହ

ପୂର୍ବ ହକି କ୍ୟାପ୍ଟେନ ଏବଂ ତିନିଥର ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ରହିଥିବା ୯୬ ବର୍ଷୀୟ ବଲବିର ସିଂହ ଆଉ ଆମ ଗହଣରେ ନାହାନ୍ତି । ସକାଳ ୬ଟା ବାଜି ୧୭ମିନିଟରେ ତାଙ୍କର ଦେହାନ୍ତ ହୋଇଯାଇଛି । ବଲବିରଙ୍କୁ ଗତ ୮ମେରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମେହିଲାର ଫୋର୍ଟିସ ହସପିଟାଲରେ ଭର୍ତି…

କାରଗିଲ ଯୁଦ୍ଧ ପରଠାରୁ ବିଲୁପ୍ତ ପ୍ରାୟ ହୋଇଯାଇଥିବା ଏହି ଦୂର୍ଲଭ ବନ୍ୟପ୍ରାଣୀର ଝଲକ ପୁଣି ଦେଖିବାକୁ ମିଳୁଛି

ହିମାଳୟ ବର୍ପତ ଶ୍ରେଣୀର ଦୁର୍ଲଭ ବନ୍ୟାପ୍ରାଣୀ ହିମାଳୟାନ୍ ବ୍ରାଉନ୍ ବିୟର୍‌ର ସଂଖ୍ୟା (ଧୂସର ଭାଲୁ) ବଢ଼ିବାରେ ଲାଗିଛି । ଦୁନିଆରେ କେବଳ ଉତରାଖଣ୍ଡ, ହିମାଚଳ ଏବଂ ଲଦାଖର କିଛି ଅଂଶରେ ଦେଖିବାକୁ ମିଳୁଥିବା ଏହି ହିମାଳୟାନ୍ ବ୍ରାଉନ୍ ବିୟର କାରଗିଲରେ ଲକ୍‌ଡାଉନ ସମୟରେ ଲଗାତର ନଜର ଆସୁଛନ୍ତି…

ପଶୁଙ୍କ ତୁଳନାରେ ମଣିଷ ଶରୀରରେ କାହିଁକି ସହଜରେ ପ୍ରବେଶ କରିଯାଇଥାଏ କରୋନା ଭାଇରସ

କରୋନା ଭାଇରସର ଉତ୍ପତିକୁ ନେଇ ଅନେକ ତର୍କ ବିତର୍କ ଏବଂ ଗବେଷଣା ସାମ୍ନାକୁ ଆସିଛି । କିନ୍ତୁ ଏପର୍ଯ୍ୟନ୍ତ ଏହାର ଉତ୍ପତିର ସଠିକ ତଥ୍ୟ ମିଳିପାରିନାହିଁ । ଏସବୁ ବ୍ୟତୀତ ଗୋଟିଏ ଜିନିଷ ଦେଖିବାକୁ ମିଳୁଛି ଯେ ଏହି ଭାଇରସ ପଶୁଙ୍କ ତୁଳନାରେ ମଣିଷଙ୍କୁ ଜଲଦୀ ଆକ୍ରମଣ କରୁଛି । ଏବେ ଅଷ୍ଟ୍ରେଲିଆ…

ସାମାଜିକ ଦୂରତା….. ଏକ ମିଟରରୁ କମ ହେଲେ ବାଜି ଉଠିବ ଆଲାରାମ

କରୋନା ଭାଇରସ ସଂକମ୍ରଣ ସହ ଲଢ଼ିବା ପାଇଁ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଛତ୍ର ନିବାସୀ ଜଣେ ବିଟେକ୍ ଛାତ୍ର ଏକ ‘ସୋସିଆଲ ଡିଷ୍ଟାନ୍ସିଙ୍ଗ ଆଲାରାମ୍‌’ ପ୍ରସ୍ତୁତ କରିଛନ୍ତି । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସାମଜିକ ଦୂରତ୍ୱ ଉଲଂଘନ ହେବା ଦ୍ୱାରା ଏହି ଆଲାରାମ୍ ବାଜି ଉଠିବ । ଏହି ଆଲାରାମ୍…

ଅନ୍‌ଲାଇନ୍ କ୍ଲାସରେ ପାକିସ୍ତାନର ଉଦାହରଣ ଦେଇ ପଢ଼ାଉଥିଲେ ଇଂରାଜୀ, ତାପରେ କଥା ଗିରଫ ପର୍ଯ୍ୟନ୍ତ ପହଂଚିଗଲା

ଜିଏନ୍ ନାସନାଲ ପବ୍ଲିକ ସ୍କୁଲର ଚତୁର୍ଥ-କ ଶ୍ରେଣୀର ପିଲାଙ୍କର ଅନ୍‌ଲାଇନ କ୍ଲାସରେ ନାଉନର ଅର୍ଥ ବୁଝାଇବା ପାଇଁ ହ୍ୱାଟ୍ସଆପ ଗ୍ରୁପରେ ପୋଷ୍ଟ କରାଯାଇଥିବା ପାଠ୍ୟ ସାମଗ୍ରୀରେ ପାକିସ୍ତାନ ସମର୍ଥିତ ଅନେକ ଉଦାହରଣ ଦିଆଯାଇଛି । ଉକ୍ତ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର କ୍ଲାସ ଟିଚର ଏଭଳି ଅଜବ…