ଦେଖନ୍ତୁ ବୋତଲ ଦେଖି କିଭଳି ଏକ ଗୁଣ୍ଡୁଚିମୂଷା ହାତ ଟେକି ପାଣି ମାଗୁଛି, ଭାଇରାଲ ହେଉଛି ଭିଡିଓ
ବେଳେବେଳେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ ଯାହା ଦେଖିବା ପରେ କାହାର ବି ହୃଦୟ ଖୁସି ହୋଇଯାଏ | ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଗୁଣ୍ଡୁଚିମୂଷା ହାତ ଉଠାଇ ପାଣି ମାଗୁଥିବାର ଦେଖାଯାଇଛି |
ଅସଲରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅବନୀଶ ଶରଣ…