ଅସୁସ୍ଥ ହୋଇ ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ
ଖ୍ୟତନାମା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ଅସୁସ୍ଥ।ତାଙ୍କୁ ହାଇଦ୍ରାବାଦସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଜନିତ କାରଣରୁ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ।ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ନିକଟରେ ଏକ ପରୀକ୍ଷା ବେଳେ ତାଙ୍କର କୋଭିଡ୍…