ଏବେ ବଜ୍ରପାତର ୪୫ ମିନିଟ ପୂର୍ବରୁ ସତର୍କ କରାଇବ ଏହି ଆପ୍
ଗତ ମାସରେ, ବିହାରରେ ବଜ୍ରପାତ ଯୋଗୁଁ 100 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ବିହାର ସରକାର ପାଣିପାଗ ସଂପର୍କରେ ଏକ ସତର୍କ ସୂଚନା ଜାରି କରୁଛନ୍ତି ଏବଂ ଲୋକମାନଙ୍କୁ କିପରି ଏହାକୁ ଏଡ଼େଇ ଦିଆଯିବ ସେ ବିଷୟରେ କହିଛନ୍ତି। ଏହି ସମୟରେ ବିହାର ସରକାର ନିଜେ ବିପର୍ଯ୍ୟୟ ପରିଚାଳନା…