କରୋନା ଯୋଗୁଁ ଘରୋଇ ସ୍କୁଲ ଛାଡ଼ିବାକୁ ବାଧ୍ୟହେବେ ପାଖାପାଖି ୪୫ ପ୍ରତିଶତ ଛାତ୍ରଛାତ୍ରୀ
କରୋନା କାରଣରୁ ପ୍ରାୟ ୪୫ ପ୍ରତିଶତ ଛାତ୍ରଛାତ୍ରୀ ବର୍ତ୍ତମାନ ଘରୋଇ ବିଦ୍ୟାଳୟ ଛାଡି ସରକାରୀ ବିଦ୍ୟାଳୟକୁ ଯିବେ। ସ୍ୱଳ୍ପ ଆୟ ପରିବାରର ଛାତ୍ରମାନେ ପ୍ରତିମାସରେ ୫୦୦ ଟଙ୍କା ସ୍କୁଲ ଫି ଦେଉଥିଲେ। ଅସଲରେ କରୋନା କାରଣରୁ ଅନଲାଇନ୍ କ୍ଲାସ୍ ଫି, ସ୍ମାର୍ଟଫୋନ୍, ଲାପଟପ୍ ଆଦିରେ ଖର୍ଚ ବଢିବାରୁ…